ଚିକିତ୍ସା ଚାଲିଥିବା ସମୟରେ ରୋଗୀର ହେଲା ମୃ-ତ୍ୟୁ, ତା ପରେ ଡ଼କ୍ଟର ରାସ୍ତା କଡ଼ରେ ଶ-ବକୁ ପକାଇ ଚାଲିଗଲେ

ୟୁପିର ଫତେପୁର ଜିଲ୍ଲା ଖାଗା କୋତବଲି କ୍ଷେତ୍ରର ବୈସପୁରରେ ଜଣେ ଡ଼କ୍ଟର ଏଠାକୁ ଚିକିତ୍ସା କରିବାକୁ ଆସିଥିବା ରୋଗୀର ମୃ-ତ୍ୟୁ ହେବାପରେ ରୋଗୀକୁ କଡ଼ରେ ଫିଙ୍ଗି ଚାଲିଯାଇଛନ୍ତି ।

କିଶନପୁର ଥାନା କ୍ଷେତ୍ରର ବରେଚିପୁରରେ ରହୁଥିବା 55 ବର୍ଷୀୟ ଶ୍ରୀ ଚନ୍ଦ୍ର ଯାଦବଙ୍କୁ ଅଚାନକ ଜ୍ୱର ଆସିଥିଲା ଓ ଏହାପରେ ପରିଜନ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ । ଚିକିତ୍ସା ସମୟରେ ରୋଗୀଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା । ଏହାପରେ ଡ଼କ୍ଟର ପରିଜନକୁ କହିଥିଲେ କି, ସେ ସହରକୁ ଚିକିତ୍ସା ପାଇଁ ତାଙ୍କୁ ନେଉଛନ୍ତି ଓ ରାସ୍ତାରେ ମୃ-ତ ଅବସ୍ଥାରେ ତାଙ୍କୁ ଛାଡ଼ିଦେଇ ଚାଲିଗଲା ।

ଏହି ଘ-ଟ-ଣା ପରେ ପୋ-ଲି-ସ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛି ଓ ଆରୋପୀଙ୍କୁ ଖୋଜିବା ଆରମ୍ଭ କରିଦେଇଛି । ଏହାପରେ ସିଇଓ କହିଥିଲେ କିଶନପୁର ଥାନା କ୍ଷେତ୍ରରେ ରହିଥିବା ରାନୀ ଦେବୀ ପ୍ରଭାରୀ ନିରୀକ୍ଷକ ଖାଗା ଠାରେ ଅଭିଯୋଗ ଦାରଜ କରିଥିଲେ । ଏଥିରେ ସେ କହିଥିଲେ, ତାଙ୍କ ପତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଓ ତାଙ୍କର ଚିକିତ୍ସା ପାଇଁ ସେ ଡ଼କ୍ଟରଙ୍କ ପାଖକୁ ଆଣିଥିଲେ ଓ ଚିକିତ୍ସା ସମୟରେ ତାଙ୍କ ଦେହ ପ୍ରବଳ ମାତ୍ରାରେ ଖରାପ ହେବାକୁ ଲାଗିଥିଲା ।

ଆ-ରୋ-ପୀ ଡ଼କ୍ଟର ତାଙ୍କୁ ଫତେପୁର ଚିକିତ୍ସା କରାଇବା ପାଇଁ ନେଇଯାଇଥିଲେ ଓ ଏହାପରେ ରାସ୍ତାରେ ତାଙ୍କର ମୃ-ତ୍ୟୁ ହେବାପରେ ସେ ତାଙ୍କ ପତିଙ୍କ ଶରୀରକୁ ରାସ୍ତା କଡରେ ଫିଙ୍ଗି ଫେରାର ହୋଇଯାଇଥିଲେ । ଏହି ମାମଲାରେ ପ୍ରଭାରୀ ନିରୀକ୍ଷକ ବର୍ତ୍ତମାନ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଏହାପରେ ସିଓ ଗୟାଦତ ମିଶ୍ର କହିଥିଲେ କି, ରାନୀ ନାମକ ମହିଳା ଅଭିଯୋଗ ଆଣି କହିଥିଲେ କି, ତାଙ୍କ ପତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଓ ସେ ତାଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ହସ୍ପିଟାଲର ଡ଼କ୍ଟର ତାଙ୍କୁ କହିଥିଲେ, ଫତେପୁର ନେବେ ଚିକିତ୍ସା ପାଇଁ କିନ୍ତୁ ରାସ୍ତାରେ ତାଙ୍କ ପତିଙ୍କ ମୃ-ତ୍ୟୁ ହୋଇଥିଲା ଓ ଡ଼କ୍ଟର ଫେରାର ହୋଇଯାଇଥିଲେ । ବର୍ତ୍ତମାନ ପୋ-ଲି-ସ ଏହାର ମୋକଦ୍ଦମା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *