ଶି-କାର ପାଇଁ ଗଧିଆ ଓ ଚିତବାଘ ମଧ୍ୟରେ ଘମାଘୋଟ ଲ-ଢେ-ଇ। ଦେଖନ୍ତୁ ଏହି ଆତଙ୍କିତ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରତିଦିନ ଜାନୁଆର ମାନଙ୍କ ଭିଡ଼ିଓ ଶେୟର ହେଉଥାଏ । ଏହାକୁ ୟୁଜର୍ସ ମାନଙ୍କ ମଧ୍ୟରେ ପସନ୍ଦ କରାଯାଇଥାଏ । ଖାଆସ କରି ଜାନୁଆର ମାନଙ୍କ ଲଢେଇ ଓ ଝଗଡ଼ା ଭିଡ଼ିଓ ଇଣ୍ଟରନେଟକୁ ଆସିବାପରେ ଖୁବ ଭାଇରାଲ ହୋଇଥାଏ । ଜଙ୍ଗଲରେ ପ୍ରତି ଜାନୁଆରଙ୍କୁ ନିଜର ଭୋଜନ ପାଇଁ ଚେଷ୍ଟା କରିବାକୁ ହୋଇଥାଏ ।

ଆମେ ଜାଣିଛେ ଜଙ୍ଗଲରେ ଚିତବାଘ ର ଏକ ଅଲଗା ପ୍ରକାରର ସ୍ୱାଗ ରହିଥାଏ । ଏହାର ଏକ ଗର୍ଜନ ଶୁଣି ସାରା ଜଙ୍ଗଲ ଶାନ୍ତ ହୋଇଯାଇଥାଏ । କିନ୍ତୁ କୁହାଯାଏ ଜଙ୍ଗଲର କାନୁନ ମଧ୍ୟ ରହିଥାଏ । ଏଠାରେ ନିଜର ଶିକାର ପାଇଁ ଆଖି, ନାକ, କାନ ସବୁ ଖୋଲା ରଖିବାକୁ ପଡ଼ିଥାଏ । ଏହି ଉଦାହରଣ ସହିତ ଜଡିତ ଏକ ଭିଡ଼ିଓ ସାମ୍ନାକୁ ଆସିଛି ।

ଭିଡ଼ିଓରେ ଆପଣ ଦେଖିପାରିବେ ଗୋଟିଏ ଗଧିଆ ନିଜର ଶିକାରକୁ ଖାଉଥିଲା କିନ୍ତୁ ସେହି ସମୟରେ ସେଠାକୁ ଏକ ଚିତାବାଘ ଆସି ତାଙ୍କୁ ଆକ୍ରମଣ କରିଦେଲା । ସେ ତା’ ଠାରୁ ଶିକାର ଛଡ଼ାଇ ନେବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ଲ-ଢେ-ଇ କରିବା ଆରମ୍ଭ କରିଦିଅନ୍ତି । ଗଧିଆଟି ନିଜର ଶି-କା-ର-କୁ ମୁହଁରେ କାମୁଡ଼ି ଧରି ସେଠାରୁ ଚାଲି ଯାଉଛି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ୟୁଜର୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛି ଓ ଲୋକମାନେ ଏହାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ଏହି ଭିଡ଼ିଓ ଏତେ ଶାନଦାର ଅଟେ ଯେ, ମୋତେ ଏହା ଦେଖି ମଜା ଆସିଗଲା । ଆଉଜଣେ ୟୁଜର୍ସ ଲେଖିଥିଲେ, ଏହା ସବୁଠାରୁ ମଜାଦାର ଲଢେଇ ଅଟେ ଯାହାକୁ ମୁଁ ଏହିବର୍ଷ ଦେଖିଲି । ଏହାବ୍ୟତୀତ ଆଉ କେତେକ ୟୁଜର୍ସ ଏହାଉପରେ ନିଜର ମତ ରଖିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *