ଲ୍ୟା-ଡ଼ିଂର 20 ମିନିଟ ପୂର୍ବରୁ ଆକାଶରୁ ଗା-ୟ-ବ ହୋଇଯାଇଥିଲା ଏହି ବିମାନ, ଆଜି ପର୍ଯ୍ୟନ୍ତ ଏହାର ରାଜ ଜଣାପଡିଲା ନାହିଁ ,ଜାଣନ୍ତୁ ପୁରା ଘ-ଟ-ଣା

ଦୁନିଆସାରା ଏମିତି କେତେକ ଘ-ଟ-ଣା ମାନ ସବୁ ଘ-ଟିଥା-ଏ ଯାହାଉପରେ ବିଶ୍ୱାସ କରିବା ମୁ-ସ୍କି-ଲ ହୋଇଥାଏ । ଏହି ଘ-ଟ-ଣା ବର୍ଷ ବର୍ଷ ପର୍ଯ୍ୟନ୍ତ ରା-ଜ ହୋଇ ରହିଯାଇଥାଏ । 2016, ମସିହାରେ ଇଜିପ୍ଟରେ ଏକ ଏଭଳି ମା-ମ-ଲା ସାମ୍ନାକୁ ଆସିଥିଲା । ଯାହା ବିଷୟରେ ଆଜିବି କାହାକୁ କିଛି ଜଣାପଡିନାହିଁ । ଘ-ଟ-ଣାଟି ହେଉଛି, ଗୋଟିଏ ବିମାନ ଲ୍ୟାଣ୍ଡିଙ୍ଗର 20 ମିନିଟ ପୂର୍ବରୁ ଗା-ୟ-ବ ହୋଇଯାଇଥିଲା ।

ଇଜିପ୍ଟ ଏୟାରଲାଇନ୍ସର ବିମାନ ଏୟାରବସ-320 ଦୁନିଆର ସବୁଠାରୁ ମଡ଼ର୍ନ ଏୟାରପୋର୍ଟରେ ସାମିଲ ମିଶ୍ରର କାଇରୋ ଏୟାରପୋର୍ଟ ପାଇଁ ଉଡାଣ ଭରିଥିଲା । ଏହି ବିମାନରେ ମୋଟ 66 ଯାତ୍ରୀ ଉପସ୍ଥିତ ଥିଲେ । କିନ୍ତୁ ସମସ୍ତେ ସେହି ସମୟରେ ହ-ଇରା-ଣ ହୋଇଯାଇଥିଲେ। ଯେବେ ଲ୍ୟା-ଡ଼ିଂର 20 ମିନିଟ ପୂର୍ବରୁ ଏହି ବିମାନ ଗା-ୟ-ବ ହୋଇଯାଇଥିଲା । ଏହି ର-ହ-ସ୍ୟମ-ୟୀ ଘ-ଟ-ଣା ସମ୍ବନ୍ଧରେ କାହାକୁ କିଛି ଜଣାପଡିନଥିଲା, ନା ତ ବିମାନର ଧ୍ୱଂ-ସାବ-ଶେଷ ମିଳିଥିଲା ନାକି ଏହି ବିମାନରେ ବସିଥିବା ଲୋକମାନଙ୍କ ଶ-ବ ।

Google

କେବଳ 4 ଘଣ୍ଟାର ଯାତ୍ରା ଥିଲା :-

ଇଜିପ୍ଟ ଏୟାରଲାଇନ୍ସର ପାସେଞ୍ଜର ପ୍ଲେନ ଏୟାରବସ-320 18 ମେ 2016କୁ ପ୍ୟାରିସରୁ ମିଶ୍ର ର କାଇରୋ ସହରକୁ ଯାତ୍ରା କରିଥିଲେ । ଏହି ଯାତ୍ରାରେ 4 ଘଣ୍ଟାର ସମୟ ଲାଗିବାର ଥିଲା । କିନ୍ତୁ 3 ଘଣ୍ଟା 40 ମିନିଟର ଯାତ୍ରା ସମୟରେ ଏହି ବିମାନ ଅଚାନକ ଆକାଶରୁ ଗା-ୟ-ବ ହୋଇଯାଇଥିଲା । ଏହାସହ ସମ୍ପର୍କ କରିବାର ବହୁତ ଚେଷ୍ଟା ପରେ କୌଣସି ଫାଇଦା ହୋଇନଥିଲା । ଏହାପରେ ଅନୁମାନ କରାଗଲା ବିମାନକୁ ହୁଏ ହା-ଇଜ୍ୟା-କ କିମ୍ବା ଏହାର ଦୁ-ର୍ଘଟ-ଣା ହୋଇଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରମାଣ ମିଳିପାରିନାହିଁ ।

ଏହି ବୀମାନରେ ସାମିଲ 66 ଲୋକଙ୍କ ମଧ୍ୟରୁ 56 ଜଣ ଯାତ୍ରୀ ଓ 10 ଜଣ ଚାଳକ ସାମିଲ ଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *