ଏହି ଫଟୋକୁ ପାଖରୁ ଦେଖନ୍ତୁ,ଫଟୋ ଦେଖିକି ଲୋମ ଟାଙ୍କୁରୀ ଉଠିବ

ଫଟୋ କ୍ଲିକ କରିବା ସମୟରେ ଏଥିରେ ଏମିତି କିଛି ଜିନିଷ କଏଦ୍ ହୋଇଯାଏ ଯାହା କଳ୍ପନାର ବାହାରେ|ଏହି ଫଟୋକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ଲୁଚିରହିଥିବା ରହସ୍ୟ ଜାଣିପାରିବେ|ଚାଲନ୍ତୁ ଦେଖିବେ ଏହି ଅଦ୍ଭୁତ କଲେକ୍ସନ|

ଏହି ସେଲ୍ଫିକୁ ଧ୍ୟାନରେ ଦେଖିଲେ ଏଥିରେ ଦର୍ପଣରେ ଏକ ଶୈତାନୀ ଚେହେରା ନଜରକୁ ଆସିବ|ଯେତେବେଳେ ଯୁବତୀ ଏହା ଦେଖିଲେ ପାଦ୍ରୀକୁ ଡକାଇ ଘର ପବିତ୍ର କଲେ|ଆଜି ମଧ୍ୟ ଏହି କୋଠରୀରେ କେହି ଶୁଅନ୍ତି ନାହିଁ|ଏହାକୁ ଘରଲୋକ କମନ ରୁମ କରିଛନ୍ତି|

ଏଥିରେ ଯୁବତୀମାନେ ଦଳ ବନେଇକି ଏକାଭଳି ପୋଜ୍ ଦେଉଛନ୍ତି|କିନ୍ତୁ ପଛରେ ଥିବା ସମୁଦ୍ରରେ ଜଣେ ବ୍ୟକ୍ତି ନକଲ କରି ଫଟୋ ବିଗାଡି ଦେଇଛନ୍ତି|

ସଚା ଦୋସ୍ତ ରିହାନା ଓ କେଟୀ ପେରୀଙ୍କ ଏହି ଫଟୋ ଏକ ଆୱାର୍ଡ଼ ସୋ କରିଛି|ଏହାକୁ ଧ୍ୟାନରେ ଦେଖିଲେ କେଟୀର ଚୈକୀ ତଳେ ଜଣେ ଲୋକର ମୁହଁ ଦିଶୁଛି|ଏହା ଦେଖି ଲାଗେ ଯେ ସେ କେଟୀ ଡ୍ରସର ତଳକୁ ଦେଖୁଛି|ପରେ ଜଣାପଡ଼ିଲା ଯେ ଏହା ଫଟୋସପରେ କରାଯାଇଛି|

ଏହି ଫଟୋ ଆମେରିକାର ଇଡାହୋ ରାଜ୍ୟର ଏକ ବୀରାନ ଜଙ୍ଗଲର ଅଟେ|ଫର୍ଜୀ ଓ ଲି ଭଉଣୀ ଛୁଟି ମନାଇବାକୁ ଆସିଥିଲେ|ଏହି ସମୟରେ ସେଲ୍ଫିରେ ତାଙ୍କ ଅଜଵ ଆକୃତି ଦେଖାଯାଇଥିଲା ଫଳରେ ସେମାନେ ପଳେଇଲେ|ପରେ ଦେଖିବାରୁ ଜଙ୍ଗଲରେ ହଜିଥିବା ଏକ ଛୁଆର ଥିଲା |ପରେ ସେମାନେ ଯାଇ ତାକୁ ଘରେ ପହଞ୍ଚେଇଲେ|

ମୈକାୟଲା ସଂପି କରି ଘରକୁ ଫେରୁଥିଲେ|ସେ କୋଠରୀରେ ନୂଆ କପଡା ପିନ୍ଧି ସେଲ୍ଫି ନେଲେ|ପରେ ସେଲ୍ଫିରେ ପରଦା ପଛରେ ଝାପ୍ସାରେ ଜଣେ ବ୍ୟକ୍ତି ଦେଖାଗଲା|ପରେ ଜଣେ ଗଲା ଯେ ସେ ତାଙ୍କ ଭଉଣୀର ବଏଫ୍ରେଣ୍ଡ ଥିଲା ଯିଏ ଲୁଚିଥିଲା|

ଜଣେ ବାପା ଅଫିସ ସମୟର ପୂର୍ବରୁ ଆସି ତାଙ୍କ ଝିଅର ଫଟୋକୁ ଆଇମାକୁ ପଠେଇଵାର ଥିଲା|ସେ ଫଟୋ ଉଠାଇବାରୁ ଦେଖିଲେ ଯେ ଝିଅର ପଲଙ୍କ ତଳେ କୈାଣସି ବ୍ୟକ୍ତି ରହିଥିବା ଦେଖାଯାଇଥିଲା|ପିତା ପୋଲିସକୁ ଫୋନ କରିଥିଲେ କିନ୍ତୁ ଝିଅ ସେ ବ୍ୟକ୍ତି ସହ ଗଳା ମିଳାଉଥିବାର ଦେଖାଯାଇଥିଲା

ଯୁବତୀ ଗଛ ପାଖରେ ଫଟୋ ଉଠେଉଥିଲେ|ତା ମାଆଙ୍କ ନଜର ସେତେବେଳେ ଗଛରେ ଥିବା ସାପ ଉପରେ ପଡିଲା|ସୈାଭାଗ୍ୟ ବଶତଃ ସାପ ତାଙ୍କ ଉପରେ ଆକ୍ରମଣ କରିନଥିଲା|

ପାର୍କରେ ଏକ ଦମ୍ପତ୍ତି ଏକୁଟିଆ ଥିଲେ| ଗାର୍ଲଫ୍ରେଣ୍ଡ ଫଟୋ ବୟଫ୍ରେଣ୍ଡ୍ ନେଉଥିଲେ|ସେତେବେଳେ ହଲିଉଡର ଭୟଙ୍କର ଫିଲ୍ମ ସ୍ଲେଣ୍ଡରମ୍ୟାନ ଭଳି ଲାଗିଲା|ଫଳରେ ଡରିକି ସେ ପଳେଇଲେ|

ରବିନ ଜଙ୍ଗଲ ନିଜ ପତ୍ନୀଙ୍କ ଫଟୋ ଉଠେଇଲା ପରେ ଅଜବ ଆକୃତି ଦେଖାଗଲା|ଏହା ଷ୍ଟାରପ୍ଲସ ଫିଲ୍ମର ଆର୨ଡି୨ର ରୋବଟ୍ ଭଳି ଦିଶୁଥିଲା|

ଏଥିରେ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ୍ ମଧ୍ୟରେ ଏକ ଦୋସ୍ତ ମଜାନେଵା ପାଇଁ ଆସିଲା|

୧୯୬୨ର ଏହି ଫଟୋରେ ବ୍ୟକ୍ତିର ଗୋଡ ଅଧିକ ମୋଟା ଦେଖାଯାଉଥିଲା|ପରେ ଜଣାଗଲା ଯେ ପଛରେ ଗୋଟେ ଛୁଆ ଥିଲା|

ସଂପି ସମୟରେ ଏହି ଯୁବତୀ ବହୁତ ଫଟୋ ଊଠେଉଥିଲେ,କିନ୍ତୁ ଅଜଣା ବ୍ୟକ୍ତି ପଛରେ ଠିଆ ହୋଇ ଫଟୋ ବିଗାଡୁଥିଲା|

ୟୁଲିଆ ନାମକ ଯୁବତୀ ସମୁଦ୍ର କୂଳରେ ଭାଇଙ୍କ ସହ ମସ୍ତି ପାଇଁ ଯାଇଥିଲେ|ଫଟୋ ଉଠାଇବା ପରେ ପାଣି ଭିତରେ ଅଜବ ଜିନିଷ ଦେଖାଗଲା|ପରେ ଜଣାଗଲା ଯେ ତାହା ମୃତ ଲାୟନ୍ସ ଜେଲିଫିସ୍ ଥିଲା|

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋରେ ସିଫେ ପଛରେ ଜଣେ ମହିଳାଙ୍କ ଭୟଭୀତ ଚେହେରା ଦେଖାଯାଏ|ପରେ ଜଣାଗଲା ତାହା ଆଇସଲ୍ୟାଣ୍ଡର ଏକ ଫିଲ୍ମ ସିନ ଅଟେ|

ଏକ ବସ ୟୁୟୁଏମ ନଦୀ ପାଶ୍ୱର୍ରେ ପଡିବାରୁ ୫୨ ଛାତ୍ର ଆହତ ହୋଇଥିଲେ|ପତ୍ରକାର ଫଟୋ ଉଠାଇବାରୁ ସେଠାରେ ହସୁଥିବା ଶୈତାନ ଭଳି ଆକୃତି ଦେଖାଯାଇଥିଲା|

ନିଜ ଘର ଲେନରେ ଖେଳୁଥିବା ଭାଇଭଉଣୀଙ୍କ ଫଟୋରେ ଏକ ପଡୋଶୀ କୁକୁରର ଡରାଉଥିବା ଆଖି ଦେଖାଯାଉଛି|

ଏଥିରେ ପାଦ ତଳେ ଅଜବ ଚେହେରା ଦେଖାଯାଉଛି|ପରେ ଜଣାପଡିଲା ଯେ ଏହା କୈାଣସି ଏକ ଵନ୍ଧୁଙ୍କ ମଜାକ୍ ଥିଲା|

ଟେବି ଓ ତାଙ୍କ ପରିବାର ଛୁଟି ମନାଉଥିବା ଵେଳେ ଏକ ଅଦ୍ଭୁତ ଫଟୋରେ ଜଣାଗଲା ଯେ ସେଠାରେ ଏକ ଗୁପ୍ତ ଭବଣ୍ଡର ରହିଛି|

ଏଠାରେ ଏକ ଫଟୋଗ୍ରାଫର ଵୋହୂ ଯାଗାରେ ତାଙ୍କ ବନ୍ଧୁଙ୍କ ଫଟୋ ଉଠେଇଥିଲେ|ପରେ ଏହି କଥାକୁ ନେଇ କେସ ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *