କଳିଯୁଗର ଏହି ବାପ ୨ ବର୍ଷର ପୁଅକୁ ବିକ୍ରି କରିଦେଲା, ଆଉ ସେହି ପଇସାରେ ଗାର୍ଲଫ୍ରେଣ୍ଡ ସହିତ ବୁଲିବାକୁ ବାହାରିଗଲା

ଚୀନରେ ଏକ କଳିଯୁଗୀ ପିତା ନିଜର ଦୁଇ ବର୍ଷର ଛୁଆକୁ ବିକ୍ରି କରିଦେଲେ ଓ ସେହି ପଇସାରେ ସେ ସାରା ଦେଶରେ ବୁଲିବାକୁ ଲାଗିଲେ। ଏହି ବ୍ୟକ୍ତିଙ୍କର ନିଜର ସ୍ତ୍ରୀଙ୍କ ସହିତ ଛାଡପତ୍ର ହୋଇସାରିଥିଲା ଓ ସେ ନିଜର ପିଲାଙ୍କର ଦେଖରଖ କରିବାରେ ବିଫଳ ହେଉଥିଲେ, ସେଥିପାଇଁ ସେ ଏକ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଥିଲେ।

ଜୋଜିୟାଙ୍ଗ ଲିଗଲ ଡେଲିର ରିପୋର୍ଟ ମୁତାବିକ, ଏହି ବ୍ୟକ୍ତିଙ୍କର ସରନେମ ଶୀ ଅଟେ। ତାଙ୍କର ସବୁବେଳେ ନିଜର ସ୍ତ୍ରୀଙ୍କ ସହିତ ଝ-ଗ-ଡା ହେଉଥିଲା ଓ ଏଥିପାଇଁ ତାଙ୍କ ମଧ୍ୟରେ ଛା-ଡ-ପ-ତ୍ର ହୋଇଥିଲା। ଏହି କପଲଙ୍କର ଦୁଇଟି ପିଲା ଥିଲା। ଯେଉଁଠି ମହିଳାଙ୍କୁ ନିଜର ଝିଅର କଷ୍ଟଡି ମିଳିଥିଲା ସେହିପରି ବାପାଙ୍କୁ ପୁଅର କଷ୍ଟଡି ମିଳିଥିଲା।

ଏହି ବ୍ୟକ୍ତିଜଣକ କୌଣସି ଦୂର ସହରରେ କାମ କରୁଥିଲେ ସେଥିପାଇଁ ସେ ନିଜର ପୁଅକୁ ନିଜର ଭାଇ ଓ ତାଙ୍କର ପରିବାର ହୂଜଊ ସିଟିରେ ଛାଡିଦେଇଯାଉଥିଲେ। ଗତ ମାସ ସେ ସହରକୁ ଆସିଥିଲେ ଓ ନିଜର ପୁଅକୁ ନେଇଯାଇଥିଲେ। ସେ କହିଲେକି ତାଙ୍କ ପୁଅକୁ ତାର ମା ଦେଖିବା ପାଇଁ ଚାହୁଁଛି ସେଥିପାଇଁ ସେ ନେବାକୁ ଚାହୁଞ୍ଚନ୍ତି।

ଏହି ମାମଲାରେ ପୋଲିସର କହିବା କଥାଇ ସେ ନିଜର ପୁଅକୁ ଚାଙ୍ଗସୁ ସହରରେ ଏକ ଏମିତି ଦମ୍ପତିଙ୍କୁ ବିକ୍ରି କରିଲେ ଯେଉଁମାନେ ସନ୍ତାନହୀନ ଥିଲେ। ଏହି ବ୍ୟକ୍ତି ନିଜର ପୁଅକୁ ସାଢେ ୨୪ ହଜାର ଡଲାର ଅର୍ଥାତ ପାଖାପାଖି ୧୭ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ଏହି ବ୍ୟକ୍ତିଙ୍କ ଉପରେ ଆ-ରୋ-ପ ହେଉଛିକି ସେ ଏହା ପରେ ନିଜର ଗାର୍ଲଫ୍ରେଣ୍ଡଙ୍କ ସହିତ ସାରା ଦେଶରେ ଭ୍ରମଣ କରିବା ପାଇଁ ବାହାରିଗଲେ।

ଯେତେବେଳେ ଅନେକ ଦିନ ପର୍ଯ୍ଯନ୍ତ ପିଲା ଫେରିଲା ନାହିଁ ସେ ନିଜର ଭାଇଙ୍କ ଫୋନ ଉଠାଇବା ବନ୍ଦ କରିଦେବାରୁ ସେ ପୋ-ଲି-ସକୁ ସୂଚନା ଦେଲେ। ଏହାପରେ ପୋ-ଲି-ସ ଏକ୍ସନ ନେଇ ଶୀକୁ ଗି-ର-ଫ କରିନେଲେ। ଏହି ବ୍ୟକ୍ତିଙ୍କ ଉପରେ ଆ-ରୋ-ପ ହେଉଛିକି ଏହା ପୂର୍ବରୁ ସେ ନିଜର ସ୍ତ୍ରୀଙ୍କ ସହିତ ମିଶିକରି ନିଜର ଦୁଇ ଝିଅଙ୍କୁ କୌଣସି ଅନ୍ୟ ପରିବାରକୁ ଦେଇଦେଇଛନ୍ତି। ପୋ-ଲି-ସ ଏହି ମାମଲାର ଯାଞ୍ଚ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *