ନିଜ ନାତିକୁ କରୋନାରୁ ବଞ୍ଚାଇବା ପାଇଁ ଟ୍ରେନ ଆଗକୁ ଡେଇଁଲେ ଜେଜେ ବାପା ଓ ଜେଜେ ମାଆ, ଜାଣନ୍ତୁ ପୁରା ମାମଲା

କରୋନା ଭାଇରସର ଦ୍ଵିତୀୟ ଲହରୀ ବର୍ତ୍ତମାନ ଏତେ ଯନ୍ତ୍ରଣାଦାୟକ ହୋଇଯାଇଛି ଯେ, ଯେକେହିବି ଏହାର କରାଳରେ ଆସୁଛି ସେ ଏଥିରୁ ବର୍ତ୍ତିଯାଇ ପାରୁନାହିଁ । ଏଥିରେ ବହୁତ ଜଣଙ୍କର ପ୍ରାଣ ଯିବାରେ ଲାଗିଛି । ପ୍ରଥମେ ବୃଦ୍ଧ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଥିଲେ କିନ୍ତୁ ବର୍ତ୍ତମାନ ବୁଢା ମାନଙ୍କ ସହିତ ଛୋଟ ଶିଶୁ ଓ ଯୁବକ ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହି ଭାଇରସ ବର୍ତ୍ତମାନ ବହୁତ ଜୋରରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ଯଦି କୌଣସି ବ୍ୟକ୍ତି ଘରେ ସଂକ୍ରମିତ ହେଉଛି ଘରେ ଅନ୍ୟ ସଦସ୍ୟ ମଧ୍ୟ ପଜିଟିଭ ଆସିବାର ସମ୍ଭାବନା ବଢ଼ି ଯାଉଛି ।

ଏମିତିରେ ସଂକ୍ରମିତ ଲୋକଙ୍କୁ ହୋମ ଆଇସୋଲେସନର ଆଦେଶ ଦିଆଯାଉଛି । ସେମାନଙ୍କୁ ବହୁତ ସାବଧାନ ଓ ସୁରକ୍ଷିତ ରହିବାକୁ ପଡୁଛି । ରାଜସ୍ଥାନର କୋଟା ଜିଲ୍ଲାରେ ଏକ କରୋନା ସଂକ୍ରମିତ ବୁଢା ଦମ୍ପତ୍ତି ନିଜର ନାତି କୁ ଭାଇରସରୁ ବଞ୍ଚାଇବାରେ ଯାହାକଲେ ଏହା ଶୁଣି ପ୍ରତ୍ୟେକ ହଇରାଣ ହୋଇ ରହିଗଲେ । ଏହି ବୁଢା ଦମ୍ପତି କଥିତ ରୂପରେ ନିଜର ନାତିଙ୍କୁ ସଂକ୍ରମିତ ହେବାକୁ ନଦେବାପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ସେ ନିଜର ନାତି କୁ ଭାଇରସରୁ ବଞ୍ଚାଇବା ପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ି ଆ-ତ୍ମ-ହ-ତ୍ୟା କଟିଦେଲେ ।

ଦମ୍ପତିଙ୍କୁ ଡ଼ର ଥିଲା କି, ତାଙ୍କ ନାତି ଓ ବୋହୂ ଯେପରି ତାଙ୍କ ଦ୍ବାରା କରୋନାରେ ସଂକ୍ରମିତ ହୋଇ ନଯାଅନ୍ତୁ । ଏଥିପାଇଁ 75 ବର୍ଷର ହୀରାଲାଲ ବୈରବା ଓ ତାଙ୍କର 70 ବର୍ଷର ପତ୍ନୀ ଶାନ୍ତିବାଇ ରବିବାର ସକାଳୁ ଚମ୍ବଲ ଓଭରବ୍ରିଜ ପାଖରେ ରେଲୱେ ଲାଇନରେ ଦିଲ୍ଲୀ- ମୁମ୍ବାଇ ଅପ ଟ୍ରାକ ରେ ଟ୍ରେନ ସାମ୍ନାରେ ଡେଇଁ ଆତ୍ମହତ୍ୟା କରିଦେଲେ । ଦମ୍ପତ୍ତିଙ୍କ ପୁଅ ନଥିଲେ 8 ବର୍ଷ ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ଓ ସେମାନେ ନିଜର 18 ବର୍ଷର ପୁଅ ଓ ବୋହୂ ସହିତ ରହୁଥିଲେ।

ରେଲୱେ କଲୋନୀ ଥାନାର ଉପନିରୀକ୍ଷକ ରମେଶ ଚନ୍ଦ ଶର୍ମାଙ୍କ ଅନୁସାରେ, ଦମ୍ପତି 29 ଏପ୍ରିଲକୁ କରୋନା ସଂକ୍ରମିତ ହେବାର ପୁଷ୍ଟି କରିଥିଲେ । କରୋନା ପଜିଟିଭ ହେବାପରେ ଉଭୟ ପୃଥକବାସରେ ରହୁଥିଲେ । ଏହି ଘଟଣା ଆଖପାଖ ଲୋକଙ୍କୁ ଚକିତ କରିଦେଲା । କାହାକୁ ବିଶ୍ୱାସ ହେଲାନାହିଁ ଯେ, ଜେଜେ ବାପା ଓ ଜେଜେ ମାଆ ନିଜ ନାତି ଓ ବୋହୂର ଜୀବନ ବଞ୍ଚାଇବା ପାଇଁ ନିଜ ଜୀ-ବ-ନ-କୁ ବଞ୍ଚାଇଲେ ।

ପୋ-ଲି-ସ ଏହି ସମ୍ବନ୍ଧରେ ମାମଲା ଦାରଜ କଲେ । ସେ ଏହି କେସର ଛାନଭିନ କରୁଛନ୍ତି । ବର୍ତ୍ତମାନ ତାଙ୍କୁ ଘଟଣା ସ୍ଥଳରୁ କୌଣସି ସୁ-ଇ-ସା-ଇ-ଡ଼ ନୋଟ ମିଳିନଥିଲା । ପୋ-ଲି-ସ-ଙ୍କ କହିବାହେଲା, ଯାଞ୍ଚ କରାଯିବା ପରେ ହିଁ ସେ କୌଣସି ନିର୍ଣ୍ଣୟରେ ପହଞ୍ଚିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *