ଦେଖନ୍ତୁ ଭିଡିଓ : ରାସ୍ତା ମଝିରେ କୁକୁର ଏପରି ଦେଲା ଶିକ୍ଷା, ଭିଡିଓ ଦେଖି ଆପଣ ମଧ୍ୟ କହିବେ – ସତରେ କେତେ ବୁଦ୍ଧି ?

ସୋସିଆଲ ମିଡିଆରେ ଆଇକଲି ପଶୁମାନଙ୍କର ଭିଡିଓ ଅଧିକ ଭାଇରଲ ହେବାରେ ଲାଗିଛି | ଏଥିମଧ୍ୟରୁ କିଛି ଭିଡିଓ ହସାଇବା ପରି ହୋଇଥାଏ ତ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ପରି ହୋଇଥାଏ | ସେହିପରି, କେତେକ ଭିଡିଓ ମଣିଷମାନଙ୍କୁ ମଧ୍ୟ ବଡ଼ ଶିକ୍ଷା ଦେଇଥାଏ | ଠିକ ଏହିପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଭିଡିଓରେ ରାସ୍ତା ମଝିରେ ଏକ କୁକୁର ଯାହା କଲା, ତାକୁ ଦେଖି ଆପଣ ମଧ୍ୟ କହିବେ, ‘ଭାଇ ଇଏ ସତରେ କେତେ ବୁଦ୍ଧିମାନ ଅଛି’ |

ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ କୁକୁର କେତେ ବିଶ୍ଵସ୍ଥ ପଶୁ ହୋଇଥାଏ | ସେହିପରି ଅନେକଥର କୁକୁରର ବୁଦ୍ଧି ଦେଖି ମଧ୍ୟ ଆମେ ଆଶ୍ଚର୍ଯ୍ୟ ହୋଇଯାଉ | ଏହି ଭିଡିଓରେ ଆପଣଙ୍କୁ ଏପରି କିଛି ଦେଖିବାକୁ ମିଳିବ | କାରଣ କୁକୁରର ବୁଦ୍ଧି ଲୋକମାନଙ୍କ ହୃଦୟ ଜିତିଛି | ଯେପରି ଆପଣ ଭିଡିଓରେ ଦେଖିପାରିବେ ଯେ ରାସ୍ତା ମଝିରେ ଏକ କାର ଠିଆ ହୋଇଛି | କାର ଭିତରୁ ଆବର୍ଜନା ପଲିଥିନକୁ କେହି ରାସ୍ତା ମଝିରେ ଫିଙ୍ଗିଦେଉଛି | ଠିକ ସେତିକିବେଳେ ଗୋଟିଏ କୁକୁରର ନଜର ସେହି ପଲିଥିନ ଉପରେ ପଡିଲା | କୁକୁର ଦୌଡ଼ି ଦୌଡ଼ି ସେଠାକୁ ଯାଉଛି ଏବଂ ପଲିଥିନକୁ ପାଟିରେ ଉଠାଇ ନେଇ ପୁଣି ସେହି କାର ଭିତରକୁ ଫିଙ୍ଗିଦେଉଛି |

ଦେଖନ୍ତୁ ମଜାଳିଆ ଭିଡିଓ :-

ସୋସିଆଲ ମିଡିଆରେ ଭିଡିଓ ଭାଇରଲ :-

ତେବେ ଆପଣ ଏହି ଭିଡିଓ ଦେଖିଲେ | ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଇଛି | ଟ୍ୱିଟରରେ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଧିକାରୀ ସୁଧା ରେମନ ସେୟାର କରିଛନ୍ତି | ଭିଡିଓ ସହିତ ସେ ବହୁତ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି | ସେହିପରି, ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଖବର ଲେଖିବା ବେଳକୁ ଏହି ଭିଡିଓକୁ ୧୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ଯେତେବେଳେ କି ଦୁଇ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି | ସେହିପରି, ଏହି ଭିଡିଓ ଉପରେ ଲୋକେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *