ଦେଖନ୍ତୁ ଭିଡିଓ:ପୋ-ଲି-ସ କର୍ମୀ ଗାଇଲେ “ଭରଦୋ ଝୋଲି ମେରି,ତେରେ ଦରସେ ନା ଜାଉଙ୍ଗା ଖାଲି”, ତା ପରେ ଲୋକମାନେ ଦେଲେ ଏମିତିକା ରିଆକ୍ସନ

କରୋନା ମହାମାରୀ ଆଉଥରେ ପୁଣି ସାରା ଦୁନିଆରେ ଜୋରରେ ପାଦ ପ୍ରସାରିତ କରୁଛି|ଟିକା ଆସିବା ପରେ ମଧ୍ୟ କରୋନା କେସ ଜୋରରେ ଵଢି ଚାଲିଛି|ଏହିଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏହା ସହ ଜଡିତ ବହୁ ପ୍ରକାରର ଭିଡିଓ ଆସୁଛି|ଏମିତିରେ ସୋସିଆଲ ମିଡିଆରେ ଆସୁଥିବା ଭିଡିଓ ମଧ୍ୟରୁ କିଛି ନା କିଛି ଭାଇରାଲ ହୋଇଥାଏ|କିଛି ଭିଡିଓ ଆନନ୍ଦଦାୟକ ହୋଇଥିଲା ବେଳେ କିଛି ଭିଡିଓ ଇମୋସନାଲ ହୋଇଥାଏ|ବହୁଥର ଲୋକମାନେ ନିଜର ସ୍ପେଶାଲ ଟ୍ୟାଲେଣ୍ଟ ଯେପରି ଗୀତ,ନାଚ,ରୋଷେଇ ଭିଡିଓ କରି ଇଣ୍ଟରନେଟରେ ଛାଡନ୍ତି|ଯାହା ଲୋକମାନଙ୍କ ଦ୍ୱରା ବହୁ ଲୋକପ୍ରିୟ ହୋଇଥାଏ|ଏମିତି ଏକ ପୋ-ଲି-ସବାଲାର ଭିଡିଓ ଇଣ୍ଟରନେଟରେ ବହୁ ଲୋକପ୍ରିୟ ହେଉଛି|

କରୋନା ଭାଇରସ ଯୋଗୁ ଦେଶସାରା ହାହାକାର ଖେଳି ଯାଇଛି|ଏହିଭଳି ସ୍ଥିତିରେ ସୋସିଆଲ ମିଡିଆରେ ବହୁ ଭିଡିଓ ଭାଇରାଲ ହେଉଛି ଯାହା ଆଶାର କିରଣ ସାଜିଛି|ଏଭଳି ଏକ ଭିଡିଓ ଜଣେ ପୋ-ଲି–ସବାଲା ଗୀତ ଗାଉଥିବା ରହିଛି|ସେ ବହୁ ସୁମଧୂର କଣ୍ଠରେ ଗାଇଛି”ଭରଦୋ ଝୋଲି ମେରି,ତେରେ ଦରସେ ନା ଜାଉଙ୍ଗା ଖାଲି”|ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ ଫିଲ୍ମର ଏହି ଗୀତ ପ୍ରଥମରୁ ହିଟ୍ ଅଟେ କିନ୍ତୁ ପୋଲିସବାଲାର ଏହି ଶୈଳୀ ପସନ୍ଦ ଆସୁଛି|ସୋସିଆଲ ମିଡିଆରେ ଲୋକମାନେ ଜମିକି ଦେଖୁଛନ୍ତି|ଭିଡିଓ ପଛରେ ଆହୁରି ମଧ୍ୟ ପୋ-ଲି-ସ-କ-ର୍ମୀ ରହିଛନ୍ତି ଯେଉମାନେ ବସିକି ଏହି ଗୀତର ଆନନ୍ଦ ନେଉଥିବା ଦେଖାଯାଇଛି|

ଲୋକମାନେ ପୋ-ଲି-ସ ଅଫିସରଙ୍କ ସୁମଧୁର ଗୀତକୁ ଭାଇରାଲ ହେଉଛି|ଯଦିଓ ଏହି ଭିଡିଓ ଏବେକାର ନାହି|ଏହାକୁ ୨୦୧୮ରେ ସେୟାର କରାଯାଇଥିଲା,କିନ୍ତୁ ଏହାକୁ ଯେବେ ଆଉଥରେ ସେୟାର କରାଗଲା ସେତେବେଳେ ଜମେଇକି ଭାଇରାଲ ହେଉଛି|ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି|ନା କେବଳ ଲୋକମାନେ ଏହାକୁ ସେୟାର କରୁଛନ୍ତି,ଏହା ଉପରେ ବହୁ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି|ବହୁତ ଲୋକ ଲେଖିଛନ୍ତି କେବଳ ଉପରବାଲା ହି ଭରସା|ଲୋକମାନେ ପୋଲିସବାଲାର ସିଙ୍ଗିଙ୍ଗ୍ ଫ୍ୟାନ ହୋଇଗଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *