ଦେଖନ୍ତୁ ଭିଡିଓ : ଗୀତ ଗାଇ ଗାଇ ଡାକ୍ତର କହିଲେ କିପରି ଲଗାଇବ କରୋନା ଟିକା..

କରୋନା ମହାମାରୀ ସାରା ଦୁନିଆକୁ କବଳିତ କରି ସାରିଲାଣି|ଟିକା ଆସିବା ସତ୍ୱ କରୋନା କେସ୍ ବହୁ ଜୋରରେ ବୃଦ୍ଧି ହେଉଛି|ଏହିଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଜୀଵନଘାତକ କରୋନା ସମ୍ବନ୍ଧୀୟ ବହୁ ଭିଡିଓ ରହିଛି|ସେମାନଙ୍କ ମଧ୍ୟରୁ କିଛି ଭିଡିଓ ଵିମାରୀର ଚିକିତ୍ସା ଓ ରକ୍ଷା ନିମନ୍ତେ ତଥ୍ୟ ଦେଇଥାଏ|କିଛି ଭିଡିଓ ଇମୋନସଲ୍ ମଧ୍ୟ ଅଟେ ଯାହା ଏହି ଭୟଙ୍କର ମହାମାରୀର ମଣିଷଠାରୁ ନେଇ ପଶୁପକ୍ଷୀଙ୍କ ଉପରେ ପଡୁଥିବା ପ୍ରଭାବ ଦେଖାଇଥାଏ|କିନ୍ତୁ ଏହା ବ୍ୟତୀତ ଅଲଗା କିଛି ମଜାଦାର ଭିଡିଓ ରହିଛି ଯାହା ହାଲକା ଫୁଲକା ଉପାୟରେ କରୋନାରୁ ବଞ୍ଚାଇବା ପାଇ ବତାଏ|

କରୋନା ଭାଇରସ ସହ ଜଡିତ ଏକ ଭିଡିଓ ଏବେ ଜୋରରେ ଭାଇରାଲ ହେଉଛି|ଯେଉଥିରେ ଟିକାକରଣ ନିୟମ ସମ୍ପର୍କରେ ଜଣେ ଡାକ୍ତର ଗୀତ ଗାଇ ବତାଉଛନ୍ତି|ଏହି ଭିଡିଓରେ ଦେଖିପାରିବେ ଯେ ଟିକାକରଣ କେମିତି ହେବା ଆବଶ୍ୟକ?ଏହାର ଉତ୍ତରରେ ଡାକ୍ତର ଗୀତ ଗାଇ କହିଛନ୍ତି ନିଜର ଚାଚା,ଦାଦା,ମମ୍ମୀ,ମାମ୍ମୀ ସମସ୍ତଙ୍କୁ ଟିକା ଲଗାଇବା ଆବଶ୍ୟକ|

ଏହି ମଜାଦାର ଭିଡିଓ ଡିଜିଟାଲ କ୍ରିଏଟର ଅଭିଜିତକେନ୍ ନିଜର ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ସେୟାର କରିଛନ୍ତି|ଯେଉଥିରେ ଡାକ୍ତର ଓ ବ୍ୟକ୍ତିର ଭୂମିକା ନିଜେ ନିଭାଇଛନ୍ତି|ଭିଡିଓ ସେୟାର କରି କ୍ୟାପସନରେ ଅଭିଜିତ ଲେଖିଛନ୍ତି ୧ମଇ ଠାରୁ ସମସ୍ତେ ଚୁପଚାପ ଟିକା ଲଗାଇନିଅନ୍ତୁ|ସୋସିଆଲ ମିଡିଆରେ ଏହି କମେଡି ଭିଡିଓ ଲୋକଙ୍କୁ ବହୁ ପସନ୍ଦ ଆସୁଛି|ନା କେବଳ ଲୋକମାନେ ସେୟାର କରୁଛନ୍ତି ଏହି ଭିଡିଓରେ ବହୁ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *