କୁକୁର ନିଜେ ସିଝାଉଛି ଅଣ୍ଡା , ତା ପରେ ଫ୍ରିଜ ଖୋଲି କଲା ଏମିତି କାରନାମା, ଦେଖନ୍ତୁ ଭିଡିଓ

କୁକୁରଠାରେ ବୁଝିବା ଶକ୍ତି ଏବଂ ବିଶ୍ଵସ୍ଥ ଭଳି ଗୁଣ ରହିଥାଏ, ଏହା ତ ସମସ୍ତେ ଜାଣିଛନ୍ତି | କିନ୍ତୁ ଏହା କଣ ଜାଣିଛନ୍ତି ଯେ କୁକୁର ମଧ୍ୟ ମଣିଷମାନଙ୍କର କାମକୁ ଖୁବ ସହଜରେ କରିପାରିବ | ଏହା ଟିକେ ଆଶ୍ଚର୍ଯ୍ୟଜନକ ମାମଲା ଅଟେ | ଇଣ୍ଟରନେଟରେ ଏକ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ କୁକୁର ବିଲକୁଲ ମଣିଷ ଭଳି ଫିଜରୁ ଅଣ୍ଡା ବାହାର କରେ ଏବଂ ତାପରେ ତାକୁ ଫୁଟାଇବା ପାଇଁ ବାୟଲରରେ ପକାଇଥାଏ | ଆଜ୍ଞା ହଁ, ଏହା ମିଛ ନୁହେଁ ବରଂ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |

ଫ୍ରିଜରୁ ଅଣ୍ଡା ବାହାରକରି କା ବାୟଲ :-

କୁକୁର ଭିତରେ ଏପରି ଅନେକ କାମକୁ କରିବାର କ୍ଷମତା ଥାଏ, ଯାହାକୁ ମଣିଷ ମଧ୍ୟ ସହଜରେ କରିପାରିବ ନାହିଁ | ଏପରି କିଛି ଆମକୁ ଏକ ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଥିରେ ଗୋଟିଏ କୁକୁର ଘରର କାମକୁ ସହଜରେ କରୁଛି | ଏକ ପୋଷା କୁକୁର ନିଜ ଘରେ ରଖାଯାଇଥିବା ଫ୍ରିଜରୁ ଅଣ୍ଡା ବାହାର କରୁଛି ଏବଂ ସାମ୍ନାରେ ପଡିଥିବା ଵାୟଲରରେ ଅଣ୍ଡା ପକାଉଛି | କେବଳ ଏତିକି ନୁହେଁ, ଵାୟଲରକୁ ବନ୍ଦ କରି ତାକୁ ଫୁଟାଇବାକୁ ଚେଷ୍ଟା ମଧ୍ୟ କରୁଛି | ଏହି ଭିଡିଓ ଦେଖିବାପରେ ଯେ କେହି ଆଶ୍ଚର୍ଯ୍ୟ ହେଉଛନ୍ତି |

ଭିଡିଓ ଦେଖି ଲୋକେ ହେଉଛନ୍ତି ଆଶ୍ଚର୍ଯ୍ୟ :-

କଣ ଆପଣ କେବେ ଭାବିଛନ୍ତି ଯେ ଗୋଟିଏ କୁକୁର ଆପଣଙ୍କ ଘରର କାମକୁ ମଧ୍ୟ ସହଜରେ କରିପାରିବ | ବର୍ତ୍ତମାନ ଏହି ଭିଡିଓକୁ ଲୋକେ ଦେଖିବାପରେ ବହୁତ ଆଶ୍ଚର୍ଯ୍ୟ ବ୍ୟକ୍ତ କରୁଛନ୍ତି | ଇନଷ୍ଟାଗ୍ରାମରେ କ୍ୟୁଟ ବେବି ଭିଡିଓ ନାମକ ଆକାଉଣ୍ଟରୁ ଏହି ଭିଡିଓକୁ ପୋଷ୍ଟ କରାଯାଇଛି | ଏହାଉପରେ ଲୋକମାନେ ମଧ୍ୟ ବହୁତ ରିଆକ୍ସନ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *