ବହୁତ ଚାଲାକ ଏହି ମହିଳା କ୍ରିମିନାଲ, ପ୍ରା-ଇ-ଭେ-ଟ ପାର୍ଟରେ ବ-ନ୍ଧୁ-କ ଲୁଚାଇ ଗଲା ଜେ-ଲ,ଆଉ ତା ପରେ ଯାହା ହେଲା,ଜାଣନ୍ତୁ ପୁରା ଘ-ଟ-ଣା

ଜଣେ ଅ-ପ-ରା-ଧୀ-ର ମାଇଣ୍ଡ ବହୁତ ଚାଲାକ ହୋଇଥାଏ ସେ ବାରମ୍ବାର ଭାବୁଥାଏ କି, କେମିତି ନିଜର ପ୍ରତିପକ୍ଷକୁ ଚକମା ଦେଇ ସଫଳ ହୋଇପାରିବ । କେତେଥର ଏହି ଅ-ପ-ରା-ଧୀ ଏତେ ଚାଲାକ ହୋଇଥାନ୍ତି ଯେ, ପୋଲିସ ମଧ୍ୟ ଏମାନଙ୍କ ଆଗରେ ଫେଲ ହୋଇଯାଏ । ଏବେ ଆମେରିକାର ଏହି ମାମଲା ନେଇଯାଅନ୍ତୁ । ଏଠାରେ ଏମି ହିଲହିଟ ନାମକ 39 ବର୍ଷୀୟ ମହିଳା ପୋ-ଲି-ସ ଅଧିକାରୀଙ୍କ ନାକ ତଳେ ବନ୍ଧୁକ ଲୁଚାଇ ନେଇଯାଇଥିଲେ ।

ସାଧାରଣତଃ ଯେଉଁ ଅ-ପ-ରା-ଧୀ ଜେ-ଲ-କୁ ଯାଇଥାଏ ତା’ର ଭଲ ଭାବରେ ଚେକିଂ ହୋଇଥାଏ । ତାଙ୍କର ମେଡିକାଲ ହୋଇଥାଏ ଓ ତାଙ୍କର କପଡ଼ା ଓହ୍ଲାଯାଇ ଭଲ ଭାବରେ ଚେକ କରାଯାଇଥାଏ ଓ ସେ କିଛି ଲୁଚାଇ ଭିତରକୁ ନେଇପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ସେ ନିଜର ପ୍ରାଇଭେଟ ପାର୍ଟରେ 4 ଇଞ୍ଚର ବନ୍ଧୁକ ଲୁଚାଇ ନେଇଗଲେ । ହଇରାଣ କରିଦେବାର କଥା ଏହା ହେଉଛି କି, ଜେ-ଲ କର୍ମଚାରୀଙ୍କୁ ଏହାର କୌଣସି ଠିକଣା ମିଳିନଥିଲା ।

ଏତିକି ମଧ୍ୟ ନୁହେଁ ମହିଳା ଜଣକ ନିଜର ଅନ୍ୟ ସାଥି ମାନଙ୍କୁ ଏହାର ଠୋସ ମଧ୍ୟ ଜଣାଇନଥିଲେ କି, ତାଙ୍କ ପାଖରେ ବନ୍ଧୁକ ରହିଛି । ଏହି ବନ୍ଧୁକରେ ପାଞ୍ଚ ରାଉଣ୍ଡ ଗୁଳି ମଧ୍ୟ ଥିଲା କିନ୍ତୁ ଯଦି ମହିଳା ଜଣକ ଚାହିଁଥାନ୍ତା ଯଦି ଜେ-ଲ-ରେ କୌଣସି ପ୍ରକାରର କା-ଣ୍ଡ କରିଦେଇଥାନ୍ତା । ଏହି କା-ଣ୍ଡ ହେବାପୂର୍ବରୁ ଜେ-ଲ କର୍ତ୍ତୃପକ୍ଷଙ୍କୁ ଏହାର ସୂଚନା ମିଳିଯାଇଥିଲା ଓ ସେ ତାଙ୍କ ଠାରୁ ବନ୍ଧୁକ ଜବତ କରିଥିଲେ ।

ଜେ-ଲ ପ୍ରଶାସନକୁ ଏହି ବ-ନ୍ଧୁ-କ ମହିଳାଙ୍କ ଠାରୁ 17 ଦିନ ପରେ ଜେ-ଲରେ ମିଳିଥିଲା । ମହିଳାଙ୍କୁ ନାରକୋଟିକ୍ସ ଚାର୍ଜ ଦ୍ୱାରା ଜେ-ଲ ପଠାଯାଇଥିଲା । ଏହି ସମୟରେ ସେ ନୁଜର ଗୁପ୍ତାଙ୍ଗରେ ବ-ନ୍ଧୁ-କ ଲୁଚାଇ ନେଇଯାଇଥିଲେ। ଜେଲ ପ୍ରଶାସନ ଏହି ବ-ନ୍ଧୁ-କ-କୁ ଡିଟେକ୍ଟ କରିପାରିନଥିଲେ ଓ ମହିଳା ଜଣକ ଜେ-ଲ-କୁ ବହୁତ ଆରମ୍ ରେ ଚାଲିଯାଇଥିଲେ । କିନ୍ତୁ ଯେତେବେଳେ ଏହା ସମ୍ପର୍କରେ ଜଣାପଡିଥିଲା ସେତେବେଳେ ମହିଳାଙ୍କୁ କୋର୍ଟ ଆହୁରି 10 ବର୍ଷ ଅଧିକ ଦ-ଣ୍ଡ ଶୁଣାଇଥିଲା ।

ଏହି ସୂଚନା କେବଳ ଜେ-ଲ ପ୍ରଶାସନ ନୁହେଁ ଏହାସହ ଜେ-ଲ-ରେ ଅନ୍ୟ ଅ-ପ-ରା-ଧୀ ମଧ୍ୟ ଏହା ଜାଣିପାରିନଥିଲେ । ଏହା ମହିଳାଙ୍କ ଭଲ ଭାଗ୍ୟ କୁହାଯାଉ କି, ଜେଲ ପ୍ରଶାସନଙ୍କ ଅବହେଳା ଯାହାଦ୍ୱାରା ମହିଳା ଜଣକ ଜେଲ ଭିତରକୁ ଲୁଚାଇ ବ-ନ୍ଧୁ-କ ଆଣିଥିଲେ ।

ଏମିତିରେ ଏହି ପୁରା ମାମଲା ଉପରେ ଆପଣଙ୍କର ରାୟ କଣ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ ଓ ଏହି ଆର୍ଟିକଲ କୁ ଶେୟର କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *