ଆଜି ରାଜ୍ୟରେ ୮ ହଜାର ପାର ହେଲା କରୋନା ସଂକ୍ରମଣ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ପଜିଟିଭ,୫ ଜଣ ମୃ-ତ

ଆଜି ରାଜ୍ୟରେ ୮ ହଜାର ପାର ହେଲା କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୯୧୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୦୮୧ ଜଣ ଏବଂ ୩୮୩୩ ଜଣ ଲୋକାଲ କେ-ସ ରହିଛି। ଆଉ ୫ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୩୩୧ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୭୯ ଜଣ,ବରଗଡ ଜିଲ୍ଲାରୁ ୪୫୨ ଜଣ,ଭଦ୍ରକ ଜିଲ୍ଲାରୁ ୩୫୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୯୧ ଜଣ,ବୌଦ୍ଧ ଜିଲ୍ଲାରୁ ୧୭୫ ଜଣ,କଟକ ଜିଲ୍ଲାରୁ ୫୮୭ ଜଣ,ଦେବଗଡ ଜିଲ୍ଲାରୁ ୧୦୩ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୪୯ ଜଣ,ଗଜପତି ଜିଲ୍ଲାରୁ ୧୬୫ ଜଣ,ଗଞ୍ଜାମ ଜିଲ୍ଲାରୁ ୨୬୨ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୦୯ ଜଣ,ଯାଜପୁର ଜିଲ୍ଲାରୁ ୨୩୨ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୦୪ ଜଣ,କଳାହାଣ୍ଡି ଜିଲ୍ଲାରୁ ୨୩୬ ଜଣ,କନ୍ଧମାଳ ଜିଲ୍ଲାରୁ ୬୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨ ଜଣ,କେନ୍ଦୁଝର ଜିଲ୍ଲାରୁ ୧୦୪ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୨୫୮ ଜଣ,କୋରାପୁଟ ଜିଲ୍ଲାରୁ ୧୪୫ ଜଣ,ମାଲକାନଗିରି ଜିଲ୍ଲାରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୩୪ ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୩୩ ଜଣ,ନୟାଗଡ ଜିଲ୍ଲାରୁ ୧୯୪ ଜଣ,ନୂଆପଡ଼ା ଜିଲ୍ଲାରୁ ୨୭୮ ଜଣ,ପୁରୀ ଜିଲ୍ଲାରୁ ୫୩୦ ଜଣ,ରାୟଗଡ଼ା ଜିଲ୍ଲାରୁ ୧୫୭ ଜଣ,ସମ୍ବଲପୁର ଜିଲ୍ଲାରୁ ୫୨୦ ଜଣ,ସୋନପୁର ଜିଲ୍ଲାରୁ ୧୨୧ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୫୯୨ ଜଣ ଓ ଷ୍ଟେଟ ପୁଲରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୪୭୧୫୩୬ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୩୯୭୫୭୫ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭୧୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତରେ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୦୭୩ କୁ ବୃଦ୍ଧି ପାଇଛି। ଏବେ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୦୨୨୭୩୨୧ ଟି ସାମ୍ପୁଲ ଟେଷ୍ଟ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *