ଅସାରାମ ବାପୁଙ୍କୁ କରୋନା, ନିଃଶ୍ଵାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି

୮୦ବର୍ଷୀୟ ଆସାରାମ ବାପୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନର ଯୋଧପୁର ଜିଲ୍ଲାରେ ବନ୍ଦୀ ଆସାରାମଙ୍କ ନିଃଶ୍ଵାସରେ ଅସୁବିଧା ଓ କଷ୍ଟ ପରେ ଟେଷ୍ଟ କରାଯାଇଥିଲା। ବୁଧୁବାର ସନ୍ଧ୍ଯାରେ ରିପୋର୍ଟ ଆସିବା ମାତ୍ରେ ସେ ମହାତ୍ମାଗାନ୍ଧୀ ହସ୍ପିଟାଲରେ ଆପାତକାଳୀନ ବେଡରେ ଭର୍ତ୍ତି ହୋଇଥିଲେ। ଏକ ନାବାଳିକା ରେପ ମାମଲାରେ ଆସାରାମ ବର୍ତ୍ତମାନ ରାଜସ୍ଥାନର ଯୋଧପୁର ଜେଲରେ ଦଣ୍ଡ ପାଉଛନ୍ତି। ଆସାରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଶୁଣି ତାଙ୍କର ବଡ ସଂଖ୍ୟାର ପ୍ରଶଂସକ ହସ୍ପିଟାଲରେ ପହଞ୍ଚିଗଲେ।

ଆସାରାମ ଲମ୍ବା ସମୟରୁ ଅସୁସ୍ଥ ଥିଲେ। ଫେବୃୟାରୀ ମାସରେ ତାଙ୍କୁ କଷ୍ଟ ଦେଉଛି ବୋଲି ଅ-ଭି-ଯୋ-ଗ କରିଥିଲେ। ସେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଲଗାତାର ଖରାପ ହେଉଛି। ତିନି ଦିନ ପୂର୍ବେ ତାଙ୍କୁ କଷ୍ଟ ଓ ନିଃଶ୍ଵାସ ନେବାରେ ଅ-ଭି-ଯୋ-ଗ କରିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରା ଯାଇଥିଲା।

୨୦୧୩ରେ ରେ-ପ ମାମଲାରେ ଫସିଥିଲେ:-

ଆସୁମଳ ଥାଉମଳ ହରପଲାନୀ ଉର୍ଫ ଆସାରାମ ବାପୁଙ୍କ ବିରୁଦ୍ଧରେ ୨୦୧୩ ମସିହାରେ ରେ-ପ-ର ଆ-ରୋ-ପ ଲାଗିଥିଲା। ତାଙ୍କ ଉପରେ ନରବଳୀ ଓ ହ-ତ୍ୟା ପରି ଆ-ରୋ-ପ ଲାଗିଥିଲା। ସେହି ସମୟରେ ଆସାରାମଙ୍କର ପ୍ରବଚନ ଶୁଣିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ହେଉଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *