ବାପ୍ ରେ : ବୋଟକୁ କାଟୁଥିଲା ଶାର୍କ,ପୁଣି ଅଚାନକ ଘଟିଲା ଏମିତି କାଣ୍ଡ,ଭିଡିଓ ଦେଖିଲେ ଆପଣଙ୍କ ଦେହ ଥରିବ

ହଲିଉଡର ଫିଲ୍ମରେ ଦେଖିଥିବେ ଶାର୍କ କିଭଳି ଭାବରେ ଆ-କ୍ର-ମ-ଣ କରିଥାଏ|ତାର ଜବଡେ ବଡ ଭୟଙ୍କର ହୋଇଥାଏ|ଯିଏ ଥରେ ସେଥିରେ ଆସିଗଲା ତ ଗଲା|ଶାର୍କର ଜବଡେ ଏତେ ଭୟଙ୍କର ହୋଇଥାଏ ଯାହା ଆପଣ ଫିଲ୍ମରେ ଦେଖିଥିବେ|ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି|

ଆପଣ ସବୁବେଳେ ଶାର୍କର ଆ-କ୍ର-ମ-ଣ-ରେ ଆଘାତ ହୋଇଥିବା ଲୋକଙ୍କ ଖବର ଶୁଣିଥିବେ|କାହାଠାରୁ ଶୁଣିନଥିବେ ବା ଦେଖିନଥିବେ ଯେ କେତେବେଳେ ଶାର୍କ ବୋଟକୁ ଆ-କ୍ର-ମ-ଣ କରିଥାଏ|ଯଦି ନାହିଁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|

ଭିଡିଓରେ ଆପଣ ଦେଖିପାରିବେ ଯେ ଶାର୍କ ଵୋଟ ପାଖକୁ ଆସେ ଓ ତାକୁ ଚୋବାଇବା ଆରମ୍ଭ କରେ|ବୋଟକୁ ସେ ଶିକାର ଭାଵି ତାକୁ ବହୁ ସମୟ ପର୍ଯ୍ୟନ୍ତ ଟାଣିବାକୁ ଚେଷ୍ଟା କରେ,କିନ୍ତୁ ଶେଷରେ ତାକୁ ବୁଝାପଡେ|ଏହା ତାର ବଶିଭୂତ ହୋଇପାରିବ ନାହିଁ|ଏମିତିରେ ସେ ବୋଟକୁ ଛାଡି ପଳେଇଯାଏ|

ସୋସିଆଲ ମିଡିଆରେ ଏହି ଭିଡିଓ ବହୁ ଜୋରରେ ଲୋକଙ୍କୁ ପସନ୍ଦ ଆସୁଛି|ଏହି କାରଣରୁ ଵହୁ ବ୍ୟବହାରକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି|ଜଣେ ୟୁଜର କହିଛନ୍ତି ଯେ ଦୃଶ୍ୟ ବାସ୍ତଵିକ ସୁନ୍ଦର ଯାହାକୁ ପ୍ରଥମେ ଦେଖି ମୁଁ ଡରିଗଲି|ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା ବହୁତ ଭୟଙ୍କର ଭିଡିଓ ଯାହା ମୁଁ ଏବର୍ଷ ଦେଖିଲି, ଅଦ୍ଭୁତ!ଏହା ବ୍ୟତୀତ ଅନ୍ୟ ୟୁଜର ମାନେ ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *