ଏ-ତ-ଲା ଦେବା ପାଇଁ ଆପଣଙ୍କୁ ଥା-ନାକୁ ଯିବାକୁ ପଡ଼ିବନି, ଘରକୁ ଆସି ଏ-ତ-ଲା ନେବ ପୋ-ଲି-ସ

ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ଆଜିଠାରୁ ଲକଡାଉନ ଲାଗୁ ହୋଇଥିବାରୁ ଆପଣଙ୍କୁ ଥା-ନାକୁ ଯାଇ ଏ-ତ-ଲା ଦେବାକୁ ପଡ଼ିବନି। ପୋ-ଲି-ସ ଆପଣଙ୍କ ଘରକୁ ଆସି ଏ-ତ-ଲା ରଖିବ। ଆପଣଙ୍କୁ କେବଳ ଫୋନ କରି ଜଣାଇବାକୁ ପଡ଼ିବ। ଏହି ସମ୍ପର୍କରେ କମିଶନେରଟେ ପୋ-ଲି-ସ ତରଫରୁ ରାଜଧାନୀବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଷୟରେ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲକଡାଉନ ସମୟରେ କମିଶନରେଟ ପୋ-ଲି-ସ ତରଫରୁ ଏହି ବ୍ୟବସ୍ଥା କରାଯାଇଛି।

ଆପଣଙ୍କର କିଛି ଅ-ଭିଯୋ-ଗ ଥିଲେ, ଘରକୁ ଯାଇ ଆପଣଙ୍କ ଅ-ଭିଯୋ-ଗ ଗ୍ରହଣ କରିବ ପୋ-ଲି-ସ। ଲକଡାଉନ ସମୟରେ ରାଜ୍ୟବାସୀ କିପରି ଥା-ନାକୁ ନଆସିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଯଦି ଆପଣଙ୍କର କିଛି ଅ-ଭିଯୋ-ଗ ଅଛି ତାହେଲେ ଆପଣ ଫୋନ କରି ଜଣାଇପାରିବେ। ୧୦୦ ନମ୍ବର, ସଂପୃକ୍ତ ଥା-ନା ନମ୍ବର କିମ୍ବା ଓଓଉଙ୍କୁ ଫୋନ କରି ଅ-ଭିଯୋ-ଗ ଜଣାଇପାରିବେ। ଫୋନରେ ଅ-ଭିଯୋ-ଗକା-ରୀଙ୍କର ସମ୍ପୂର୍ଣ୍ଣ ତଥ୍ୟ ଗ୍ରହଣ କରାଯିବ। ଘରେ ପହଞ୍ଚି ଅ-ଭିଯୋ-ଗକା-ରୀଙ୍କ ଠାରୁ ଅ-ଭିଯୋ-ଗ କପି ଗ୍ରହଣ କରାଯିବ। ଏହାଦ୍ୱାରା ତ-ଦ-ନ୍ତରେ କୌଣସି ଅବହେଳା କରାଯିବନି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।

ରାଜ୍ୟରେ ଆଜି ଠାରୁ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ମେ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଲକଡାଉନ ଲାଗୁ କରାଯାଇଛି। ଏହି ଲକଡାଉନ ସମୟରେ ଜ-ରୁ-ରୀ କା-ଳୀନ ସେବା ଚାଲୁ ରହିବା ସମୟରେ ଦୋକାନ ବଜାର ଖୋଲିବା ଉପରେ କିଛିଟା କ-ଟକ-ଣା ଲାଗୁ କରାଯାଇଛି। ଲକଡାଉନ ସମୟରେ ପୂର୍ବଭଳି ଟୀକାକରଣ ଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *