ଆଜି ରାଜ୍ୟରେ 10 ହଜାର ପାର ହେଲା କରୋନା ପଜିଟିଭ,୨୪ ଘଣ୍ଟାରେ ୧୦,୪୧୩ ଜଣ ଆ-କ୍ରା-ନ୍ତ ଚିହ୍ନଟ,୧୧ ଜଣ ମୃ-ତ

ଆଜି ରାଜ୍ୟରେ ୧୦ ହଜାର ପାର ହେଲା କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୪୧୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮୮୭ ଜଣ ଏବଂ ୪୫୨୬ ଜଣ ଲୋକାଲ କେ-ସ ରହିଛି। ଆଉ ୧୧ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବରଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ,ରାୟଗଡ଼ା ଜିଲ୍ଲାରୁ ଜଣେ,ପୁରୀ ଜିଲ୍ଲାରୁ ଜଣେ,କୋରାପୁଟ ଜିଲ୍ଲାରୁ ଜଣେ,କଳାହାଣ୍ଡି ଜିଲ୍ଲାରୁ ଜଣେ ଓ ବୌଦ୍ଧ ଜିଲ୍ଲାରୁ ଜଣେ ମୃ-ତ୍ୟୁ ଘଟିଛି।

ଆଜି ଅନୁଗୁଳ ଜିଲ୍ଲାରୁ ୩୯୨ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୨୪ ଜଣ,ବରଗଡ ଜିଲ୍ଲାରୁ ୫୧୧ ଜଣ,ଭଦ୍ରକ ଜିଲ୍ଲାରୁ ୨୦୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୬୦ ଜଣ,ବୌଦ୍ଧ ଜିଲ୍ଲାରୁ ୮୭ ଜଣ,କଟକ ଜିଲ୍ଲାରୁ ୮୨୮ ଜଣ,ଦେବଗଡ ଜିଲ୍ଲାରୁ ୧୦୩ ଜଣ,ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣ,ଗଜପତି ଜିଲ୍ଲାରୁ ୧୫୬ ଜଣ,ଗଞ୍ଜାମ ଜିଲ୍ଲାରୁ ୨୩୨ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୪୧ ଜଣ,ଯାଜପୁର ଜିଲ୍ଲାରୁ ୩୩୨ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୪୨ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୭୬ ଜଣ,କନ୍ଧମାଳ ଜିଲ୍ଲାରୁ ୫୫ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ ଜଣ,କେନ୍ଦୁଝର ଜିଲ୍ଲାରୁ ୧୨୬ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ ଜଣ,କୋରାପୁଟ ଜିଲ୍ଲାରୁ ୬୮ ଜଣ,ମାଲକାନଗିରି ଜିଲ୍ଲାରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୪୭ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୭୮ ଜଣ,ନୟାଗଡ ଜିଲ୍ଲାରୁ ୨୧୮ ଜଣ,ନୂଆପଡ଼ା ଜିଲ୍ଲାରୁ ୪୧୮ ଜଣ,ପୁରୀ ଜିଲ୍ଲାରୁ ୫୩୩ ଜଣ,ରାୟଗଡ଼ା ଜିଲ୍ଲାରୁ ୨୦୦ ଜଣ,ସମ୍ବଲପୁର ଜିଲ୍ଲାରୁ ୪୨୬ ଜଣ,ସୋନପୁର ଜିଲ୍ଲାରୁ ୧୩୦ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୧୦୦ ଜଣ ଓ ଷ୍ଟେଟ ପୁଲରୁ ୩୬୦ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୪୫୪୬୦୭ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୩୮୫୪୧୪ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୬୭୦୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୧୧ ଜଣ କରୋନା ଆ-କ୍ରା-ନ୍ତଙ୍କ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୦୫୪ କୁ ବୃଦ୍ଧି ପାଇଛି। ଏହି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *