ଲ-ଭ ମ୍ୟାରେଜ ପରେ କ୍ୟା-ରିଅ-ରରେ ଆଗକୁ ବଢ଼ିଥାନ୍ତେ କ-ପ-ଲ, କିନ୍ତୁ କରୋନାରେ ପତିଙ୍କ ମୃ-ତ୍ୟୁ ହେବାପରେ ପତ୍ନୀ ମଧ୍ୟ ଲଗାଇ ଦେଲେ ଫା-ଶୀ,ଜାଣନ୍ତୁ ପୁରା ଘ-ଟ-ଣା

ଏମପି ର ରାଜେନ୍ଦ୍ର ନଗର ସେଞ୍ଚୁରୀ ପାର୍କରେ ରହୁଥିବା 34 ବର୍ଷର ପ୍ରଫେସର ନେହା ପାୱାର ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି । ବୁଧବାର ସକାଳେ ମଧ୍ୟ ତାଙ୍କ ତାଙ୍କ ପତି ଡେ଼ପୁଟି ରେଞ୍ଜର ପବନ ପାୱାରଙ୍କର କରୋନା ସଂକ୍ରମଣରେ ମୃ-ତ୍ୟୁ ହୋଇଯାଇଥିଲା ।

ଉଭୟ ପାଞ୍ଚବର୍ଷ ପୂର୍ବେ ବିବାହ କରିଥିଲେ କିନ୍ତୁ ଏକ ଅ-ଜ-ଣା ଅ-ଦୃ-ଶ୍ୟ ଶ-ତ୍ରୁ ପବନକୁ ନିଜର କ-ରା-ଳ ମଧ୍ୟକୁ ଟାଣି ନେଇଥିଲା । ଦୀର୍ଘ 15 ଦିନର ଲ-ଢେ-ଇ ପରେ ପବନ ଜୀବନ ଲ-ଢେ-ଇରେ ହା-ରିଗ-ଲା । ଏହି ଖବର ପାଇବା ମାତ୍ରକେ ଜୀବନ ଠାରୁ ପବନକୁ ଅଧିକ ଭଲ ପାଉଥିବା ପତ୍ନୀ ଅମୃତା ମଧ୍ୟ ଫା-ଶୀ ଦେଇ ଆ-ତ୍ମ-ହ-ତ୍ୟା କରିଦେଇଥିଲେ ।

ଅମୃତା ଏକ ଘରୋଇ କଲେଜରେ ପ୍ରଫେସର ଥିବାବେଳେ ପବନ ପିଏମସି ଦ୍ୱାରା ରେଞ୍ଜର ପଦବୀରେ ଚୟନ ହୋଇଥିଲେ କିନ୍ତୁ କରୋନା ପାଇଁ ତାଙ୍କର ଜ-ଏ-ନ ହୋଇପାରିନଥିଲା ।

ଏହାମଧ୍ୟରେ ଏପ୍ରିଲ 19 ତାରିଖରେ ଉଭୟଙ୍କର ଖୁସି ଉପରେ ଗ୍ରହଣ ଲାଗିଗଲା । ଦୀର୍ଘ 18 ବର୍ଷର ପ୍ରେମ ଓ ପାଞ୍ଚବର୍ଷର ବିବାହ ପରେ କରୋନା ଉଭୟଙ୍କ ଜୀବନକୁ ପ୍ରହାର କରିଦେଇଥିଲା ।

ଜଣାଇଦେଉଛୁ କି, ଯେତେବେଳେ ହସ୍ପିଟାଲରେ ପବନ ର ମୃ-ତ୍ୟୁ ଖବର ସାମ୍ନାକୁ ଆସିଥିଲା ଏପଟେ ପତ୍ନୀ ଅମୃତାଙ୍କ ଦୁନିଆ ସତେ ଯେପରି ଶେ-ଷ ହୋଇଗଲା ।

ଯେତେବେଳେ ପବନଙ୍କ ଶରୀର କୁ ଅ-ନ୍ତି-ମ ସଂ-ସ୍କା-ର ପାଇଁ ବଡ଼ବାନୀ ନିଆଯାଉଥିଲା ସେତେବେଳେ ନେହା ନିଜର ଘରକୁ କପଡ଼ା ନେବା ବାହାନାରେ ସେଞ୍ଚୁରୀ ପାର୍କ ସ୍ଥିତ ନିଜ ଘରକୁ ଯାଇ ସେଠାରେ ଫା-ଶୀ ଲଗାଇଦେଲେ ।

ପରିଜନଙ୍କ ମୁତାବିକ, ନେହା ଓ ପବନଙ୍କ ଲଭ ଷ୍ଟୋରୀ 18 ବର୍ଷ ପୂର୍ବେ ଛତିଶଗଡ଼ରୁ ଆରମ୍ଭ ହୋଇଥିଲା । ଶେଷରେ ଏହାର ଦୁ-ଖଃ-ଦ ପ-ରିଣା-ମ କରୋନା କାରଣରୁ ଘ-ଟିଥି-ଲା । ବିଗତ 15 ଦିନ ହେବ ପ୍ରତି ମୁହୂର୍ତ୍ତରେ ନିଜ ସ୍ୱାମୀଙ୍କ ଭଲ ହେବାର କାମନା କରୁଥିବା ନେହା ଶେଷରେ ହାରିଯାଇଥିଲେ ଓ ଫା-ଶୀ ଲଗାଇଥିଲେ ।

ରାଜେନ୍ଦ୍ର ନଗର ଥା-ନାର ଏସଏସଆଇ କୁନ୍ଦନ କହିଥିଲେ କି, କରୋନାରେ ପବନଙ୍କ ମୃ-ତ୍ୟୁ ହେବାପରେ ପତ୍ନୀ ସେହି ଦୁଃ-ଖରେ ନିଜେ ଆ-ତ୍ମ-ହ-ତ୍ୟା କରିଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *