କମେଡିଆନ ଭାରତୀ ସିଂହ ପାର୍କରେ ଖେଳୁଥିଲେ ଦୋଳି, ଠିକ ସେତିକିବେଳେ ତାଙ୍କ ଅବସ୍ଥା ହେଲା ଏମିତି, ଦେଖନ୍ତୁ ଭିଡିଓ

କମେଡି କୁଇନ ଭାରତୀ ସିଂ ପ୍ରାୟତଃ ନିଜର ମଜାଳିଆ ଜୋକ୍ସ ଏବଂ ଫନି ଷ୍ଟାଇଲ ପାଇଁ ଜଣାଶୁଣା ଅଟନ୍ତି | ସୋସିଆଲ ମିଡିଆରେ ଭାରତୀଙ୍କର ବହୁତ ଭଲ ପ୍ରଶଂସକ ଅଛନ୍ତି | ତାଙ୍କ ଭିଡିଓ ଦେଖି ପ୍ରଶଂସକମାନେ ନ ହସି ରହିପାରନ୍ତି ନାହିଁ | ସେହିପରି ବର୍ତ୍ତମାନ ଭାରତୀ ସିଂ ଗୋଟିଏ ଭିଡିଓ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ଏହି ଭିଡିଓକୁ ଦେଖି ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ | ଏଠାରେ ଏହା ଦେଖାଯାଇପାରେ ଯେ ଭାରତୀ ସିଂ ଦୋଳି ଖେଳୁଛନ୍ତି, କିନ୍ତୁ ଶେଷରେ ଏପରି କିଛି ଅଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ବାସ୍ତବରେ, ଭିଡିଓରେ ଦେଖାଯାଇପାରେ ଯେ ଭାରତୀ ସିଂ ଦୋଳିରେ ଝୁଲି ଝୁଲି ମଜା ନେଉଛନ୍ତି | ଏହି ଭିଡିଓରେ, ଅନ୍ୟ ଜଣେ ମହିଳା ତାଙ୍କୁ ଦୋଳିରେ ଝୁଲିବାରେ ସାହାଯ୍ୟ କରୁଛନ୍ତି, ସେହିପରି ଦୋଳିରେ ଝୁଲିବାବେଳେ ଭାରତୀ ଏତେ ଉତ୍ସାହିତ ହୋଇଯାଆନ୍ତି ଯେ ସେ ଦୋଳିରୁ ଧଡ଼ କିନା ତଳେ ପଡିଯାନ୍ତି |

ଭାରତୀ ସିଂଙ୍କ ଏହି ଭିଡିଓ ଉପରେ ପ୍ରଶଂସକଙ୍କ ଜବରଦସ୍ତ ରିଆକ୍ସନ ଆସୁଛି | ଭିଡିଓ ଦେଖିବା ପରେ ଫ୍ୟାନ୍ସମାନେ ନିଜକୁ କମେଣ୍ଟ ଦେବାରେ ଅଟକାଇ ପାରୁନାହାନ୍ତି | ୟୁଜର୍ସଙ୍କ ଫନି କମେଣ୍ଟଗୁଡିକୁ ଦେଖି ଆପଣ ନିଜ ହସକୁ ରୋକିପାରିବେ ନାହିଁ | ଏହି ଭିଡିଓକୁ ସେୟାର କରିବା ସହିତ ଭାରତୀ କ୍ୟାପସନରେ ଲେଖିଛନ୍ତି- ‘ହାପି ସନ ଡେ, ପଡି ପଡି ସମ୍ଭାଳିଯାଏ | ଅଣ୍ଟା ତ ଗଲା |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *