ଆଇପିଏଲ ୨୦୨୧ ବାତିଲ ହେବାପରେ ଅଚାନକ ଭାଇରାଲ ହେଲା ଜାଡେଜାଙ୍କର ଏହି ଫୋଟ,ଜାଣନ୍ତୁ ଫଟୋକୁ ନେଇ କଣ ଆଲୋଚନା ଚାଲିଛି

ଭାରତରେ କରୋନା ଭାଇରସ ବହୁତ ଦ୍ରୁତ ଗତିରେ ନିଜର କହର ଦେଖାଉଛି । ଚାରିଆଡେ ଏହାକୁ ନେଇ ଭୟାବହ ଦେଖାଦେଇଛି । ଆଇପିଏଲ 2021 ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । କାରଣ କିଛି ଖେଳାଳି ମ୍ୟାଚ ସମୟରେ ଅଚାନକ କରୋନା ପଜିଟିଭରେ ସଂକ୍ରମିତ ହୋଇଥିଲେ । ଆଇପିଏଲ ସ୍ଥଗିତ ହୋଇଯିବାରୁ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ବହୁତ ଝଟକା ଲାଗିଛି । ସୋସିଆଲ ମିଡିଆରେ ଏହାର ପ୍ରଭାବ ସଫା ସଫା ଦେଖାଯାଉଛି । ଲୋକମାନେ ଲଗାତାର ମଜାଦାର ମିମ୍ସ ଓ ଭିଡ଼ିଓ ଶେୟର କରୁଛନ୍ତି । ଯାହାକି ଭାଇରାଲ ହୋଇଯାଉଛି ଓ ଲୋକମାନେ ଏହା ଉପରେ ଆଲୋଚନା ମଧ୍ୟ ଆରମ୍ଭ କରିଦେଉଛନ୍ତି ।

ଏହା ସତ ଯେ, ଆଇପିଏଲ ସ୍ଥଗିତ ହେବାପରେ ଫ୍ୟାନ୍ସ ମାନେ ବହୁତ ଦୁଃଖୀ ରହିଛନ୍ତି । କାରଣ କରୋନା ସଂକ୍ରମଣ ସମୟରେ ତାଙ୍କର ମନୋରଞ୍ଜନ ଅଟକି ଯାଇଥିଲା । ଏହାମଧ୍ୟରେ ଜଣେ ଫ୍ୟାନ ରବୀନ୍ଦ୍ର ଜାଡେଜାଙ୍କ ଏକ ଫୋଟୋ ଶେୟର କରିଥିଲେ । ଏହି ଫୋଟୋ ଏହି ଆଇପିଏଲର ଅଟେ ଯେତେବେଳେ ରବୀନ୍ଦ୍ର ଜାଡେଜା ଏହି ଆଇପିଏଲରେ କ୍ୟାଚ ଧରିଥିଲେ । ଏହି ଫୋଟୋ ବର୍ତ୍ତମାନ ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କ ମନରେ କିନ୍ତୁ ପ୍ରଶ୍ନ ଉଠୁଥିବ କି, କଣପାଇଁ ବର୍ତ୍ତମାନ ଏହି ଫୋଟୋ ଭାଇରାଲ ହେଉଛି ? ଚାଲନ୍ତୁ ଆପଣଙ୍କୁ ଆହୁରି ଅଧିକ ସସପେନ୍ସରେ ରଖିବା ନାହିଁ ।

ସର୍ବପ୍ରଥମେ ଆପଣ ଏହି ଫୋଟୋକୁ ଦେଖନ୍ତୁ, ଜାଡେଜା ଏହି ଫୋଟୋରେ ନିଜର ଚାରିଟି ଆଙ୍ଗୁଳି ଦେଖାଇଛନ୍ତି ଓ ଏପ୍ରିଲ ୪ ତାରିଖରେ ହିଁ ଆଇପିଏଲକୁ ସ୍ଥଗିତ କରିଦିଆଯାଇଥିଲା । @bittu7664 ନାମକ ୟୁଜର୍ସ ଶେୟର କରି ଲେଖିଥିଲେ କି, ଜାଡେଜା ପ୍ରଥମରୁ ହିଂଟ ଦେଇଥିଲେ କି, ମେ ୪ ତାରିଖରୁ ଆଇପିଏଲ ବନ୍ଦ ହେବାକୁ ଯାଉଛି । ଏବେ ଏହି ଫୋଟୋ ଦ୍ରୁତ ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଲୋକମାନେ ଲଗାତାର ଏହାଉପରେ ଆଲୋଚନା ମଧ୍ୟ କରୁଛନ୍ତି । ଏହି ଫୋଟୋକୁ 12 ହଜାର ରୁ ଉର୍ଦ୍ଧ୍ବ ଲାଇକ ମିଳିଥିବାବେଳେ 1300 ରୁ ଅଧିକ ରିଟ୍ୱିଟ ଏହାକୁ କରାଯାଉଛି। ଆସନ୍ତୁ ଜାଣିବା ଫୋଟୋରେ ଲୋକମାନେ କେଉଁଭଳି ଭାବରେ ଟ୍ୱିଟ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *