ନେ-ଗେଟି-ଭ ଥିଲା କରୋନାର ରି-ପୋ-ର୍ଟ: ୨୨ଦିନ ମଧ୍ୟରେ ଗଲାଣି ଗୋଟିଏ ପରିବାରର ୫ଜଣଙ୍କର ଜୀବନ

୨୨ ଦିନ ମଧ୍ୟରେ ଗୋଟିଏ ପରିବାରର ୫ଜଣଙ୍କର ମୃ-ତ୍ୟୁ ହୋଇଛି। ଏମାନଙ୍କ ପାଖରେ କୋଭିଡର ଲକ୍ଷଣ ମଧ୍ୟ ରହିଛି। କିନ୍ତୁ ଆଣ୍ଟିଜେନ ଟେଷ୍ଟରେ ରି-ପୋ-ର୍ଟ ନେ-ଗେଟି-ଭ ଆସିଥିଲା। ତେଣୁ ପରିବାର ଲୋକେ କହିଛନ୍ତିଯେ ସେମାନଙ୍କୁ କରୋନା ହୋଇନଥିଲା। ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ଚକ୍ରଉତା ଗାଁରେ ଥିବା ଅଞ୍ଜନି ଶ୍ରୀବାସ୍ତବଙ୍କ ପରିବାରରେ ଏହିଭଳି ଅ-ଭାବ-ନୀୟ ଘ-ଟ-ଣା ଘ-ଟି-ଛି।

ପ୍ରଥମେ ଅଞ୍ଜନିଙ୍କ ବଡ ଭାଇ ହନୁମାନ ପ୍ରସାଦଙ୍କର ଏପ୍ରିଲ ୨ତାରିଖରେ ଦେ-ହା-ନ୍ତ ହୋଇଥିଲା। ପରିବାରର ସୂତ୍ର ଅନୁସାରେ ହନୁମାନ ପ୍ରସାଦଙ୍କୁ ନିଃ-ଶ୍ୱା-ସ ପ୍ର-ଶ୍ୱା-ସ ନେବାରେ ସମସ୍ୟା ହେଉଥିଲା। ଚିକିତ୍ସା ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଥିଲା। ଏପ୍ରିଲ ୧୪ରେ ଅଞ୍ଜନିଙ୍କ ୭୫ବର୍ଷ ବୟସ୍କା ମା’ ମାଧୁରୀ ଦେବୀଙ୍କର ଦେ-ହା-ନ୍ତ ଘ-ଟି-ଛି। ପରିବାର ଲୋକ ଦା-ବି କରିଛନ୍ତିଯେ ସେ ତାଙ୍କ ବଡ ପୁଅର ଦେ-ହା-ନ୍ତ ଖବର ଶୁଣି ମା-ନସି-କ ସ୍ଥିତି ହ-ରା-ଇଥିଲେ। ଆଉ ଶେଷରେ ପ୍ରା-ଣ ହରାଇଥିଲେ।

ମାଧୁରୀ ଦେବୀଙ୍କ ନାତି ସୌରଭ ପ୍ରୟାଗରାଜରେ ପାଠ ପଢ଼ନ୍ତି। ଜେଜେମା’ଙ୍କର ମୃ-ତ୍ୟୁ ଖବର ଶୁଣି ସେ ଘରକୁ ଆସିଥିଲେ। ଘରକୁ ଆସିବା ପରେ ସେ ଜଣ୍ଡିସରେ ଆ-କ୍ରା-ନ୍ତ ହୋଇଥିଲେ। ସେହିଭଳି ତାଙ୍କର ସ୍ୱାସ୍ଥ୍ୟା ଅବସ୍ଥା ବି-ଗି-ଡିଯି-ବାରୁ ତାଙ୍କୁ ଗୋଣ୍ଡାର ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୧୬ ତାରିଖରେ ତାଙ୍କର ଦେ-ହା-ନ୍ତ ହୋଇଛି।

Google

ସେହିପରି ପୁଅର ଦେ-ହା-ନ୍ତ ପରେ ସୌରଭଙ୍କ ପିତାମାତା ମଧ୍ୟ ଅ-ସୁ-ସ୍ଥ ହୋଇପଡିଥିଲେ ଏବଂ ଉଭୟଙ୍କୁ ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଅକ୍ସିଜେନ ଦିଆଯାଇଥିଲା କିନ୍ତୁ ଏପ୍ରିଲ ୨୨ ତାରିଖରେ ମା ଉଷା ଶ୍ରୀବାସ୍ତବଙ୍କର ୪୧ବର୍ଷ ବୟସରେ ତାଙ୍କର ଦେ-ହା-ନ୍ତ ହୋଇଥିଲା। ତାଙ୍କ ସ୍ୱାମୀ ଅଶ୍ୱିନୀ ଶ୍ରୀବାସ୍ତବଙ୍କର ୪୫ବର୍ଷ ବୟସରେ ଏପ୍ରିଲ ୨୪ ତାରିଖରେ ଦେ-ହା-ନ୍ତ ହୋଇଛି। ଉଭୟଙ୍କର ଜ୍ୱ-ର ଅଧିକ ଥିଲା କିନ୍ତୁ କରୋନା ରି-ପୋ-ର୍ଟ ନେ-ଗେଟି-ଭ ଆସିଥିଲା।

ଏହି ଘ-ଟ-ଣା ସ୍ଥାନୀୟ ବିଜେପି ନେତାଙ୍କ କାନରେ ପଡ଼ିବା ପରେ ସେ ଜିଲ୍ଲା ପ୍ର-ଶା-ସ-ନକୁ ଜଣାଇଥିଲେ। ଓ ତ-ଦ-ନ୍ତ କରିବାକୁ କହିଥିଲେ। ଜିଲ୍ଲା ଅଧିକାରୀ ଅଞ୍ଜନି ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ସେ ମଧ୍ୟ କହିଥିଲେଯେ ପରିବାର ସଦସ୍ୟଙ୍କର ସ୍ୱାଭାବିକ ଭାବରେ ମୃ-ତ୍ୟୁ ଘ-ଟି-ଛି। ତେବେ ଅନ୍ୟ ଏକ ସୂତ୍ରରୁ ସୂଚନାରୁ ଜଣାପଡିଛିଯେ ପରିବାର ଲୋକେ କରୋନା ମ-ହାମା-ରୀର ଦାଗ ତାଙ୍କ ପରିବାର ଉପରେ ନଲାଗୁ ବୋଲି ଚାହୁଁଛନ୍ତି। ତେଣୁ ପରିବାରର ପାଞ୍ଚ ସଦସ୍ୟଙ୍କ ମୃ-ତ୍ୟୁ ସ୍ୱାଭାବିକ ହୋଇଛି ବୋଲି କହୁଛନ୍ତି। ଯେହେତୁ ମୃ-ତ-କ-ଙ୍କର କରୋନା ରି-ପୋ-ର୍ଟ ନେ-ଗେଟି-ଭ ଥିଲା ତେଣୁ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ କିଛି କହିନଥିଲେ ବୋଲି ଜଣାପଡ଼ିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *