ବାରିକ ପାଖକୁ ଚୁଟି କାଟି ଯିବା ସମୟରେ ପିଲାଟିର ଖୁସି ଏତେ ବଢିଗଲା ଯେ, ତା ପରେ …ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

ପିଲାମାନେ ସର୍ବଦା ଭୋଳା ହୋଇଥାନ୍ତି, ସେ ପରିସ୍ଥିତି ହିସାବରେ ପ୍ରତିକ୍ରିୟା କରିଥାନ୍ତି । ତାଙ୍କୁ କେତେବେଳେ କଣ ଦେଖି ହସିବା ଓ କାନ୍ଦିବା ଆସିଯାଏ ଏହା କୁହାଯାଇ ନପାରେ। ଏବେ ବାରିକ ଦୋକାନରେ ଚୁଟି କଟାଯାଉଥିବା ଭିଡ଼ିଓ ଦେଖନ୍ତୁ । ସାଧାରଣତଃ ପିଲାଙ୍କୁ ଚୁଟି କାଟିବା ପସନ୍ଦ ଆସିନଥାଏ । ଯେତେବେଳେ ଆପଣ ତାଙ୍କୁ ଚୁଟି କାଟିବାକୁ ନେଇଯାଆନ୍ତି ସେତବେଳେ ସେମାନେ କାନ୍ଦିବାକୁ ଲାଗିଥାନ୍ତି । ଯଦି କାନ୍ଦନ୍ତି ନାହିଁ ତ ସିରିୟସ ହୋଇଯାଆନ୍ତି । କିନ୍ତୁ ଏମିତି ବହୁତ କମ ହୋଇଥାଏ ଯେତେବେଳେ ଚୁଟି କାଟିବାକୁ ନେବା ସମୟରେ ସେ ବହୁତ ହସିବାକୁ ଲାଗିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ପିଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଚୁଟି କାଟିବାକୁ ବହୁତ ମଜା ଆସିଥାଏ । ସେ ଏହି ମୁହୂର୍ତ୍ତକୁ ଏମିତି ଏଞ୍ଜୟ କରନ୍ତି ଯେମିତି କୌଣସି ମଜା ହେଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ମାଆ ନିଜ ଛୁଆକୁ ବାଳ କାଟିବାପାଇଁ ଏକ ବାରିକ ଦୋକାନକୁ ଆସୁଛି । ବାରିକ ଚୁଟି କାଟିବା ଆରମ୍ଭ କରୁଥିବା ବେଳେ ସେ ଜୋର ଜୋରରେ ହସିବାକୁ ଲାଗିଥାଏ । ଏଥିରେ ତାଙ୍କୁ ଏହିକାମ କରିବାରେ ବହୁତ ମଜା ଆସିଥାଏ ।

ଏହି ନଜାରା ଦେଖି ପିଲାଟିର ମାଆ ମୁହଁରେ ମଧ୍ୟ ହସ ଆସିଯାଇଥାଏ । ବାଳ କାଟୁଥିବା ସମୟରେ ପିଲାଟି ବହୁତ କ୍ୟୁଟ ଲାଗୁଥାଏ । ଏହି ନଜାରା ଏତେ ସୁନ୍ଦର ଥିଲା କି, ଏହାକୁ ବାରମ୍ବାର ଦେଖିବାକୁ ମନ କରୁଥାଏ । ଏହାସହ କିଛି ଛୋଟ ଛୋଟ କ୍ଲିପ୍ସ ମଧ୍ୟ ଏହି ଭିଡ଼ିଓରେ ରହିଛି ।

ପିଲାଟିର ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗୁଛି । ଏହାକୁ ୟୁଟ୍ୟୁବରେ ବାରମ୍ବାର ଦେଖାଯାଉଛି । ଚାଲନ୍ତୁ ବିନା କୌଣସି ବିଳମ୍ବରେ ଏହି ଭିଡ଼ିଓକୁ ଦେଖିବା ଆରମ୍ଭ କରନ୍ତୁ । ଆମର ଦାବି ଏହାକି ଯେ, ଆପଣଙ୍କୁ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ମଜା ଆସିବ ।ଆପଣଙ୍କ ଚେହେରା ମଧ୍ୟ ଖୁସିରେ ଖେଳିଯିବ ।

ସାଙ୍ଗମାନେ ଆଶା କରୁଛୁ କି, ଆପଣଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସିବ । ଯଦି ହଁ, ତାହେଲେ ଆପଣ ଏହି ଭିଡ଼ିଓ ନିଜର ସାଙ୍ଗ ଓ ସମ୍ପର୍କୀୟଙ୍କ ସହିତ ଶେୟର କରିପାରନ୍ତି । ଏହିପରି ଭାବରେ ସେମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ଯେପରି ହସିପାରିବେ । ଏହି କରୋନା କାଳରେ ସମସ୍ତେ ଟେନସନରେ ରହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *