ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା ଧ-ମ-କ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହ-ତ୍ୟା ମେସେଜ ମିଳିଥିବାର ସୂଚନା ମିଳିଛି। ଉତ୍ତରପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍‌ ଏମରଜେନ୍ସି ନମ୍ବର ‘୧୧୨’ କୁ କେହି ଜଣେ ଅଜଣା ବ୍ୟକ୍ତି ମେସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା ଧ-ମ-କ ଦେଇଛନ୍ତି। ଚାରି ଦିନ ମଧ୍ୟରେ ଯାହା କରିପାରିବ କର ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଧ-ମ-କ ଦେଇଛନ୍ତି। ଥାନାରେ ଏହି ଘ-ଟ-ଣା-କୁ ନେଇ ଅ-ଭି-ଯୋ-ଗ କରାଯାଇଛି। ଯେଉଁ ନମ୍ବରରୁ ମେସେଜ ଆସିଥିଲା ତାକୁ ଟ୍ରେସ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋ-ଲି-ସ ତ-ଦ-ନ୍ତ କରିବା ଆରମ୍ଭ କରିଦେଇଛି। ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋ-ଲି-ସ ଏକ ତଦନ୍ତକାରୀ ଦ-ଳ ଗଠନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୯ ତାରିଖ ସନ୍ଧ୍ୟାରେ କେହି ଜଣେ ଅଜଣା ବ୍ୟକ୍ତି ଉତ୍ତରପ୍ରଦେଶ ପୋ-ଲି-ସ-ର କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ ଏମରଜେନ୍ସି ନମ୍ବର ‘୧୧୨’ କୁ ମେସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମା-ରି-ଦେ-ବା ପାଇଁ ଧ-ମ-କ ଦେଇଥିଲେ। ମେସେଜରେ ସେ ଲେଖାଯାଇଥିଲାକି, ମୁଖ୍ୟମନ୍ତ୍ରୀ ୫ଦିନ ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମା-ରି ଦିଆଯିବ। ଏହାସହ ସେ ପୋଲିସକୁ ଚ୍ୟାଲେଞ୍ଜ ଦେଇ କହିଥିଲେକି, ଆସନ୍ତା ୪ ଦିନ ମଧ୍ୟରେ ମୋର ଯାହା କରିପାରିବ କର।

ଏହି ଘ-ଟ-ଣା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବା ପାଇଁ ଧ-ମ-କ ମିଳିଥିଲା। ୨୦୨୦ରେ ତାଙ୍କ ଉପରକୁ ବୋମା ପକାଇ ଉଡାଇ ଦିଆଯିବ ବୋଲି ଧ-ମ-କ ଦିଆଯାଇ ଥିଲା। ୨୦୨୦ ମେ’ ୨୧ ରାତି ୧୨ଟା ୩୨ରେ ଏହି ଧ-ମ-କ-ପୂ-ର୍ଣ୍ଣ ମେସେଜ୍ ଉତ୍ତରପ୍ରଦେଶ ‘୧୧୨’ ହେଲ୍‌ପ ଡେସ୍କର ହ୍ୱାଟ୍ସଆପ ନମ୍ବରକୁ ଆସିଥିଲା। ଏହି ଘ-ଟ-ଣା ପରେ ତତକ୍ଷଣାତ ବରିଷ୍ଠ ପୋ-ଲି-ସ-ର ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ଡକାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *