ପିରିୟଡ଼ ସମୟରେ କରୋନା ଭ୍ୟାକ୍ସିନ ଲାଗାଇବା ସୁରକ୍ଷିତ କି ! ଜାଣନ୍ତୁ ଏକ୍ସପର୍ଟମାନେ କଣ କହୁଛନ୍ତି !

କରୋନା ଭାଇରସ ଏତେ ସହଜରେ ଦେଶରୁ ଯିବାର ନାମ ନେଇନାହିଁ । ସାରା ଦେଶରେ ଏହି କାରଣରୁ ବହୁତ ସମସ୍ୟା ଦେଖାଦେବାରେ ଲାଗିଛି । ଏମିତିରେ ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ସବୁଠାରୁ ଉପଯୋଗୀ ହେଉଛି ଭ୍ୟାକ୍ସିନେସନ । ମେ 1 ତାରିଖରୁ 18 ବର୍ଷ ବୟସରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏମିତିରେ ସୋସିଆଲ ମିଡିଆରେ ଭ୍ୟାକ୍ସିନକୁ ନେଇ କେତେ ପ୍ରକାରର ଭୁଲ ଧାରଣା ସାମ୍ନାକୁ ଆସୁଛି । ଯେମିତି ପିରିୟଡ଼ ସମୟରେ ମହିଳା ମାନଙ୍କ ଠାରେ ଭ୍ୟାକ୍ସିନ ଲାଗାଇବା ଦ୍ୱାରା କେତେକ ସମସ୍ୟା ଉପୁଜିଥାଏ । ଭ୍ୟାକ୍ସିନ ନେବାପରେ ମହିଳାଙ୍କୁ ମାଆ ହେବାରେ ବହୁତ ସମସ୍ୟା ଆସିଥାଏ । ଚାଲନ୍ତୁ ଏକ୍ସପର୍ଟ ମାନଙ୍କ ଠାରୁ ଜାଣିବା ଏହାର ଭୁଲ ଧାରଣା ବିଷୟରେ ।

ସୋସିଆଲ ମିଡ଼ିଆ ଭୁଲ ଧାରଣା ଦେଖିବାକୁ ଗଲେ, ପିରିୟଡ଼ ସମୟରେ ଭ୍ୟାକ୍ସିନ ଲାଗାଇବା ଦ୍ୱାରା ମହିଳାଙ୍କ ଫର୍ଟିଲିଟି ପ୍ରଭାବିତ ହୋଇଥାଏ । ଏହି କାରଣରୁ ଭବିଷ୍ୟତରେ ଯଦି ସେ ମାଆ ହେବାପାଇଁ ଚାହୁଁଛନ୍ତି ତାହେଲେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହା ପଛରେ ଲୋକମାନେ ତର୍କ ଦେଉଛନ୍ତି କି, ପିରିୟଡ଼ ସମୟରେ ମହିଳାଙ୍କର ଇମ୍ୟୁନିଟି କମ ରହିଥାଏ ଯଦି ଏହି ସମୟରେ ସେ ଭ୍ୟାକ୍ସିନ ଲଗାଉଛନ୍ତି ତାହେଲେ ସମସ୍ୟା ଆସିପାରେ । ଭ୍ୟାକ୍ସିନ ପ୍ରଥମେ ଇମ୍ୟୁନିଟି ବଢ଼ାଇଥାଏ ଓ ପରେ ବଢାଇଥାଏ । ସୋସିଆଲ ମିଡ଼ିଆ ଅନୁସାରେ ଏହିସମୟରେ ମହିଳାଙ୍କୁ ଭ୍ୟାକ୍ସିନ ନେବା ଉଚିତ ହୋଇନଥାଏ ।

କିନ୍ତୁ ଡ଼କ୍ଟରଙ୍କ କଥା ଶୁଣିଲେ ଏହି ବେକାର ଧାରଣାର ମୂଲ୍ୟ ନଥାଏ । ପିରିୟଡ଼ ସମୟରେ ଭ୍ୟାକ୍ସିନ ଲାଗାଇବା ସମ୍ପୂର୍ଣ୍ଣ ଭାବରେ ଥିଲା ଅଟେ । ଏହାକୁ ଲଗାଇବା ପରେ ମହିଳାଙ୍କୁ ମାଆ ହେବାରେ କୌଣସି ଅସୁବିଧା ହୋଇନଥାଏ । ନ୍ୟୁୟର୍କ ରିପୋର୍ଟରେ ଛପିଥିବା ଏକ ରିପୋର୍ଟକୁ ମାନିବାକୁ ଗଲେ, ଏବେପର୍ଯ୍ୟନ୍ତ ଏମିତି କୌଣସି ବି ଡାଟା ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ଏଥିରେ ପିରିୟଡ଼ ଓ କରୋନା ଭ୍ୟାକ୍ସିନ ମଧ୍ୟରେ କୌଣସି ସମ୍ଵନ୍ଧ ନାହିଁ ।

ଏଥିରେ କିଛି ମହିଳାଙ୍କ ସନ୍ଦେହ ରହିଛି କି, କଣ କରୋନା ଭ୍ୟାକ୍ସିନ ଦ୍ୱାରା ତାଙ୍କ ପିରିୟଡ଼ ସାଇକଲ ଉପରେ କିଛି ପ୍ରଭାବ ପକାଇବ କି ? ଏହାର ଉତ୍ତର ହେଉଛି ଏହି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୋୖଣସି ସୂଚନା ମିଳିପାରିନାହିଁ ।

ଏବେ କିଛି ଗର୍ଭବେତୀ ମହିଳା ଭାବୁଛନ୍ତି କି, କଣ ସେମାନେ ଭ୍ୟାକ୍ସିନ ଲାଗାଇବା ଉଚିତ କି ? ଆମେରିକାର ୟୁଏସଏ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ଷ୍ଟଡି ଅନୁସାରେ, ମଡ଼ର୍ନ ଓ ବାୟୋଏନଟେକ ଭ୍ୟାକ୍ସିନ ପ୍ରେଗନାଣ୍ଟ ମହିଳା ମାନଙ୍କ ପାଇଁ ସୁରକ୍ଷିତ ଅଟେ। କିନ୍ତୁ ଏପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ ପ୍ରେଗନାଣ୍ଟ ମହିଳାଙ୍କୁ ସ୍ୱୀକୃତି ମିଳିନାହିଁ । ଏଥିପାଇଁ ଡ଼କ୍ଟର୍ସଙ୍କ ଉପଦେଶ ପରେ ନିର୍ଣ୍ଣୟ ନିଅନ୍ତୁ ।

ଡ଼କ୍ଟରଙ୍କ ମୁତାବିକ, ମହିଳା ଭ୍ୟାକ୍ସିନ ଲାଗାଇବା ପରେ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ଓ ବ୍ୟାୟାମ କରନ୍ତୁ । ଆଠ ଘଣ୍ଟାର ନିଦ ନିଅନ୍ତୁ ଓ ଅଧକ କାମ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *