ସରକାରଙ୍କର ବଡ ନିଷ୍ପତ୍ତି : ଏବେ ଶ୍ମ-ଶା-ନରେ ଡ୍ୟୁଟି କରିବେ ଶିକ୍ଷକ

ଶ୍ମ-ଶା-ନରେ ଜଗିବେ ଶିକ୍ଷକ। ଏହିପରି ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁଯାୟୀ, ସର ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆଉ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ମଧ୍ୟ ଘୋଷଣା କରାଯାଇଛି। ଆଉ ବର୍ତ୍ତମାନ ସମୟରେ ସ୍କୁଲ ମଧ୍ୟ ବନ୍ଦ କରାଯାଇଛି। ତେଣୁ ଶିକ୍ଷକମାନେ ମଧ୍ୟ ସ୍କୁଲ ଯାଉନାହାନ୍ତି। ତେଣୁ ଶିକ୍ଷକମାନଙ୍କୁ ଶ୍ମ-ଶା-ନ ସ୍ଥାନରେ ଅ-ନ୍ତି-ମ ସଂ-ସ୍କା-ର କରିବା ପାଇଁ ଦାୟିତ୍ୱ ଦିଆଯାଉଛି। ଶ୍ମ-ଶା-ନ ଘାଟ ସହିତ ଅ-ସ୍ଥି ବି-ସର୍ଜ-ନ ସ୍ଥାନରେ ୨-୨ ସିଫ୍ଟରେ ଡ୍ୟୁଟି ଶିକ୍ଷକ ମାନଙ୍କୁ ଡ୍ୟୁଟି କରିବାକୁ ପଡ଼ିବ। ମଧ୍ୟପ୍ରଦେଶ ଧାର ଜିଲ୍ଲା ଏସଡ଼ିଏମ ଏହି ନିର୍ଦ୍ଦେଶ ଜା-ରି କରିଛନ୍ତି।

ଏସଡ଼ିଏମଙ୍କ କହିବା ଅନୁସାରେ, ୮ ଜଣ ଶିକ୍ଷକ ଶ୍ମ-ଶା-ନ ଘା-ଟରେ ଡ୍ୟୁଟି କରିବେ। ପ୍ରଥମ ସିଫ୍ଟରେ ସକାଳ ୬ରୁ ଦିନ ୧ଟେ ପର୍ଯ୍ୟନ୍ତ ୨ ଜଣ ଶିକ୍ଷକ ଡ୍ୟୁଟି କରିବେ। ଆଉ ଅନ୍ୟ ପାର୍ଶ୍ବରେ ଆଉ ୨ ଜଣ ଶିକ୍ଷକ ଦିନ ୧ ଟେରୁ ରାତି ୮ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ। ରାଜ୍ୟରେ କରୋନା ଡ୍ୟୁଟି ସମୟରେ ୭୨୬ ଜଣ ମୃ-ତ୍ୟୁ ବ-ର-ଣ କରିଛନ୍ତି ଏବଂ ୨୮୪୫ ଶିକ୍ଷକର ମଧ୍ୟ ମୃ-ତ୍ୟୁ ହୋଇଛି କିନ୍ତୁ, ସେମାନଙ୍କୁ ସରକାର କୌଣସି କରୋନା ଯୋ-ଦ୍ଧା ଭାବରେ ଘୋଷଣା କରିନାହାନ୍ତି। ଯାହାଦ୍ବାରା କି ସେମାନଙ୍କ ପାଖରେ ଅ-ସନ୍ତୋ-ଷ ଦେଖାଦେଇଛି।

Google

ଏ ପର୍ଯ୍ୟନ୍ତ ମଧ୍ୟ ଶିକ୍ଷକ ମାନେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କ୍ୱାରେଣ୍ଟାଇନ ସେଣ୍ଟରରେ କାମ କରୁଛନ୍ତି। ଆଉ ଏବେ ଶିକ୍ଷକ ମାନଙ୍କୁ ଶ୍ମ-ଶା-ନ ଘା-ଟରେ ଡ୍ୟୁଟି କରିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପାର୍ଶ୍ୱରେ କରୋନା ବଢୁଥିବା ସମୟରେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି ଆଉ ଏହି ସମୟରେ ଶିକ୍ଷକ ମାନଙ୍କୁ କରୋନାରେ ଆ-କ୍ରା-ନ୍ତଙ୍କର ଦା-ହ କାମରେ ଲଗାଯିବାକୁ ସହଜରେ ଗ୍ରହଣ କରୁନାହାନ୍ତି ଅନେକ ଶିକ୍ଷକ।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଦେଶରେ ୩,୮୨,୩୧୫ ଜଣ କରୋନାରେ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୮୦ ଜଣ ମୃ-ତ୍ୟୁ ହୋଇଛି । ଆଜିର ଆ-କ୍ରା-ନ୍ତଙ୍କୁ ମିଶାଇ ଦେଶରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୨,୬,୬୫,୧୪୮କୁ ବୃଦ୍ଧି ହୋଇଛି। ଆଉ ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୃ-ତ୍ୟୁ ବ-ର-ଣ କରିଛନ୍ତି ୨,୨୬,୧୮୮ ଜଣ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *