ବାହାଘରର ୯ ଦିନ ପରେ ସୁଗନ୍ଧା ମିଶ୍ରାଙ୍କ ବି-ରୁ-ଦ୍ଧ-ରେ F-I-R ଦାଖଲ, ଏକ ହୋଟେଲ ଉପରେ ହେଲା କାର୍ଯ୍ୟାନୁଷ୍ଠାନ,ଜାଣନ୍ତୁ ପୁରା ଘ-ଟ-ଣା

ଦ କପିଲ ଶର୍ମା ଶୋର ପ୍ରସିଦ୍ଧ ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ୯ ଦିନ ପୂର୍ବରୁ ହିଁ ବିବାହ କରିଛନ୍ତି। କିନ୍ତୁ କରୋନାର ଅବଧିରେ ଘଟିଥିବା ଏହି ବିବାହ ବର୍ତ୍ତମାନ ଆଇନଗତ ଅସୁବିଧାରେ ପଡ଼ିଛି। ପ୍ରକାଶ ପାଇଛିଯେ, ଗୁରୁବାର ଦିନ ସୁଗନ୍ଧାଙ୍କ ବି-ରୋ-ଧ-ରେ ଫଗୱାଡ଼ାରେ କରୋନା ସୁରକ୍ଷା ପ୍ରୋଟୋକଲ ଅଧୀନରେ ଏଫଆଇଆର ଦାଖଲ କରାଯାଇଛି। ଯଦିଓ ଉଭୟ ସୁଗନ୍ଧା ଏବଂ ସଙ୍କେତ କହିଥିଲେଯେ, ସେମାନଙ୍କ ବିବାହରେ କେବଳ ପରିବାରର ସଦସ୍ୟ ହିଁ ଉପସ୍ଥିତ ଥିଲେ, କିନ୍ତୁ ଅ-ଭି-ଯୋ-ଗ ହୋଇଛି ଯେ, ସେମାନଙ୍କ ବିବାହରେ ନିୟମିତ ସଂଖ୍ୟା ଅପେକ୍ଷା ଅଧିକ ଭିଡ଼ ଥିଲା। ସୁଗନ୍ଧା ଙ୍କ ବ୍ୟତୀତ ସମ୍ପୃକ୍ତ ହୋଟେଲ ପରିଚାଳନା ବି-ରୋ-ଧ-ରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗି-ର-ଫ କରାଯାଇ ନାହିଁ।

ଖବର ମୁତାବକ ସୁଗାନ୍ଧଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ବର୍ତ୍ତମାନ ପୋ-ଲି-ସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁଗନ୍ଧାଙ୍କ ବିବାହ ଜଲନ୍ଧରର ଯେଉଁ ଏକ ହୋଟେଲରେ ହୋଇଥିଲା, ତାଙ୍କ ପରିଚାଳନା ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ୯ ଏପ୍ରିଲ ପୂର୍ବରୁ ହିଁ ଏପ୍ରିଲ ୨୬ରେ, କ୍ଲବ କବାନା ରିସର୍ଟରେ ସୁଗନ୍ଧା ତାଙ୍କ ପ୍ରେମିକ ଡକ୍ଟର ସଙ୍କେତ ଭୋସଲେଙ୍କୁ ବିବାହ କରିଥିଲେ। ଏହି ବିବାହରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ୨୪ଘଣ୍ଟା ପାଇଁ କ୍ବାରେଣ୍ଟାଇନରେ ରଖାଯାଇଥିଲା।

ସୁଗନ୍ଧାଙ୍କ ବିବାହ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେଯେ, ସେ ତାଙ୍କ ବିବାହ ବହୁତ ଧୁମ ଧାମରେ କରିବାକୁ ଚାହୁଁଥିଲେ, କିନ୍ତୁ କରୋନା କାରଣରୁ ଏହା ଏକ ପ୍ରାଇଭେଟ ଫକ୍ସନ ହୋଇଗଲା। ସୁଗନ୍ଧା ତାଙ୍କର ସମସ୍ତ ବିବାହ ସପିଂ ମଧ୍ୟ ଅନଲାଇନରେ କରିଥିଲେ।

ଏହି ଦମ୍ପତିଙ୍କ ବିବାହର ୯ଦିନ ପରେ ଫଗୱାଡ଼ାର ସଦର ପୋଲିସ ଷ୍ଟେସନରେ ସୁଗାନ୍ଧାଙ୍କ ବି-ରୋ-ଧ-ରେ ଏକ ମାମଲା ରୁଜୁ ହୋଇଛି। ଏଫଆଇଆର ଅନୁସାରେ, ଏହି ବିବାହରେ ୧୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ ଯେତେବେଳେକି ସରକାରଙ୍କ ତରଫରୁ ୪୦ରୁ ଅଧିକ ଜନସମାଗମ ଉପରେ ବାରଣ କରାଯାଇଥିଲା। ଟିଭିରେ ସୁଗନ୍ଧାଙ୍କର ଲମ୍ବା କ୍ୟାରିୟର ରହିଛି। ସେ ୨୦୦୮ରେ ‘ଦି ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଅଭିନୟ କରିଥିଲେ, ଯାହା ତାଙ୍କୁ ପରିଚୟ ଦେଇଥିଲା। ପରେ ସେ ବିଦ୍ୟାବତୀ (ଟିଚର) ଭୂମିକାରେ ‘ଦି କପିଲ ଶର୍ମା ଶୋ’ରେ ଅଭିନୟ କରିଥିଲେ, ଯାହା ତାଙ୍କୁ ପ୍ରସିଦ୍ଧ କରିଥିଲା।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *