ଗୋଟିଏ ପଟରେ ଗଧମାନଙ୍କ ଦଳ ଏବଂ ଅନ୍ୟପଟରେ ଦୁଇଟି କୁକୁର, ତା’ପରେ ଦୁହିଁଙ୍କ ମଧ୍ୟରେ ଯାହା ହେଲା, ଆପଣ ଭିଡିଓ ଦେଖି ଚକିତ ହୋଇଯିବେ, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ପଶୁମାନଙ୍କର ଭିଡିଓ ଖୁବ ଭାଇରଲ ହେଉଛି | ଏଥିମଧ୍ୟରୁ କିଛି ଭିଡିଓକୁ ଦେଖି ଆମ ମୁହଁରେ ହସ ଆସିଯାଏ | ସେହିପରି କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ | କିଛି ଭିଡିଓ ମଣିଷମାନଙ୍କୁ ବଡ଼ ଶିକ୍ଷା ଦେଇଥାଏ | କିନ୍ତୁ ଏହି ଖବରରେ ଆମେ ଯେଉଁ ଭିଡିଓରେ କଥା ହେଉଛନ୍ତି, ତାକୁ ଦେଖି ବିଶ୍ୱାସ କରନ୍ତୁ ଆପଣଙ୍କୁ ନିଶ୍ଚିତ ଭାବେ ହସ ଲାଗିବ | କାରଣ, ଯେତେବେଳେ ଗଧ ଏବଂ କୁକୁର ସମ୍ନାସାମ୍ନି ହୋଇଯାନ୍ତି ସେତେବେଳେ ବାତାବରଣ କିପରି ହୋଇଯାଏ, ତାହା ଆପଣଙ୍କୁ ଦେଖାଯିବ | ଲୋକଙ୍କୁ ଏହି ଭିଡିଓ ଖୁବ ଭଲ ଲାଗୁଛି |

କହିବାକୁ ଗଲେ ତ ସୋସିଆଲ ମିଡିଆରେ ସାରାଦିନ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିନ୍ତୁ କିଛି ଭିଡିଓକୁ ଦେଖି ତା’ଉପରୁ ନଜର ହଟେନାହିଁ | ଏହି ଭିଡିଓରେ ଏପରି କିଛି ରହିଛି | କାରଣ, ଏଥିରେ ଗଧ ଏବଂ କୁକୁରର ସମ୍ନାସାମ୍ନି ହୋଇଯାଏ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ ଗୋଟେପଟେ ଗଧମାନଙ୍କର ଦଳ ଏବଂ ଅନ୍ୟପଟରେ ଦୁଇଟି କୁକୁର ଅଛନ୍ତି | ଗଧ ସଂଖ୍ୟା ତିନି ଥିବାବେଳେ କୁକୁର ସଂଖ୍ୟା ଦୁଇ ରହିଛି | ପ୍ରଥମେ ତ ଦୁହେଁ ପରସ୍ପରକୁ ଦେଖନ୍ତି | କିନ୍ତୁ କିଛି ମୁହୂର୍ତ୍ତ ପରେ ହିଁ ଗୋଟିଏ କୁକୁର ଗଧମାନଙ୍କ ଉପରେ ଭୋକିବା ଆରମ୍ଭ କରିଦିଏ | ଗଧ ଡରିଯାନ୍ତି | ସେହିପରି କୁକୁର ମଧ୍ୟ ଡରିଯାଏ ଏବଂ ଦୌଡିବାକୁ ଲାଗେ | କିନ୍ତୁ ଗଧ ସେମିତି ଠିଆ ହୋଇଥାନ୍ତି ଏବଂ ଏହି ମୁହୂର୍ତ୍ତର ମଜା ନିଅନ୍ତି |

ଦେଖନ୍ତୁ ମଜାଳିଆ ଭିଡିଓ :-

ଗଧ ଏବଂ କୁକୁରର ସମ୍ନାସାମ୍ନି :-

ଆଶାକରୁଛୁ ଆପଣଙ୍କୁ ବହୁତ ମଜା ଲାଗିଥିବ | ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଉଛି | ଟ୍ୱିଟରରେ ଏହି ଭିଡିଓକୁ ‘Fred Schultz’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଭିଡିଓ ସହିତ ଖୁବ ଫନି କ୍ୟାପସନ ମଧ୍ୟ ଲେଖାଯାଇଛି | ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଖବର ଲେଖିବାବେଳକୁ ଏହି ଭିଡିଓକୁ ୧୨ ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ | ସେହିପରି, ଏହାଉପରେ ବହୁତଗୁଡିଏ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *