ଦେଖନ୍ତୁ ଭିଡ଼ିଓ : ଝିଅଟି ମାତ୍ର ୨୯ ସେକେଣ୍ଡରେ ଚୋ-ରଙ୍କୁ ଦେଲା ଚକମା । ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକମାନେ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଥାଏ, ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୋଇଥାଏ । ଏହି ପ୍ରକାରର ଟ୍ରେଣ୍ଡିଂ ଭିଡ଼ିଓ ଖୁବ ଭାଇରାଲ ହୋଇଥାଏ ଓ ଏହାର ପ୍ରଶଂସା ମଧ୍ୟ ଖୁବ ହୋଇଥାଏ । ଟ୍ଵିଟରରେ ଏକ ଝିଅଟିର ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯାହାଙ୍କ ହୁଶିଆରି ଦୁଇ ଚାରିଜଣଙ୍କ ଉପରେ ଭାରି ପଡ଼ିଯାଇଥିଲା ।

ଆଇପିଏସ ଅଫିସର ରୂପିନ ଶର୍ମା ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡ଼ିଓ ପ୍ରାୟତଃ ଶେୟର କରୁଥାନ୍ତି । ଏହିଥର ସେ ଏକ ଝିଅଟିର ଭିଡ଼ିଓ ଶେୟର କରିଛନ୍ତି । ଝିଅଟି ଏକ ବ୍ୟାଗ ଧରି ରାତିରେ ରାସ୍ତାରେ ଚାଲୁଥିଲା । ସେହି ସମୟରେ ଦୁଇ ଚାରିଜଣ ଯୁବକ ବାଇକରେ ଆସି ତାଙ୍କ ବ୍ୟାଗ ଛଡାଇବାକୁ ଓହ୍ଲାଉଛନ୍ତି । ହୁସିଆର ଝିଅଟି ନିଜ ବ୍ୟାଗକୁ କିଛି ଦୂରରେ ଫିଙ୍ଗିଦେଇ ଦୌଡ଼ିବାକୁ ଲାଗେ ।

ଚୋ-ରଙ୍କ ଠାରୁ ବ୍ୟାଗ ପୁଣି ଫେରେଇନେଲା :-

29 ସେକେଣ୍ଡର ଏହି ଭିଡ଼ିଓ ଦେଖିବା ଭଳି ଅଟେ । ଏହି ଝିଅଟି ୟୁ ଟର୍ନ ମାରି ପୁଣି ଆସେ ଓ ଯୁବକ ଠାରୁ ନିଜର ବ୍ୟାଗ ମଧ୍ୟ ଛଡ଼ାଇ ନେଇଯାଉଛି । ଏହାପରେ ଚୋ-ର-ମା-ନେ କିଛି ବି କରିପାରିନଥିଲେ । ରୂପିନ ଶର୍ମା ଭିଡ଼ିଓ କ୍ୟାପ୍ସନରେ ଲେଖିଥିଲେ, ଝିଅଟିର ହୁଶିଆରି ପ୍ରଶଂସନୀୟ ଅଟେ ।

ଲୋକମାନଙ୍କୁ ପସନ୍ଦ ଆସିଥିଲା ଭିଡ଼ିଓ :-

ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡ଼ିଓକୁ 16 ଜଣ ଲୋକ ରିଟ୍ୱିଟ କରିସାରିଥିଲେ । ଏଥିରୁ ଜଣାପଡୁଛି କି, ୟୁଜର୍ସ ମାନଙ୍କୁ ଭିଡ଼ିଓ ବହୁତ ପସନ୍ଦ ଆସୁଛି । ଭିଡ଼ିଓରେ ଝିଅଟିର ହୁଶିଆରି ଦେଖିବାର ଭଳି ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *