ସାରା ଓଡ଼ିଶାରେ ଲାଗୁ ହେଲା ୧୪ ଦିନିଆ ଲକଡାଉନ୍,ମେ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ସବୁକିଛି ବନ୍ଦ୍

ସାରା ରାଜ୍ୟରେ ହେଲା ଲକଡାଉନ। ରାଜ୍ୟ ସରକାର କରୋନା ସଂକ୍ରମଣର ବୃଦ୍ଧିକୁ ରୋକିବା ପାଇଁ ଶେଷରେ କଡା ପଦକ୍ଷେପ ନେଲେ। ସରକାରଙ୍କ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଶେଷ ବିକଳ୍ପ ନିଆଯାଇଛି। ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକଡାଉନ।

ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଲକଡାଉନ ବିଷୟରେ ଘୋଷଣା କରାଯାଇଛି। ବୁଧବାର ଦିନଠାରୁ ଲକଡାଉନ ଲାଗୁ ହେବ। ଏହି ସମୟରେ ସମସ୍ତ ପ୍ରକାର ସାଧାରଣ ଚଳାଚଳ ବନ୍ଦ ରହିବ। କେବଳ ଜ-ରୁ-ରୀକା-ଳିନ ସମସ୍ତ ସେବା ଜାରି ରହିବ।

ରାଜ୍ୟରେ ଚଳିତ ମଇ ମାସ ୫ ତାରିଖ ବୁଧବାର ଦିନ ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ଥିବା ପନିପରିବା ଦୋକାନରୁ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ କିଣି ପାରିବେ। ଅନ୍ୟାନ୍ୟ ଜ-ରୁ-ରୀ ସେବା ତଥା ସ୍ୱାସ୍ଥ୍ୟସେବା ପାଇଁ କୌଣସି ପ୍ରକାର କ-ଟକ-ଣା ନାହିଁ।

Google

ଏହି ସମୟରେ ଜ-ରୁ-ରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ ରହିବ। ଜରୁରୀ କାମ ନଥିଲେ ଘର ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ଏହି ସମୟରେ ବନ୍ଦ ରହିବ। ତେବେ କ-ଟକ-ଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ। ରେଳ ଓ ବିମାନ ସେବା ଏଥିରେ ଜା-ରି ରହିବ।

ଲକଡାଉନ ପାଇଁ ପୋ-ଲି-ସ ପ୍ର-ଶାସ-ନ ପକ୍ଷରୁ କ-ଡା ଚେ-କିଂ ବ୍ୟବସ୍ଥା କରାଯାଇଛି। ଅ-ମାନି-ଆଙ୍କ ବି-ରୋ-ଧରେ କ-ଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ସମୟରେ ଜୋରଦାର ଚେ-କିଂ ଓ ବ୍ଲ-କିଂ ଆଦି କରାଯିବ। ଟ୍ବିନସିଟିରେ ପେ-ଟ୍ରୋ-ଲିଂ ଆହୁରି କ-ଡାକ-ଡି ଭାବରେ ପାଳନ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *