ଦେଖନ୍ତୁ ଭିଡିଓ : ଲୋକମାନଙ୍କୁ ଜାଗୃତ କରିବାପାଇଁ ଦିବ୍ୟାଙ୍ଗ ତହସିଲଦାର ଚାଲିଲେ ପାଦରେ,ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ କଲେ ସଲାମ

କରୋନା ଭାଇରସର ଦ୍ବିତୀୟ ଲହରୀ ଭାରତର ଅଣ୍ଟା ଭାଙ୍ଗିଦେଇଛି । କିନ୍ତୁ ତମାମ ବିପରୀତ ପରିସ୍ଥିତି ପରେ ମଧ୍ୟ ଦେଶରେ କରୋନା ଯୋଦ୍ଧା ଓ ଫ୍ରଣ୍ଟଲାଇନ କର୍ମଚାରୀ ନିଜର ଜୀବନ କୁ ବାଜି ଲଗାଇ ମହାମାରୀ ସହିତ ଲଢ଼ି ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି ।

ଏମିତି ଏକ ଘଟଣା ରାଜସ୍ଥାନର ଯୌଧପୁରରୁ ସାମ୍ନାକୁ ଆସିଛି। ଏଠାରେ ଦେଚୁ ନାମକ ଏକ ତହସିଲ ର ତହସିଲଦାର ଅଟନ୍ତି ରଣବୀରା ସିଂହ ଚୌଧୁରୀ । ତାଙ୍କର ଗୋଟିଏ ଗୋଡ଼ ଦିବ୍ୟାଙ୍ଗ ଅଟେ । କିନ୍ତୁ ତହସିଲ ଲୋକଙ୍କୁ ଜାଗୃକତା ବନାଇବା ପାଇଁ ସେ ସ୍ଥାନୀୟ ପୋଲିସଙ୍କ ସହିତ ଗୋଟିଏ କିଲୋମିଟର ରୁ ଅଧିକ ଦୂର ପର୍ଯ୍ୟନ୍ତ ପାଦରେ ଚାଲିଥିଲେ । ଏହାମଧ୍ୟରେ ସେ ତହସିଲବସୀଙ୍କୁ ଘରେ ରହିବାକୁ ଅପିଲ କରିଥିଲେ । ଏହାସହ ସେ ଗ୍ରାମକୁ ମଧ୍ୟ ଯାଇଥିଲେ ଓ ପ୍ରଶାସନର ମଧ୍ୟ ଅପିଲ କରିଥିଲେ ।

ବୀରେନ୍ଦ୍ର ମେରାତିଆ ଏହାକୁ ନୁଜର ଟ୍ୱିଟର ହ୍ୟାଣ୍ଡଲରେ ରଣବୀରା ସିଂହ ଚୌଧୁରୀର ମାର୍ଚ୍ଚ ଭିଡ଼ିଓ ଶେୟର କରିଥିଲେ। ଯେକେହିବି ଏହି ଭିଡ଼ିଓକୁ ଦେଖୁଛି ସେ ଏହି ତହସିଲଦାରଙ୍କ ଭିଡ଼ିଓକୁ ସଲାମ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *