ଆଜି ରାଜ୍ୟରେ ୧୦ ହଜାର ପାର ହେଲା ସଂକ୍ରମଣ ସଂଖ୍ୟା,୧୭ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୫୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୫୯୪୫ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୪୫୭୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୧୭ ଜଣ ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଥିବା ସମୟରେ ରାଜ୍ୟରେ ମୋଟ କରୋନାଜନିତ ମୃ-ତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ହୋଇଛି

ସେହିପରି ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ,ବାଲେଶ୍ଵର ଜିଲ୍ଲାରୁ ୯୭ ଜଣ,ବରଗଡ଼ ଜିଲ୍ଲାରୁ ୫୪୩ ଜଣ,ଭଦ୍ରକ ଜିଲ୍ଲାରୁ ୧୫୮ ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୧୪ ଜଣ,ବୌଦ୍ଧ ଜିଲ୍ଲାରୁ ୨୫୦ ଜଣ,କଟକ ଜିଲ୍ଲାରୁ ୯୬୩ ଜଣ,ଦେଓଗଡ଼ ଜିଲ୍ଲାରୁ ୮୮ ଜଣ,ଢେଙ୍କାନାଳ ଜିଲ୍ଲାରୁ ୮୮ ଜଣ, ଗଜପତି ଜିଲ୍ଲାରୁ ୧୧୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୭ ଜଣ,ଯାଜପୁର ଜିଲ୍ଲାରୁ ୩୭୩ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୧୪ ଜଣ,କଳାହାଣ୍ଡି ଜିଲ୍ଲାରୁ ୫୭୧ ଜଣ,କନ୍ଧମାଳ ଜିଲ୍ଲାରୁ ୭୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୪ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୪୭୭ ଜଣ,କୋରାପୁଟ ଜିଲ୍ଲାରୁ ୧୮୨ ଜଣ,ମାଲକାନଗିରି ଜିଲ୍ଲାରୁ ୮୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୮ ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୦୪ ଜଣ,ନୟାଗଡ଼ ଜିଲ୍ଲାରୁ ୨୨୪ ଜଣ,ନୂଆପଡ଼ା ଜିଲ୍ଲାରୁ ୩୦୪ ଜଣ,ପୁରୀ ଜିଲ୍ଲାରୁ ୩୧୯ ଜଣ,ରାୟଗଡ଼ା ଜିଲ୍ଲାରୁ ୧୪୦ ଜଣ,ସମ୍ବଲପୁର ଜିଲ୍ଲାରୁ ୪୬୦ ଜଣ,ସୋନପୁର ଜିଲ୍ଲାରୁ ୧୧୨ ଜଣ,ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮୬ ଜଣ,ଷ୍ଟେଟ ପୁଲରୁ ୨୮୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୫୦୦୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୪୧୬୪୦୩ ଜଣ ସୁସ୍ଥ ହୋଇସାରିଲାଣି। ୮୧୫୮୫ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଆଉ ଆଜି ରାଜ୍ୟରେ ୧୭ ଜଣଙ୍କର ମୃ-ତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦୩୬୭୪୧୮ସାମ୍ପୁଲ ଟେଷ୍ଟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *