ବୟଫ୍ରେଣ୍ଡ ସିଙ୍ଗିଡା ନ ଖାଇବାରୁ ରାଗରେ ପାଗଳ ହୋଇଗଲା ଗାର୍ଲଫ୍ରେଣ୍ଡ, ଛୁ-ଞ୍ଚି-ରେ ହିଁ କରିଦେଲା ହ-ତ୍ୟା,ଜାଣନ୍ତୁ ପୁରା ଘ-ଟ-ଣା

ପ୍ରେମରେ ଛୋଟ ଛୋଟ ଝ-ଗ-ଡା ହେବା ସାଧାରଣ କଥା ଅଟେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଝିଅ ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏକି ନିଜ ବୟଫ୍ରେଣ୍ଡକୁ କେବଳ ଏଥିପାଇଁ ମା-ରିଦେ–ଲା କାରଣ ସେ ସିଙ୍ଗିଡା ଖାଇବାପାଇଁ ମନା କରି ଦେଇଥିଲା | ଅଭିଯୁକ୍ତ ଅର୍ଲଫ୍ରେଣ୍ଡ ବ୍ରାଜିଲର ବାସିନ୍ଦା, ଯାହାଙ୍କ ନାମ ନିକୋଲ ମାରିଆ ଫେରେରା ଡା କୋଷ୍ଟା ଅଟେ | ତାଙ୍କ ବୟଫ୍ରେଣ୍ଡର ନାମ ଆଡେଲଟନ ଗୋମସ ଦି ଅବ୍ରେଉ ସୌସା ଥିଲା | ଦୁହେଁ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ |

ନିକୋଲଙ୍କ ବୟସ ୨୦ ବର୍ଷ ଅଟେ | ସେ ନିଜ ବୟଫ୍ରେଣ୍ଡଙ୍କୁ ମା-ରି-ବା-ପା-ଇଁ ହୁକା ପିଇବା ଛୁ-ଞ୍ଚି ବ୍ୟବହାର କରିଥିଲେ | ଏହାଦ୍ୱାରା ସେ ବୟଫ୍ରେଣ୍ଡର ହୃଦୟରେ ଅନେକ ଥର ଆ-ଘା-ତ ଦେଇଥିଲା, ଯେଉଁ କାରଣରୁ ସେ ଗୁରୁତର ଆହତ ହୋଇଯାଇଥିଲେ | ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା | ନିକୋଲ ନିଜ ବୟଫ୍ରେଣ୍ଡ ଆଡେଲଟନଙ୍କୁ ବହୁତ ଛୋଟ କଥାରେ ମାରିଦେଲେ | ବାସ୍ତବରେ, ଆଡେଲଟନ ବ୍ରାଜିଲର ଫାଷ୍ଟଫୁଡ ପେଷ୍ଟେଲ ଖାଇବାକୁ ମନା କରିଦେଇଥିଲେ | ଏହି ପେଷ୍ଟେଲ ଭାରତୀୟ ସିଙ୍ଗିଡା ଭଳି ଅଟେ |

ନିକୋଲଙ୍କୁ ନୀଯ ବୟଫ୍ରେଣ୍ଡଙ୍କ ପେଷ୍ଟେଲ ଖାଇବାକୁ ମନା କରିବାଟା ବହୁତ ଖରାପ ଲାଗିଲା | ଦୁହିଁଙ୍କ ମଧ୍ୟରେ ଏହି କଥାକୁ ନେଇ ବହୁତ ଯୁ-କ୍ତି-ତ-ର୍କ ହେଲା | ଶୀଘ୍ର ଏହା ଲଢେଇରେ ପରିଣତ ହେଲା | ଏଭଳି ପରିସ୍ଥିତିରେ ନିକୋଲଙ୍କୁ ଏତେ ରାଗ ଲାଗିଲା ଯେ ସେ ନିଜ ବୟଫ୍ରେଣ୍ଡଙ୍କୁ ହୁକା ପିଇବା ଛୁଞ୍ଚିରେ ହ-ତ୍ୟା କରିଦେଲେ | ଯେତେବେଳେ ପୋଲିସ ନିକୋଲଙ୍କୁ ଗିରଫ କଲା, ସେତେବେଳେ ସେ ତାଙ୍କ ସଫେଇରେ କହିଥିଲେ ଯେ ସେ ଆକ୍ରମଣ ଆତ୍ମରକ୍ଷା ପାଇଁ କରିଥିଲେ | ତେବେ ପୋଲିସକୁ ନିକୋଲଙ୍କ ଶରୀରରେ କୌଣସି ଆ-ଘା-ତ ଚିହ୍ନ ଦେଖିବାକୁ ମିଳି ନଥିଲା | ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ମିଛ କହୁଛନ୍ତି |

ଦୁ-ର୍ଘ-ଟ-ଣା ସମୟରେ ମୃ-ତ-କ ଆଡେଲଟନଙ୍କ ୧୩ ଏବଂ ୧୬ ବର୍ଷର ଭଉଣୀମାନେ ଘର ବାହାରେ ହିଁ ଥିଲେ | ସେମାନେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଥିଲା | ଏହା ସବୁବେଳେ ହେଉଥିଲା | କିନ୍ତୁ ଆମେ କେବେ ଭାବି ନ ଥିଲୁ ଯେ ନିକୋଲ ଆଡେଲଟନଙ୍କ ଜୀବନ ହିଁ ନେଇଯିବେ | ପୋ-ଲି-ସ ହ-ତ୍ୟା ମାମଲା ରୁଜୁ କରି ନିକୋଲଙ୍କ ବି-ରୋ-ଧ-ରେ ଚାର୍ଜସିଟ ମଧ୍ୟ ଦାଖଲ କରିଛି |

ଆଡେଲଟନ ବୃତ୍ତିରେ ଜଣେ ମେକାନିକ ଥିଲେ | ତାଙ୍କର ପ୍ରଥମ ସମ୍ପର୍କରୁ ତାଙ୍କର ଦୁଇ ବର୍ଷର ଝିଅ ମଧ୍ୟ ଅଛନ୍ତି | ତେବେ ଆଡେଲଟନ ଚାଲିଯିବା ପରେ ସେ ବର୍ତ୍ତମାନ ଏକୁଟିଆ ରହିଗଲେ | ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ କେହି ଏକ ସିଙ୍ଗିଡାକୁ ନେଇ କାହାର ଜୀବନ ମଧ୍ୟ ନେଇପାରେ | ତେଣୁ ଜୀବନରେ ରାଗ ଉପରେ କଣ୍ଟ୍ରୋଲ କରି ଶିଖିବା ବହୁତ ଜରୁରୀ ହୋଇଥାଏ | ରାଗରେ ମଣିଷ ଏପରି ଅନେକ ଜିନିଷ କରିଥାଏ, ଯାହାର ଅନୁତାପ ସେ ପରେ କରିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *