ବରଣମାଳା ପୂର୍ବରୁ ବର ସାମ୍ନାରେ କନ୍ୟା ରଖିଲା ଏପରି ସର୍ତ୍ତ,ଏହାପରେ ଘଟିଲା ଅଦ୍ଭୁତ କା-ଣ୍ଡ,ଜାଣନ୍ତୁ ପୁରା ଘ-ଟ-ଣା

ବିବାହ ସମସ୍ତଙ୍କ ପାଇଁ ଏକ ରମଣୀୟ ଦିନ ହୋଇଥାଏ । ବର୍ଷ ବର୍ଷ ଧରି ବହୁତ ପ୍ରସ୍ତୁତି ପରେ ଯୁବକ ଓ ଯୁବତୀ ଏହିଦିନକୁ ବହୁତ ଖୁସିର ସହିତ ଅପେକ୍ଷା କରିଥାଆନ୍ତି । ଉତ୍ତରପ୍ରଦେଶର ମହୋବା ଠାରୁ ଏକ ଏଭଳି ଘ-ଟ-ଣା ସାମ୍ନାକୁ ଆସିଥିଲା ଯାହାକୁ ସମସ୍ତଙ୍କୁ ଚକିତ କରି ରଖିଦେଉଛି ।

ଏହି ମାମଲାରେ ବର ବିବାହ ପାଇଁ ନିଜର ବରଯାତ୍ରୀ ସହିତ ମଣ୍ଡପରେ ପହଞ୍ଚିଲେ । ଏଠାରେ ବିବାହର ସାରା ଆୟୋଜନ ହୋଇସାରିଥିଲା । ସମସ୍ତେ ବରମାଳା ପାଇଁ ପ୍ରସ୍ତୁତ ଥିଲେ। ଏହି ସମୟରେ କନ୍ୟା ଜଣକ ଏକ ଅଲଗା ପ୍ରକାରର ସର୍ତ୍ତ ରଖିଦେଲେ । କନ୍ୟାକୁ ତାଙ୍କ ଶିକ୍ଷଣିକ ଯୋଗ୍ୟତା ଉପରେ ସନ୍ଦେହ ଥିଲା । ଏଥିପାଇଁ କନ୍ୟା ତାଙ୍କ ବେକରେ ବରମାଳା ପିନ୍ଧାଇବା ପୂର୍ବରୁ ବର କୁ ଦୁଇକ ପଣକିଆ ବୋଲିବାକୁ କହିଥିଲା ।

ଏହାପରେ ସବୁ ବିଚଳିତ ହୋଇଗଲେ, ବର ଦୁଇକ ପଣକିଆ ଶୁଣାଇ ପାରିନଥିଲା । ଏହାପରେ ବିବାହକୁ ଅଟକାଇ ଦିଆଯାଇଥିଲା । ବର କେବେ ଭାବିନଥିଲା ଯେ, ଏକ ସାଧାରଣ ଗଣିତ ଟେଷ୍ଟରେ ଫେଲ ହେବାପରେ ତାଙ୍କ ବିବାହ ଅଟକିଯିବ ।

ଏହାପରେ କଥା ବିଗିଡିବାପରେ ପରିବାରର କେତେକ ସଦସ୍ୟ ଓ କେତେକ ଗ୍ରାମୀଣ ବିବାହ ସ୍ଥଳରେ ଏକତ୍ର ହେଲେ । ସମସ୍ତେ ବିବାହ ବିଷୟରେ ଭାବୁଥିଲେ । ଏହାପରେ କନ୍ୟା ଜଣକ କହିଥିଲା, ସେ ଏମିତି ବ୍ୟକ୍ତି ସହିତ ବିବାହ କରିବାକୁ ଚାହେନାହିଁ ଯାହାକୁ ଗଣିତର ମୂଳ ମଧ୍ୟ ଜଣାନାହିଁ । ସେହିପରି ସାଙ୍ଗ ଓ ସମ୍ପର୍କୀୟ କନ୍ୟାକୁ ବୁଝାଇବାକୁ ଅସଫଳ ରହିଥିଲେ।

କନ୍ୟାର ଏକ ଭାଇ ଜାଣି ଆଶ୍ଚର୍ଯ୍ୟ ହେଲେ କି, ବର ମୂର୍ଖ ଅଟେ। ସେ କହିଥିଲେ, ବରର ପରିବାର ତାଙ୍କ ଶିକ୍ଷା ଯୋଗ୍ୟତା ଉପରେ ତାଙ୍କୁ ତାଙ୍କୁ କିଛି ଜଣାଇନଥିଲେ । ସେ ସ୍କୁଲ ମଧ୍ୟ ଯାଇନାହିଁ । ବରଙ୍କ ପରିବାର ତାଙ୍କୁ ଧୋକା ଦେଇଥିଲେ କିନ୍ତୁ ମୋର ବାହାଦୂର ଭଉଣୀ ସାମାଜିକ ଭୟକୁ ଖାତିର ନକରି ସବୁ ପର୍ଦାଫାଶ କରିଦେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *