ନି-ର୍ଧୁ-ମ ଭାବରେ ବା-ଡେ-ଇ-ଲେ ମହିଳା SHO, କିନ୍ତୁ ଯୁବକ ଜଣକ କହିଲା – ମାଡ଼ାମ ମୋ ଜୀବନ ବଞ୍ଚାଇଛନ୍ତି..ଜାଣନ୍ତୁ ପୁରା ଘ-ଟ-ଣା

ମଧ୍ୟପ୍ରଦେଶ ରୁ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଠାରେ ଏକ ମହିଳା ପୋ-ଲି-ସ କର୍ମୀ ଏକ ଯୁବକକୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ରେ ପି-ଟୁଛ-ନ୍ତି । ଭିଡ଼ିଓରେ ଦେଖାଯାଉଛି କି, ମହିଳା ପୋ-ଲି-ସ-କ-ର୍ମୀ ଯୁବକଙ୍କ ମୁଣ୍ଡକୁ ବହୁତ ଜୋ-ରରେ ପି-ଟୁଛ-ନ୍ତି ଓ ଯୁବକଟି ରାସ୍ତାରେ ପ-ଡିଯା-ଉଛି। ଏହାପରେ ମଧ୍ୟ ମହିଳା ପୋ-ଲି-ସ-କ-ର୍ମୀ ତାଙ୍କ ଗୋଡକୁ ପି-ଟି-ବା ଆରମ୍ଭ କରିଦେଉଛନ୍ତି । ଏହି ମା-ମ-ଲାକୁ ମାନବ ଅଧିକାର ଆୟୋଗ ସଂଜ୍ଞାନ ନେଇଛନ୍ତି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟି ରାଜେନ୍ଦ୍ର ନଗର ଥା-ନା କ୍ଷେତ୍ରର ଅଟେ । ରାଜେନ୍ଦ୍ର ନଗରର ଟିଆଇ ଅମୃତା ସିଂହ ସୋଲାଙ୍କି ବହୁତ କ୍ରୁ-ର-ତାର ସହ ଏକ ଯୁବକଙ୍କୁ ପି-ଟୁଥି-ବାର ଦେଖାଯାଉଛି । ରାତିରେ ଏହି ଭିଡ଼ିଓଟିକୁ ବନାଇ କେହିଜଣେ ଭାଇରାଲ କରିଦେଇଛନ୍ତି । ଏହି ଭିଡ଼ିଓ ସାମ୍ନାକୁ ଆସିବାପରେ ଅଧିକାରୀ ମାନେ ବହୁତ ଚିନ୍ତିତ ରହିଛନ୍ତି ।

ମହିଳା ଟିଆଇ ଅମୃତା ସୋଲାଙ୍କି ନିଜର ଦ-ବ-ଙ୍ଗ ଅନ୍ଦାଜ ପାଇଁ ବେଶ ପରିଚିତ ଓ ଯେତେବେଳେ ସେ ଫିଲ୍ମ ଷ୍ଟାଇଲରେ ଯୁବକର ମୁଣ୍ଡକୁ ଆ-ଘା-ତ କରିଥିଲେ ସେତେବେଳେ ଯୁବକ ଜଣକ ପ-ଡିଯା-ଇଥିଲେ । ଏହାପରେ ସେ ଲ-ଗାତା-ର ତାଙ୍କ ଗୋଡ଼କୁ ବାଡ଼ି ରେ ପି-ଟି ଚାଲିଥିଲେ । ଯୁବକ ଏହି ସମୟରେ ଟିଆଇଙ୍କୁ କ୍ଷ-ମା ମା-ଗିଥି-ଲେ କିନ୍ତୁ ଟିଆଇ ବିଲକୁଲ କୌଣସି କଥା ନଶୁଣି ପି-ଟିବା-କୁ ଲାଗିଥିଲେ ।

ଏହି ମା-ମ-ଲାରେ ମହିଳା ଟିଆଇ ମିଡ଼ିଆ ସାମ୍ନାକୁ ଆସିନଥିଲେ କିନ୍ତୁ ଆଡ଼ିଶନାଲ ଏସପି ପ୍ରଶାନ୍ତ ଚୌବେ ଏହାଉପରେ ଯା-ଞ୍ଚ କରି ଆ-ଇ-ନ ଅନୁଯାୟୀ ପ-ଦକ୍ଷେ-ପ ନେବେ ବୋଲି କହିଥିଲେ। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଅନ୍ନପୂର୍ଣ୍ଣା କ୍ଷେତ୍ରର ସିଏସପି ଯା-ଞ୍ଚ ଆରମ୍ଭ କରିଦେଇଛନ୍ତି । ସେ କୁହନ୍ତି କି, ମା-ନବା-ଧି-କାରୀ ଅନୁସାରେ ତାଙ୍କ ପାଖକୁ ଏପର୍ଯ୍ୟନ୍ତ କୋୖଣସି ନୋ-ଟି-ସ ସୂଚନା ରୂପରେ ଆସିନାହିଁ । ଯଦି ଏମିତି ହୁଏ ତାହେଲେ ଏହାର ସୂଚନା ସେ ନିଶ୍ଚିତ ଦେବେ ।

ସୂଚନା ମୁତାବିକ, ମା-ଡ଼ ଖାଉଥିବା ଯୁବକର ନାମ ମହମ୍ମଦ ରାଜା ଅଟେ । ତାଙ୍କର କହିବାହେଲା ଏହି ଭିଡ଼ିଓ ମଙ୍ଗଳବାର ଦିନ ଭାଇରାଲ ହୋଇଥିଲା । ପୀ-ଡି-ତଙ୍କ କହିବାନୁସାରେ, 28 ଫେବୃଆରୀ 2021 ରବିବାର ଦିନ ରାତିରେ ଯେତେବେଳେ ସେ ନିଜର ବନ୍ଧୁଙ୍କ ସହିତ ଚଇଥରାମ କ୍ଷେତ୍ର ଅଞ୍ଚଳରେ ଢ଼ାବାରେ ଖାଉଥିଲା । ସେହି ସମୟରେ ତାଙ୍କ ସାଙ୍ଗର ଅନ୍ୟ କାହା ସହିତ ଝ-ଗ-ଡ଼ା ହୋଇଥିଲା ଓ ତାଙ୍କ ସାଙ୍ଗ ଗାଡି ଛା-ଡ଼ିଦେ-ଇ ଚାଲିଯାଇଥିଲା ଯେତେବେଳେ ମହମ୍ମଦ ସେଠାକୁ ଗାଡି ଉଠାଇବାକୁ ଯାଇଥିଲେ ସେତେବେଳେ ଝ-ଗ-ଡ଼ା କରିଥିବା ବ୍ୟକ୍ତିମାନେ ତାଙ୍କୁ ଆ-ରୋ-ପୀ ଭାବିଥିଲେ ଓ ଠିକ ସେତେବେଳକୁ ଥା-ନା ପ୍ରଭାରୀ ଚାଲିଆସିଥିଲେ ଓ ମହମ୍ମଦ ଏହି ମା-ମ-ଲାରେ ଫ-ସିଯା-ଇଥିଲେ ।

ସେହିପରି ପୀ-ଡି-ତ ଯୁବକଙ୍କ କହିବାହେଲା, ମହିଳା ଏସଏଚଓ ତାଙ୍କୁ ପି-ଟି କରି ତାଙ୍କ ଜୀବନ ବଞ୍ଚାଇଛନ୍ତି କାରଣ ଯଦି ସେ ତାଙ୍କୁ ମା-ଡ଼ ମା-ରିନ-ଥାନ୍ତେ ତାହେଲେ ଗ-ଣ୍ଡଗୋ-ଳ କରୁଥିବା ଲୋକମାନେ ତାଙ୍କୁ ପି-ଟି ପି-ଟି ମା-ରି ଦେଇଥାନ୍ତେ । ଏମିତିରେ କିଛି ଲୋକମାନେ ଥା-ନା ଅଧିକାରୀଙ୍କ ଏହିଭଳି କାର୍ଯ୍ୟ ପାଇଁ ମହିଳାଙ୍କୁ ଭୁଲ କହୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *