୮୨ ବର୍ଷୀୟ ମାଆ ଏହି ଟେକନିକ୍ ଦ୍ଵାରା ଘରେ ଥାଇ ବଢ଼ାଇଲା ପୁଅର ଅକ୍ସିଜେନ ଲେବଲ,ଆପଣ ମଧ୍ୟ ଜାଣନ୍ତୁ ଏହି ଟେକନିକ୍,ଦେଖନ୍ତୁ ଏହି ଭିଡିଓ

କରୋନା ଭାଇରସ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି|ଲୋକମାନେ ନିଜ ଘର ଭିତରେ ରହିବାକୁ ପସନ୍ଦ କରୁଛନ୍ତି|ସମସ୍ତଙ୍କୁ ଡର ଯେ ଏହି ଭାଇରସ ତାଙ୍କୁ ଆକ୍ରାନ୍ତ ନକରୁ|ଏହି ଡରର ଅନ୍ୟତମ କାରଣ ଏହା ଯେ ଏବେ ହସ୍ପିଟାଲର ଅବସ୍ଥା ଶୋଚନୀୟ|ଦୈନିକ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବାରୁ ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଛି|ଏକପ୍ରକାର ଦେଶରେ ଅକ୍ସିଜେନ କ୍ରାଏସିସ୍ ହୋଇଛି|ଅକ୍ସିଜେନ ସିଲିଣ୍ଡରର କଲାବଜାରୀ ହୋଇଗଲାଣି|୧୦୦୦୦ରେ ମିଳୁଥିବା ସିଲିଣ୍ଡର ଏବେ ୫୫୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି|

ଏହା ମଧ୍ୟରେ ସୋସିଆଲ ମିଡିଆରେ ପ୍ରୋନିଙ୍ଗ ଥେରାପି ବହୁତ ଭାଇରାଲ ହେଉଛି|ଏହାଫଳରେ ଘରେ ଶରୀରରେ ଅକ୍ସିଜେନର ମାତ୍ରା ବଢାଯାଇପାରିବ|ଏହି ପ୍ରୋନିଙ୍ଗ ଥେରାପି କ’ଣ ଓ ଏହାକୁ କିପରି କରାଯାଇପାରିବ ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହି ଭିଡିଓକୁ ଆଇପିଏସ୍ ଅଫିସର ଦୀପାଶୁ କାବ୍ରା ସେୟାର କରିଛନ୍ତି|

ଏହି ଭିଡିଓକୁ ନିଜ ଟୁଇଟରରେ ସେୟାର କରି କହିଛନ୍ତି ଯେ ୟୁପିରେ ୮୨ ବର୍ଷୀୟ ବୟସ୍କ ମହିଳାଙ୍କ ଅକ୍ସିଜେନ ମାତ୍ରା କମିଯିବାରୁ ପୁଅ ପ୍ରୋନିଙ୍ଗ ଥେରାପି ଦେଇଥିଲେ|,ଫଳରେ ୪ଦିନ ତାଙ୍କର ଅକ୍ସିଜେନ ଲେବଲ ୮୯ରୁ ୯୭ ହୋଇଥିଲା|ଏହା ବହୁତ ସଫଳ ଟେକନିକ୍|ଆପଣ ମଧ୍ୟ ଶିଖନ୍ତୁ ଓ ପ୍ରୟୋଗ କରନ୍ତୁ|

୧ମିନିଟ୍ ୪୦ ସେକେଣ୍ଡର ଏହି ଭିଡିଓରେ ମହିଳା ଡାକ୍ତର ଲୋକଙ୍କୁ ବୁଝାଉଛନ୍ତି ଯେ କିଭଳି ଘରେ ପ୍ରୋନିଙ୍ଗ ଥେରାପି ମାଧ୍ୟମରେ ନିଜ ଶରୀରରେ ଅକ୍ସିଜେନ ସ୍ତର ଵଢାଇପାରିବେ|ଏଥିପାଇଁ ଆପଣଙ୍କୁ ତିନିଟି ତକିଆ ଆବଶ୍ୟକ|ଯାହାକୁ ଭିଡିଓ ଵତାଯାଇଥିବା ଅନୁସାରେ ଶରୀରର ତଳେ ରଖି ପେଟରେର ବଳ ପ୍ରୟୋଗ କରାଯିବ|ଏହା ବହୁତ ସଫଳ ସାବ୍ୟସ୍ତ ହେଇଛି|ଏହା ମାଧ୍ୟମରେ ଆପଣ ନିଦ ଶରୀରରେ ଅକ୍ସିଜେନ ଲେବଲ ବଢାଇପାରିବେ|

ଆଶାକରେ ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥିବ|ଦୟାକରି ଏହି ଭିଡିଓକୁ ବହୁତ ଲୋକଙ୍କୁ ସେୟାର କରନ୍ତୁ|ଏହା ଫଳରେ ଆବଶ୍ୟକ ଲୋକଙ୍କ ଲାଭ ହୋଇପାରିବ|ଏହି କରୋନା ସମୟରେ ଯେତିକି ପାରିବେ ସାହାଯ୍ୟ କରନ୍ତୁ|ଚେଷ୍ଟା କରନ୍ତୁ ଘରେ ରହି ଭାଇରସ କବଳରୁ ମୁକ୍ତ ରୁହନ୍ତୁ|ଏହା ଫଳରେ ଆପଣଙ୍କ ଓ ଆପଣଙ୍କ ପରିବାରର ଲାଭ ହେବ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *