ଦେଖନ୍ତୁ ଭିଡିଓ : କାର ଚୋ-ରି କରିବାକୁ ଆସିଥିଲେ ଚୋ-ର,ପୁଣି ବ୍ୟକ୍ତିଜଣକ ଚୋ-ର-ମାନଙ୍କୁ ଏମିତି ଶିଖାଇଲେ ମଜା

୧। ଚୋ-ର ଠାରୁ ବଞ୍ଚିବା ବହୁତ କଷ୍ଟ…କିନ୍ତୁ:-

ଚୋ-ର ଠାରୁ ବଞ୍ଚିବା ବହୁତ କଷ୍ଟ। ସେ ଥରେ ଯେଉଁ ଜିନିଷକୁ ଚୋ-ରୀ କରିବାକୁ ଆସନ୍ତି, ତାହାକୁ ନେଇକି ଯାନ୍ତି। ପ୍ରସ୍ତୁତି ଓ ଇରାଦା ଭରପୁର ଥାଏ। କିନ୍ତୁ ଏମିତି ନୁହେଁ କି ଚୋରିରୁ ନିଜକୁ ରକ୍ଷା କରିହେବ ନାହିଁ। ଏଥିପାଇଁ ବୁଝାମଣା ଓ ଉପସ୍ଥିତ ବୁଦ୍ଧି ରହିଥିବା ଦରକାର। ଏକ ଭିଡିଓରେ ଏହି ଦୁଇଟି ଜିନିଷ ଆପଣଙ୍କୁ ଦେଖିବାକୁ ମିଳିବ।

୨। ପ୍ରଥମେ ଭିଡିଓକୁ ଟିକିଏ ଦେଖନ୍ତୁ:-

ରେକ୍ସ ଚେମ୍ପମେନ ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଲେଖିଲେକି କାର ଚୋ-ରୀ କରୁଥିବା ଲୋକଙ୍କ ଠାରୁ କିପରି ଡିଲ କରିବେ। ଏହି ଭିଡିଓରେ ଦେଖିପାରିବେକି, ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ଛିଡା ହୋଇ ପେଟ୍ରୋଲ ଭର୍ତ୍ତି କରୁଥିଲେ। ଇତି ମଧ୍ୟରେ ପଛରୁ ଏକ ବଡ କାର ଆସିଲା। ସେଥିରୁ କିଛି ଲୋକ ବାହାରିଲେ। ଦେଖିକରି ଲାଗିଲାକି ସେମାନେ କାର ଚୋ-ରା-ଇ-ବା-କୁ ଆସିଛନ୍ତି। ଯେମିତି ସେମାନେ ସେହି ବ୍ୟକ୍ତିଙ୍କ ପାଖକୁ ଆସିବାକୁ ଲାଗିଲେ ସେ ବ୍ୟକ୍ତି ଜଣକ ପେଟ୍ରୋଲକୁ ତାଙ୍କ ଉପରେ ପକାଇବା ଆରମ୍ଭ କରିଦେଲେ। ସଙ୍ଗେ ସଙ୍ଗେ ସମସ୍ତ ଚୋ-ର ସେଠାରୁ ପଳେଇଯାନ୍ତି।

୩। ହସ ବନ୍ଦ କରିହେଉ ନାହିଁ:-

ଏହି ଭିଡିଓକୁ ଦେଖି ଲୋକଙ୍କର ହସ ବନ୍ଦ ହେଉନାହିଁ।

୪। ଆରେ ଏହି ଚୋ-ର-ଙ୍କ-ର ଅବସ୍ଥା ଖରାପ ହୋଇଗଲା:-

ଜଣାଇଦେଉଛୁକି ଏହି ଭିଡିଓକୁ ୩୭ଲକ୍ଷ ଭ୍ୟୁ ମିଳିସାରିଛି। କିନ୍ତୁ ଜଣାପଡିନାହିଁ ଏହି ଭିଡିଓଟି କେଉଁଠିକାର ଅଟେ। ଆପଣଙ୍କୁ କେମିତି ଲାଗିଲା ଚୋ-ର-କୁ ହଟାଇବାର ଉପାୟ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *