ଆଇପିଏଲ ୨୦୨୧ : ରାଗରେ ଶିଖର ଧାୱନଙ୍କୁ ଦୀନେଶ କାର୍ତ୍ତିକ କହିଲେ ଏମିତି କିଛି, ଏହାପରେ ଶିଖର ଧାୱନ ପିଚ ଉପରେ ବସିପଡ଼ିଲେ,ଆଉ ତା ପରେ…

ପୃଥ୍ୱୀ ସଙ୍କ ଧମାକାଦାର ପାଳି ବଳରେ ଦିଲ୍ଲୀ କ୍ୟାପିଟାଲସ କୋଲକାତା ନାଇଟ ରାଇଡ଼ର୍ସକୁ 7 ଉଇକେଟରେ ହରାଇଦେଲା । କିନ୍ତୁ ମ୍ୟାଚ ଚାଲିଥିବା ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହାକି ସମସ୍ତଙ୍କୁ ହସାଇ ଦେଇଥିଲା। ବ୍ୟାଟିଂ କରୁଥିବା ଶିଖର ଧାୱନଙ୍କୁ ଦୀନେଶ କାର୍ତ୍ତିକ କିଛି ଏମିତି କହିଥିଲେ, ଯାହାଦ୍ୱାରା ଶିଖର ଧାୱନ ପିଚ ଉପରେ ବସି ପଡ଼ିଥିଲେ ଓ ଏହାପରେ ଉଭୟ ଖେଳାଳି ହସିବାକୁ ଲାଗିଥିଲେ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି ।

ମ୍ୟାଚ ଚାଲିଥିବା ସମୟରେ ଦିନେଶ କାର୍ତ୍ତିକ ଶିଖର ଧାୱନଙ୍କୁ ଆଉଟ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଧାୱନଙ୍କୁ ଦେଖି ଦୀନେଶ କାର୍ତ୍ତିକ ଚିଲାଇଥିଲେ । Howzzat ଏତିକି ଶୁଣି ଶିଖର ତଳେ ବସି ପଡ଼ିଥିଲେ । ଏହାପରେ ଉଭୟ ଖେଳାଳି ବହୁତ ହସିଥିଲେ ଓ ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚକୁ ଦିଲ୍ଲୀ ମାତ୍ର 3 ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା । ଏହି ବିଜୟ ସହ ଦଳ 10 ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *