ଦେଖନ୍ତୁ ଭିଡିଓ : ମହିଳାମାନଙ୍କର ‘ମ-ଦ ପାର୍ଟି’, ଲୋକଙ୍କ ଉଡ଼ିଲା ହୋସ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ମାମଲାକୁ ନେଇ ବାତାବରଣ ସବୁବେଳେ ଗରମ ଥାଏ | ବେଳେବେଳେ ମାମଲା ସିରିଏସ ହୋଇଥାଏ ତ ଆଉ କେତେବେଳେ ହସାଇବା ଭଳି ହୋଇଥାଏ | ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି, ଯେଉଁଥିରେ କିଛି ମହିଳା ଖୁବ ପାର୍ଟି କରୁଛନ୍ତି | ଏହି ଭିଡିଓକୁ ଦେଖିବାପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ମଜା ମଧ୍ୟ ନେଉଛନ୍ତି |

ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ ଏ ସମୟରେ ଦେଶ କରୋନା ମହାମାରୀ ସହିତ ସଂଘର୍ଷ କରୁଛି | କରୋନା କାରଣରୁ ଅନେକ ପ୍ରତିବନ୍ଧକ ଲାଗିଛି | ସେହିପରି ଅନେକ ସ୍ଥାନରେ ଲକଡାଉନ ମଧ୍ୟ ଜାରି ରହିଛି | ଲୋକମାନେ ନିଜ ନିଜ ଘର ଭିତରେ ହିଁ ରହିବାକୁ ବାଧ୍ୟ ହେଉଛନ୍ତି | ଏହି ସମୟରେ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ମଧ୍ୟ ସେୟାର କରାଯାଉଛି | ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି | ଏହି ପରିପ୍ରେକ୍ଷୀରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ମହିଳା ମ-ଦ ପାର୍ଟି କରୁଛନ୍ତି | ଯେପରିକି ଆପଣ ଭିଡିଓରେ ଦେଖିପାରିବେ କିଛି ମହିଳା ଏକାଠି ବସିଛନ୍ତି | ମଝିରେ ଏକ ଟେବୁଲ ଅଛି, ଯାହା ଉପରେ ମ-ଦ ବୋତଲ ଏବଂ ବିଭିନ୍ନ ପ୍ରକାରର ଖାଇବା ଜିନିଷ ରଖାଯାଇଛି | ମହିଳାମାନେ ଖୁବ ମଜା ନେଉଛନ୍ତି |

ଦେଖନ୍ତୁ ଭିଡିଓ :-

ମହିଳାମାନଙ୍କ ଜବରଦସ୍ତ ପାର୍ଟି :-

ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଇଛି | ଟ୍ୱିଟରରେ ଏହି ଭିଡିଓକୁ ଇଣ୍ଡିଆନ ପୋଲିସ ସର୍ଭିସର ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି | ଏହାସହିତ ସେ ଫନି ଇମୋଜୀ ମଧ୍ୟ ସେୟାର କରିଛନ୍ତି | ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି ଏବଂ ଏହା ଉପରେ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *