ଖୋଲାଖୋଲି ଆମେରିକାକୁ ଧ-ମ-କ ଦେଲା ଉତ୍ତର କୋରିଆ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସାରା ଦୁନିଆର ମୁଣ୍ଡବିନ୍ଧା ସାଜିଥିବା ଉତ୍ତରକୋରିଆ ବର୍ତ୍ତମାନ ଆମେରିକାକୁ ଧ-ମ-କ ଦେଇଛି । ଉତ୍ତର କୋରିଆ କହିଛି ଆମେରିକାକୁ ଆସୁଥିବା ଆଗାମୀ ଦିନ ମାନଙ୍କରେ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ।

ଆପଣଙ୍କୁ ଜାଣିଦେଉଛୁ କି, ରାଷ୍ଟ୍ରପତି ଜୋ ବାଇଡେନ ବିଗତ ସପ୍ତାହରେ ସାଂସଦରେ ନିଜର ପ୍ରଥମ ସମ୍ବୋଧନ ଦେଇଥିଲେ। ଏହି ସମ୍ବୋଧନରେ ସେ ଉତ୍ତର କୋରିଆ ଓ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସାରା ବିଶ୍ୱ ପାଇଁ। ବି-ପ-ଦ-ପୂ-ର୍ଣ୍ଣ ବୋଲି କହିଥିଲେ । ବାଇଡେନ କହିଥିଲେ କି, ଆମେରିକା ନିଜର ସହକର୍ମୀ ମାନଙ୍କ ସହିତ ମିଶି ଏହି ସମସ୍ୟାର ସମାଧାନ କରିବ ।

ଉତ୍ତର କୋରିଆ ଦେଲା ଏହାଉପରେ ଦେଲା କଡ଼ା ପ୍ରତିକ୍ରିୟା :-

ବାଇଡେନଙ୍କ ଏହି ବୟାନ ଉପରେ ଉତ୍ତର କୋରିଆର ବିଦେଶ ମନ୍ତ୍ରାଳୟର ବରିଷ୍ଠ କୁଁ ଜଙ୍ଗ ଗୁନ ରବିବାର ଦିନ ଏହାର କଡ଼ା ପ୍ରତିକ୍ରିୟା ଦେଇଥିଲେ । ନିଜର ବୟାନ ମାଧ୍ୟମରେ କୁଁ ଜଙ୍ଗ ଗୁନ କହିଥିଲେ କି, ବାଇଡେନଙ୍କ ଏହି ବୟାନକୁ ନେଇ ଜଣାପଡୁଛି ସେ ଉତ୍ତର କୋରିଆକୁ ନେଇ ଶତ୍ରୁତାପୂର୍ଣ୍ଣ ବ୍ୟବହାର କରୁଛନ୍ତି ଯାହାକି ଆମେରିକା ତରଫରୁ ଉତ୍ତର କୋରିଆ ପ୍ରତି ଚାଲୁଛି ।

ଆମେରିକା ବର୍ତ୍ତମାନ ଗମ୍ଭୀର ସ୍ଥିତିରେ ରହିଛନ୍ତି :-

କୁଁ କହିଥିଲେ କି, ଏହା ତୟ ଅଟେ କି ଆମେରିକାର ମୁଖ୍ୟ କାର୍ଯ୍ୟକାରୀ ମୈଜୁଦା ପରିଦୃଶ୍ୟରେ ଭୁଲ କରିଛନ୍ତି । ସେ କହିଥିଲେ, ଆମେରିକାର ଉତ୍ତର କୋରିଆ ପ୍ରତି ନୀତି ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି । ଏବେ ଆମେ ମଧ୍ୟ ଏହା ଅନୁଯାୟୀ କାର୍ଯ୍ୟବାହୀ କରିବେ । ସମୟ ଅନୁସାରେ, ଆମେରିକାକୁ ଜଣାପଡିବ ସେ ବହୁତ ଗମ୍ଭୀର ସ୍ଥିତିରେ ରହିଛି।

କୁଁ ଏହା କହିନଥିଲେ କି, ଉତ୍ତର କୋରିଆ କେଉଁ ପଦକ୍ଷେପ ଉଠାଇବାକୁ ଯାଉଛି । ତାଙ୍କ ବୟାନକୁ ନେଇ ଜଣାପଡୁଛି ଉତ୍ତର କୋରିଆ କୌଣସି ପ୍ରକାରର ରଣନୀତିକ କୌଶଳ ଯୋଜନା କରୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *