“52 ଗଜ କା ଦାମନ”ଗୀତରେ ଝିଅଟି କଲା ଦମଦାର ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଦିନକୁ ଦିନ କୌଣସି ନା କୌଣସି ଡ଼୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଥାଏ । ଏହା ଦୁନିଆ ସାମ୍ନାରେ ନିଜର ଟ୍ୟାଲେଣ୍ଟ ଦେଖାଇବାକୁ ବହୁତ ଭଲ ମାଧ୍ୟମ ଅଟେ । ଏଠାରେ କେତେଥର ଲୋକମାନେ ନିଜର ହୁନର ଦେଖାଇବା ପାଇଁ ଡ଼୍ୟାନ୍ସ କରନ୍ତି ନାହିଁ । କେତେଥର ଏଠାରେ ଲୋକମାନେ ନିଜର ଇଛା ଓ ମସ୍ତି କରିବାପାଇଁ ନାଚିଥାନ୍ତି । ଯେତେବେଳେ କେହି ହୃଦୟ ଖୋଲି ନାଚିଥାଏ ସେତେବେଳେ ସମସ୍ତଙ୍କୁ ଏହା ପସନ୍ଦ ଆସିଥାଏ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି ହିଁ ଡ୍ୟାନ୍ସ ଭିଡ଼ିଓକୁ ଆପଣ ନିଅନ୍ତୁ ।

ଏହି ଭିଡ଼ିଓରେ ଝିଅଟି 52 ଗଜ ଦାମନ ଗୀତରେ ନାଚୁଥିବାର ଦେଖାଯାଇଛି । ଏହି ଗୀତଟି ହରିଆଣୀ ସିଙ୍ଗର ରେଣୁକା ପଂବାରଙ୍କର ଅଟେ । ଏହି ଗୀତଟି ଯେବେଠାରୁ ଆସିଛି ସେବେଠାରୁ ଇଣ୍ଟରନେଟରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ 87 କୋଟି ରୁ ଅଧିକ ବାର ଦେଖାଯାଇସାରିଛି । ଲୋକମାନଙ୍କୁ ଏହି ଭିଡ଼ିଓ ଏତେ ପସନ୍ଦ ଆସୁଛି ଯେ, ସେ ଏହି ଗୀତରେ ନିଜର ଡ୍ୟାନ୍ସ ଭିଡ଼ିଓ ବନାଇ ଆରମ୍ଭ କରିଦେଇଥିଲେ ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଝିଅର ମଧ୍ୟ ଏହି ହାଲ ହୋଇଛି । ସେ 52 ଗଜ ଗୀତରେ ଏମିତି ଡ୍ୟାନ୍ସ କରିଥିଲା କି, ପ୍ରାୟତଃ ସବୁ ଦେଖି ରହିଗଲେ । ଝିଅଟି ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛି । ଝିଅଟିର ନାମ ସଂଗୀତା କୁହାଯାଉଛି ଓ ବର୍ତ୍ତମାନ ସୁଧା ଏହାକୁ 1 କୋଟି 32 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଛନ୍ତି । ସେହିପରି ଏହାକୁ 7 ଲକ୍ଷରୁ ଉର୍ଦ୍ଧ୍ବ ଲାଇକ ମଧ୍ୟ ମିଳିସାରିଛି । ଚାଲନ୍ତୁ ବିଳମ୍ବ ନକରି ଏହି ଭିଡ଼ିଓକୁ ଦେଖିବା ।

ଏହି ଭିଡ଼ିଓକୁ ବହୁତ ସାରା ଲୋକ ଉପଭୋଗ କରୁଛନ୍ତି ଓ ଏଥିରେ ଲୋକମାନେ ନିଜର କମେଣ୍ଟସ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଥିଲେ, ଏହି ଭିଡ଼ିଓ ଦେଖି ତାଙ୍କୁ ବହୁତ ପସନ୍ଦ ଲାଗୁଛି । ଜଣେ କମେଣ୍ଟସ ରେ ଲେଖିଥିଲେ ଏହି ଭିଡ଼ିଓକୁ 100 ରୁ ଅଧିକଥର ଦେଖିସାରିଲେଣି । ଆଉଜଣେ ଲେଖିଥିଲେ, ଆରେ ବାଃ ଏହି ଡ୍ୟାନ୍ସ ତ ତୁମକୁ ଫେମସ କରିଦେଲା ।

ଆପଣଙ୍କୁ ଜଣାଇଦେଉଛୁ କି, ରେଣୁକାଙ୍କ 52 ଗଜ ଗୀତ ବ୍ୟତୀତ ଆହୁରି ଦୁଇଟି ହରିଆଣୀ ଗୀତ ରିଲିଜ ହୋଇଛି । ଆଉ ଗୋଟିଏ ଗୀତ ହେଉଛି ‘ଚଟକ ମଟକ’ ଯେଉଁଥିରେ ସ୍ୱପ୍ନା ଚୌଧୁରୀ ନଜର ଆସିଛନ୍ତି । ସେହିପରି ଅନ୍ୟ ଗୀତଟି ହେଉଛି ‘ହରିୟାଣବୀ ବିଟ’ । ରେଣୁକା ଏହି ସମୟରେ ଗୋଟିକ ପରେ ଗୋଟିଏ ହିଟ ଗୀତ ଦେଉଛନ୍ତି, ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *