୪ ହଜାର ମହିଳାଙ୍କ ସହ ରଖିଥିଲେ ଶାରୀରକ ସମ୍ପର୍କ, ତାଙ୍କର ଶେଷ ପତ୍ନୀ ତାଙ୍କୁ ବି-ଷ ଦେଇ କଲା ହ-ତ୍ୟା

କୋଟିପତି ୪ ହଜାରରୁ ଅଧିକ ମହିଳାଙ୍କ ସହ ଶୋଇଛନ୍ତି। ଶେଷରେ କୋଟିପତିଙ୍କୁ ନିଜର ଶେଷ ପନ୍ତ୍ରୀ ବି-ଷ ଦେଇ କରିଲେ ହ-ତ୍ୟା। ଜାପାନ ପୋ-ଲି-ସ ଏହି ଘ-ଟ-ଣାରେ ଜଣେ ୨୫ ବର୍ଷୀୟ ମହିଳା ସୁଡୋଙ୍କୁ ଗି-ର-ଫ କରିଛି। ସେ ନିଜର ୭୭ ବର୍ଷୀୟ ସ୍ଵାମୀ ଡନ ଜୁଆନଙ୍କୁ ହ-ତ୍ୟା କରିଥିଲେ। ରି-ପୋ-ର୍ଟ ମୁତାବିକ, ସୁଡୋ ବିବାହର ୩ ମାସ ପରେ ତାଙ୍କର ସ୍ଵାମୀ ଡନଙ୍କୁ ବି-ଷ ଦେଇ ହ-ତ୍ୟା କରିଛନ୍ତି।

ସୂଚନା ଅନୁସାରେ, ଡନ ଜୁଆନ ଓ-ର-ଫ କୋସୁକେ ନୋଜାକି ଜାପାନର ଜଣେ ବିଶିଷ୍ଟ କୋଟିପତି ଭାବରେ ପରିଚିତ। ତାଙ୍କର ରିଅଲ ଇଷ୍ଟେଟ ଓ ମ-ଦ ବ୍ୟବସାୟ ଅଛି। ୩ ବର୍ଷ ତଳେ ମେ ମାସରେ ତାଙ୍କର ମୃ-ତ୍ୟୁ ହୋଇଥିଲା। ପୋ-ଷ୍ଟ ମ-ଟ-ର୍ମରେ ବି-ଷ ଦ୍ଵାରା ହ-ତ୍ୟା କରାଯାଇଛି ବୋଲି ଜଣାପଡିଥିଲା। ମୃ-ତ୍ୟୁ ବେଳେ ସେ ନିଜର ପତ୍ନୀଙ୍କ ସହିତ ରହିଥିଲେ।

Google

୨୦୧୬ରେ ତାଙ୍କର ଏକ ଅଟୋ ବାୟୋଗ୍ରାଫି ଆସିଥିଲା। ଏଥିରେ ସେ ୪୦୦୦ ମହିଳାଙ୍କ ସହ ଶା-ରୀରି-କ ସମ୍ପର୍କ ରଖିଥିଲେ ବୋଲି ଦା-ବି କରିଥିଲେ। ଏହାସହ ସେହି ସବୁ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ମଧ୍ୟ ଦେଇଥିଲେ। ସେ ନିଜକୁ ସ୍ପାନିଶ ପ୍ଲେବୟ ଭାବରେ ଦେଖୁଥିଲେ। ତାଙ୍କର ମୃ-ତ୍ୟୁ ଖୁବ ରହସ୍ୟମୟ ଥିଲା। ମ-ରି-ବା ପୂର୍ବରୁ ସେ ନିଜର ପତ୍ନୀଙ୍କ ସହିତ ରାତ୍ରିଭୋଜନ କରୁଥିଲେ।

ପୋ-ଲି-ସର କହିବା ଅନୁସାରେ, ସୁଡୋ ହିଁ ଡନଙ୍କୁ ବି-ଷ ଦେଇ ମା-ରିଥି-ଲେ। କିନ୍ତୁ ସେ କାହିଁକି ହ-ତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେବେ ସେ ସମ୍ପତ୍ତି ପାଇଁ ଅମିତି କରିଥିବାର ଅନୁମାନ କରାଯାଉଛି।

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ, ସୁଡୋ ନିଜର ବିବାହକୁ ନେଇ ନିଜ ଘରେ ମଧ୍ୟ ଜଣାଇନଥିଲେ। ସେ ଡନଙ୍କ ସହ ଗୋପନରେ ବିବାହ କରିଥିଲେ। ଷ୍ଟକ ଟ୍ରେଡିଂ କରି ଅଧିକ ଅର୍ଥ ରୋଜଗାର କରୁଛନ୍ତି ବୋଲି ନିଜର ଘର ଲୋକଙ୍କୁ କହିଥିଲେ ।

Leave a Reply

Your email address will not be published. Required fields are marked *