ନିଜ ପିତାଙ୍କ ଚିତା ଜଳୁଥିବା ସମୟରେ ଝିଅଟି ଚିତା ଉପରକୁ ଡେଇଁ ପଡିଲା,କହିଲା “ବାପା ମୋ ଜୀ-ବ-ନ ଥିଲେ, ସେ ନାହାଁନ୍ତି ତ ମୁଁ ନାହିଁ” ,ଜାଣନ୍ତୁ ପୁରା ଘ-ଟ-ଣା

କରୋନା ଭାଇରସ ଯୋଗୁଁ କେତେକ ଲୋକ ନିଜର ପ୍ରିୟଜନକୁ ହରାଉଛନ୍ତି ଓ ସେମାନେ ଏହାର ଯନ୍ତ୍ରଣା ମଧ୍ୟ ଜାଣି ପାରୁଛନ୍ତି । ଏହିସମୟରେ ବିଭିନ୍ନ ପ୍ରକାରର ଦୃଶ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ 65 ବର୍ଷ ବୟସର ଦାମୋଦର ଶାଦରାଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ପିତାଙ୍କ ମୃତ୍ୟୁ ହେବାପରେ ତାଙ୍କର ଛୋଟ ଝିଅ ଏହା ସହି ପାରି ନଥିଲା । ଯେତେବେଳେ ପିତାଙ୍କ ଶ-ବ ଜଳୁଥିଲା ସେ ମଧ୍ୟ ପିତାଙ୍କ ଚିତାକୁ ଡେଇଁ ପଡିଥିଲା । ଏହା ଦେଖି ସମସ୍ତେ ହଇରାଣ ହୋଇଗଲେ ଓ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଯେମିତି ସେମିତି କରି ନିଆଁ ରୁ ବାହାରକୁ ଆଣିଥିଲେ ଓ ତାଙ୍କ ଶରୀର ସେତେବେଳକୁ 70 ପ୍ରତିଶତ ଜଳି ଯାଇଥିଲା । ଏବେ ହସ୍ପିଟାଲରେ ତାଙ୍କର ଅବସ୍ଥା ବହୁତ ଗମ୍ଭୀର ହୋଇଯାଇଛି ।

ଦାମୋଦର ଦାସଙ୍କ ତିନୋଟି ଝିଅ ରହିଛନ୍ତି । କିଛିଦିନ ପୂର୍ବେ ତାଙ୍କୁ କରୋନା ହୋଇଥିଲା ଓ ତାଙ୍କୁ ରାଜକୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା କିନ୍ତୁ ସେ କରୋନା ସମୟରେ ହାର ମାନି ଯାଇଥିଲେ । ତାଙ୍କର ଅନ୍ତିମ ସଂସ୍କାର ପାଇଁ ତିନି ଝିଅ ଆସି ପହଞ୍ଚିଥିଲେ ଓ ତାଙ୍କର ସାନ ଝିଅ ଚନ୍ଦ୍ରା ତାଙ୍କୁ ମୁଖାଗ୍ନି ଦେଇଥିଲେ । ସେତେବେଳେ ସେ ଅନ୍ୟ ସଦସ୍ୟଙ୍କ ସହ ବସିଥିଲେ କିନ୍ତୁ ଅଚାନକ ସେ ପିତାଙ୍କ ଚି-ତା ଉପରକୁ ଡେଇଁ ପଡ଼ିଥିଲେ । ଏହା ଦେଖି ଆଖପାଖ ଲୋକ ଚିନ୍ତାରେ ପଡ଼ିଗଲେ। ଏହାପରେ ତାଙ୍କୁ ବାହାରକୁ ବାହାର କରାଗଲା ଓ ତାଙ୍କର 70 ପ୍ରତିଶତ ଶରୀର ଜଳି ଯାଇଥିଲା ଓ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋ-ଲି-ସ ଏହି ଘ-ଟ-ଣା-ର ସୂଚନା ପାଇ ହସ୍ପିଟାଲକୁ ଆସିଥିଲେ ଓ ଝିଅଟି କୌଣସି ବୟାନ ଦେବା ପରିସ୍ଥିତିରେ ନଥିଲା । ଚିତା ଜଳୁଥିବା ସମୟରେ ଝିଅଟି ଡେଇଁ ପଡିଥିଲା ଓ ସେ ସମୟରେ କହୁଥିଲା, ବାପା ମୋ ଜୀ-ବ-ନ ଥିଲେ, ସେ ଯଦି ନାହାଁନ୍ତି ମୁଁ ଜୀ-ବି-ତ ହୋଇ କି ଲାଭ ।

ମୃ-ତ-କ ଦାମୋଦର ଜଣେ ଦିବ୍ୟାଙ୍ଗ ଥିଲେ । ସେ ଏକ ପେଟ୍ରୋଲ ପମ୍ପ ଆବଣ୍ଟନ କରୁଥିଲେ କିନ୍ତୁ ଏହାକୁ ସିଲ କରା ଯିବାପରେ ପରିବାର ସଂଘର୍ଷ କରୁଥିଲା ଓ ତାଙ୍କର ଅବସ୍ଥା ବହୁତ ଖରାପ ଥିଲା । ତାଙ୍କର ମୃତ୍ୟୁ ହେବାପରେ ଝିଅଟି ଏହା ସହି ପାରିନଥିଲା ଓ ଚିତାକୁ ଡେଇଁ ପଡିଥିଲା । ସାରା ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଗଲା । ଏହାକୁ ଯିଏ ଶୁଣିଲା ସେ ବିଶ୍ୱାସ କରି ପାରିନଥିଲା ।

ସତ ତ ଏହାକି ଯେ, ଏହି କରୋନା କାଳ ପାଇଁ ଏହିସବୁ ଘଟଣା ଘଟୁଛି । ସେଥିପାଇଁ ଆପଣ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *