ଆଜି ରାଜ୍ୟରେ ୯୮୮୯ ଜଣ କରୋନା ପଜିଟିଭ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ପଜିଟିଭ ଚିହ୍ନଟ,୧୬ ଜଣ ମୃ-ତ

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୬୧୧ ଜଣ ଏବଂ ୪୨୭୮ ଜଣ ଲୋକାଲ କେ-ସ ରହିଛି। ଆଉ ୧୬ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ,ଗଜପତି ଜିଲ୍ଲାରୁ ୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୩ ଜଣ,ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଏବଂ ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୪୪୩ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୫୧ ଜଣ,ବରଗଡ ଜିଲ୍ଲାରୁ ୪୮୩ ଜଣ,ଭଦ୍ରକ ଜିଲ୍ଲାରୁ ୫୨ ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୨୬ ଜଣ,ବୌଦ୍ଧ ଜିଲ୍ଲାରୁ ୧୨୯ ଜଣ,କଟକ ଜିଲ୍ଲାରୁ ୭୯୦ ଜଣ,ଦେବଗଡ ଜିଲ୍ଲାରୁ ୭୫ ଜଣ,ଢେଙ୍କାନାଳ ଜିଲ୍ଲାରୁ ୯୦ ଜଣ,ଗଜପତି ଜିଲ୍ଲାରୁ ୧୧୭ ଜଣ,ଗଞ୍ଜାମ ଜିଲ୍ଲାରୁ ୩୧୦ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୫୬ ଜଣ,ଯାଜପୁର ଜିଲ୍ଲାରୁ ୨୮୨ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୮୬ ଜଣ,କଳାହାଣ୍ଡି ଜିଲ୍ଲାରୁ ୪୧୪ ଜଣ,କନ୍ଧମାଳ ଜିଲ୍ଲାରୁ ୫୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୩ ଜଣ,କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୩୩୧ ଜଣ,କୋରାପୁଟ ଜିଲ୍ଲାରୁ ୯୪ ଜଣ,ମାଲକାନଗିରି ଜିଲ୍ଲାରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୪୩ ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୧୪ ଜଣ,ନୟାଗଡ ଜିଲ୍ଲାରୁ ୨୨୩ ଜଣ,ନୂଆପଡ଼ା ଜିଲ୍ଲାରୁ ୩୩୫ ଜଣ,ପୁରୀ ଜିଲ୍ଲାରୁ ୪୩୬ ଜଣ,ରାୟଗଡ଼ା ଜିଲ୍ଲାରୁ ୧୨୯ ଜଣ,ସମ୍ବଲପୁର ଜିଲ୍ଲାରୁ ୪୭୦ ଜଣ,ସୋନପୁର ଜିଲ୍ଲାରୁ ୧୫୮ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୧୩୭ ଜଣ ଓ ଷ୍ଟେଟ ପୁଲରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୪୮୯୬୪୧ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୪୧୦୨୨୭ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭୭୨୫୭ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୧୬ ଜଣ କରୋନା ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *