ଆଇପିଏଲ କ୍ରିକେଟ ବ୍ରେକିଂ : କ୍ରିକେଟ ପ୍ରେମୀମାନେ ନିରାଶ ହୁଅନ୍ତୁ ନାହିଁ, ଏହି ବର୍ଷ ଶେଷ ହେବ ଅଧାରେ ରହିଥିବା ଆଇପିଏଲ,ଜାଣନ୍ତୁ ପୁରା ଖବର

କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦେଖି ବିସିସିଆଇ ମଙ୍ଗଳବାର ଦିନ ଆଇପିଏଲକୁ କରିବାକୁ ନିଷ୍ପତି ନେଇଥିଲା । ବିଗତ ଦିନରେ କେକେଆରର ଦୁଇଟି ଖେଳାଳି ଓ ହାଇଦ୍ରାବାଦର କିଛି ଖେଳାଳି ସଂକ୍ରମିତ ହୋଇଯାଇଥିଲେ। ଏହାଦ୍ୱାରା ହାଇଦ୍ରାବାଦର ସମ୍ପୂର୍ଣ ଟିମ ଆଇସୋଲେସନ କୁ ଚାଲିଯାଇଥିଲା ।

ଏହାପୂର୍ବରୁ କୋଲକାତା ନାଇଟ ରାଇଡ଼ର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର କରୋନାରେ ପଜିଟିଭ ଆସିଥିଲେ ଓ ଚେନ୍ନାଇ ସୁପର କିଙ୍ଗସର ସପୋର୍ଟ ଷ୍ଟାଫ ମଧ୍ୟ ପଜିଟିଭ ଆସିଥିଲେ । ଏଥିପାଇଁ ବିସିସିଆଇ ତତ୍କାଳ ପରିସ୍ଥିତିକୁ ଦେଖି ଆଇପିଏଲକୁ କିଛି ସମୟ ପାଇଁ ସ୍ଥଗିତ ରଖିଛି ।

ବିସିସିଆଇ ଆଇପିଏଲକୁ ସସପେଣ୍ଡ କରିବାର ଫଇସଲା ନେଇଥିଲେ । ଏହାଦ୍ୱାରା ଦେଶର ଏକ ବଡ଼ ବର୍ଗ ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିଲେ । ଏହି ନିଷ୍ପତି କିଛି କ୍ରିକେଟ ପ୍ରେମୀଙ୍କ ପାଇଁ ପସନ୍ଦ ନଥିଲା କିନ୍ତୁ ବର୍ତ୍ତମାନ ବିସିସିଆଇ ତରଫରୁ ଯାହା ଖବର ଆସିଛି ତାହା ଖୁସିର ଖବର ହୋଇପାରେ ।

ସୂଚନା ଅନୁସାରେ, ବିସିସିଆଇ ନିର୍ଣ୍ଣୟ ନେଇଥିଲେ କି, ଆଇପିଏଲର ବଳକା ମ୍ୟାଚ ସେପ୍ଟେମ୍ବର ମାସରେ ଖେଳାଯିବ। ସେସମୟରେ ଏହି ମ୍ୟାଚକୁ t-20 ବିଶ୍ୱକପ ପ୍ରସ୍ତୁତ ଆଧାରରେ ଖେଳାଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *