କରୋନା ଓ ହୃ-ଦଘା-ତ ମଧ୍ୟରେ କଣ ସମ୍ପର୍କ ରହିଛି? ଏହି ଭାଇରସ କିଭଳି ଭାବରେ ହୃଦୟକୁ ପ୍ରଭାବିତ କରୁଛି?

କରୋନା ମହାମାରୀ ସମୟରେ କରୋନାରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶି-କା-ର ହେଉଥିବାର ଅନେକ ମା-ମ-ଲା ବର୍ତ୍ତମାନ ସାମ୍ନାକୁ ଆସିଛି। ବର୍ତ୍ତମାନ ହୃ-ଦଘା-ତ ଯୋଗୁଁ ଅନେକ ରୋଗୀଙ୍କର ମୃ-ତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କରୋନାର ଚିକିତ୍ସା ସମୟରେ ହୃ-ଦଘା-ତ କାରଣରୁ ମୃ-ତ୍ୟୁ ହୋଇଛି। ଏମାନଙ୍କ ମୃ-ତ୍ୟୁ ପରେ ବର୍ତ୍ତମାନ ଏହି ଦିଗ ଆଡକୁ ସମସ୍ତଙ୍କର ଦୃଷ୍ଟି ଯାଇଛି। କରୋନା ସଂକ୍ରମଣ ଓ ହୃ-ଦଘା-ତ ମଧ୍ୟରେ କଣ ସମ୍ପର୍କ ରହିଛି।

ଆନ୍ତର୍ଜାତୀୟ କାର୍ଡିଓଭାସ୍କୁଲାର ସର୍ଜନ ଏବଂ ମେଟ୍ରୋ ହସ୍ପିଟାଲ ଆଣ୍ଡ ହାର୍ଟ ଇନଷ୍ଟିଚ୍ୟୁଟର କାର୍ଡିଏକ କେଥ ଲ୍ୟାବର ନିର୍ଦ୍ଦେଶକ ଡ.ସମୀର ଗୁପ୍ତା କହିଛନ୍ତିଯେ ହାର୍ଟର ଆର୍ଟଲାରିରେ ର-କ୍ତ ଜ-ମା-ଟ ହୋଇଗଲେ ହୃଦଘାତ ହୋଇଥାଏ। ହାର୍ଟ ହଠାତ ସୁସ୍ତ ହୋଇଯାଏ ବା କାମ କରିବା ବନ୍ଦ କରିଦିଏ, ତାହାକୁ କାର୍ଡିଏକ ଆ-ରେ-ଷ୍ଟ କୁହାଯାଏ। ଏହା ବି-ପ-ଦଜ-ନକ ଅଟେ କାରଣ ଏଥିରେ ରୋଗୀକୁ ବଞ୍ଚାଇବା ପାଇଁ ବହୁତ କମ ସମୟ ଲାଗିଥାଏ। କୋଭିଡର ଏହି ଦୁଇଟି ସହ କିଛି ନା କିଛି ସମ୍ବନ୍ଧ ରହିଛି। ଏହି ଭାଇରସର ସଂକ୍ରମଣ ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡିଥାଏ। ହାର୍ଟର ମାଂ-ସପେ-ଶୀରେ ଫୁଲା ମଧ୍ୟ ହୋଇଯାଇଥାଏ। ଇନଫେକ୍ସନ ଯୋଗୁଁ ହାର୍ଟର ଟିସୁ କ୍ଷ-ତିଗ୍ର-ସ୍ତ ହୋଇଥାଏ। ଏହିଭଳି ଭାବରେ କରୋନା ଭାଇରସ ହାର୍ଟକୁ କ୍ଷ-ତି ପହଞ୍ଚାଇଥାଏ।

Google

ଡ.ସମୀର କହିଛନ୍ତିଯେ, ନିକଟରେ ଅନେକ ରି-ପୋ-ର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଭାବରେ ଜଣାପଡିଛିଯେ କରୋନା କେବଳ ଫୁସଫୁସକୁ ନୁହେଁ ବରଂ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି। ଏଥିରେ ହାର୍ଟ ମଧ୍ୟ ସାମିଲ ଅଛି। ସଂକ୍ରମଣ କାରଣରୁ ର-କ୍ତ ଜ-ମା-ଟ ବାନ୍ଧି ହେଉଛି। ଯାହାକୁ ହାର୍ଟ ପାଇଁ ଅତ୍ୟନ୍ତ ବି-ପ-ଦଜ-ନକ ଅଟେ। ଯାହାଫଳରେ ହୃ-ଦଘା-ତ ହେଉଅଛି।

ଡାକ୍ତର କହିଛନ୍ତିଯେ କରୋନା ସମୟରେ ନିଜ ହାର୍ଟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ସେଥିପାଇଁ ନିୟମିତ ସମୟରେ ସାମାନ୍ୟ ବ୍ୟାୟାମ କରିବା। ଶାରୀରିକ ଭାବରେ ଏକ୍ଟିଭ ରହିବା ଅତ୍ୟନ୍ତ ଜରୁରୀ ଅଟେ। ଏହାସହ ଆହାରରେ ସୁସ୍ଥକର ଖାଦ୍ୟ ମଧ୍ୟ ସାମିଲ କରିବା ଆବଶ୍ୟକ।

ଡ.ସମୀର କହିଛନ୍ତିଯେ ର-କ୍ତଚା-ପ, ହାଇପରଟେନ୍ସନ, ଧୂ-ମପା-ନ, କୋଲେଷ୍ଟ୍ରଲ, ମୋଟାପଣ, ଅତ୍ୟଧିକ ଲିପିଡ ସ୍ତର ଆଦି ହୃଦରୋଗର ମୁଖ୍ୟ କାରଣ। କରୋନା ସମୟରେ ଏହିସବୁ ଦିଗ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ। ଯଦି କାହାକୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ଅଧିକ ଝାଳ ବାହାରୁଛି, ଗୋଡ ଫୁଲିଯାଉଛି ଓ ଛାତିରେ ଯ-ନ୍ତ୍ର-ଣା ହେଉଛି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାନ୍ତୁ। ଓ ଡାକ୍ତରଙ୍କୁ ସଙ୍ଗେ ସଙ୍ଗେ ଯୋଗାଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *