ଦେଖନ୍ତୁ ପୂରା ଭିଡିଓ : ଯୁବତୀ ବିଲେଇକୁ ଆଉଁସିବାରୁ ରାଗିଗଲା କୁକୁର,ପୁଣି ଛୁଇଁବାରୁ ଗର୍ଜୀଲା ଆଉ ତା ପରେ

ସୋସିଆଲ ମିଡିଆରେ ଗୋଟିଏ କୁକୁର ଓ ବିଲେଇର ଭିଡିଓ ବହୁ ଜୋରରେ ଭାଇରାଲ ହେଉଛି|ମହିଳା ବିଲେଇକୁ ଗେଲରେ ଆଇଁଷିବାରୁ ପାଖରେ ବସିଥିବା କୁକୁର ରାଗିଗଲା|ତାହାର ରାଗ ଏଥିପାଇଁ ହେଲା ଯେ ତାକୁ ଛାଡି ମହିଳା ବିଲେଇ ଉପରେ ଧ୍ୟାନ ଦେଇଥିଲେ|ଋଷର ଏଲେନା ଶତ୍ରେବଏବା ଦ୍ଵାରା ଫିଲ୍ମାଏ ହୋଇଥିବା ଏହି ଭିଡିଓରେ ତାଙ୍କର ଦୁଇ ପାଳିତ ପଶୁଙ୍କୁ ଦେଖାଯାଇଥିଲା|ଗୋଟିଏ ବିଲେଇ ଓ ଗୋଟିଏ ଚିହୁଆହୁଆ କୁକୁର ଏକାସହ ଶଯ୍ୟାରେ ବସିଥିଲେ|ଯେତେବେଳେ ଶତ୍ରେବଏବା ବିଲେଇକୁ ଆଇଁଷିବା ଆରମ୍ଭ କରିଥିଲେ ସେତେବେଳେ କୁକୁର ରାଗିକି ଭୟଙ୍କର ଆବାଜ ସୃଷ୍ଟି କରିଲା|

୨୭ ସେକେଣ୍ଡର ଏହି ଭିଡିଓ ଡଗ ଲଭର୍ସଙ୍କୁ ବହୁତ ପସନ୍ଦ ଆସୁଛି|ଶତ୍ରେବଏବା ବିଲେଇକୁ ଛୁଇଁବାରୁ ରାଗରେ ମହିଳାଙ୍କୁ ଘୂରିକି ଦେଖିଲା|ସେ ପୁଣି ସେଭଳି କରିବାରୁ ରାଗିଗଲା|ଯେତେବେଳେ ମହିଳା ବିଲେଇ ଉପରେ ହାତ ରଖନ୍ତି,ସେ ଭୟଙ୍କର ଶବ୍ଦ କରିଥାଏ|

ଏହି ଭିଡିଓକୁ ୟୁଟ୍ୟୁବରେ ହଜାରେ ଥର ଦେଖାଯାଇଛି|କମେଣ୍ଟ ସେକ୍ସନରେ ଲୋକମାନେ କୁକୁରର ଏହି ହରକତକୁ ବହୁତ କ୍ୟୁଟ କହିଛନ୍ତି|କମେଣ୍ଟ ସେକ୍ସନରେ ଜଣେ ୟୁଜର ଲେଖିଛନ୍ତି ଯେ “କୁକୁର ଇର୍ଷାରେ ଜର୍ଜରିତ”|ଆଉଜଣେ ଲେଖିଛନ୍ତି ଏମିତି ଲାଗୁଛି ଯେମିତି ସେ ବିଲେଇକୁ ରକ୍ଷା କରୁଛି|ଦେଖିବାକୁ ବହୁତ କ୍ୟୁଟ ଲାଗୁଛି|

ଏହା ପ୍ରଥମ ଭିଡିଓ ନାହିଁ|ଏହା ପୂର୍ବରୁ ୨୦୧୯ରେ ଏକ ଭିଡିଓ ଭାଇରାଲ ହୋଇଥିଲା|ଯେଉଁଥିରେ ଗୋଲ୍ଡେନ ରିଟ୍ରିଭର ଖେଳନା ପାଇଁ ଇର୍ଷାରେ ଜଳୁଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *