କି ପ୍ରେମ! ପ୍ରେମିକ ପ୍ରେମିକାର ଦାମୀ ସଉକକୁ ପୂରଣ କରିବା ପାଇଁ କରିଲା ଚୋ-ରି, ଲୁ-ଟ୍ ଟଙ୍କାରେ ହୀରା ମୁଦି ଦେଲା

ପ୍ରେମିକ ହୋଇଗଲା ଚୋ-ର। ଚୋ-ରି ଟଙ୍କାରେ ପ୍ରେମିକାଙ୍କୁ ଦେଲା ଦାମୀ ଗିଫ୍ଟ। ଜଣେ ନାବାଳକ ପ୍ରେମିକାକୁ ଖୁସି କରିବା ପାଇଁ ଚୋ-ରି କରିଛି। ଚୋ-ରି ଟଙ୍କାରେ ପ୍ରେମିକାକୁ ଏକ ହୀରା ମୁଦି ମଧ୍ୟ ଉପହାର ଦେଇଛି। ଶେଷରେ ପୋ-ଲି-ସ ହାତରେ ଧ-ରାପ-ଡ଼ି ଜେ-ଲ ଯାଇଛି। ରାଜଧାନୀରେ ଏହିଭଳି ଘ-ଟ-ଣା ଘ-ଟିଛି। ଗି-ର-ଫ ହୋଇଥିବା ନାବାଳକ ହେଉଛି ଖାରବେଳନଗର ଥା-ନା ଅଞ୍ଚଳର। ପୋ-ଲି-ସ ନାବାଳକ ଠାରୁ ଏକ ଚୋ-ରି ଲାପଟପ, ୩୬ ହଜାର ଟଙ୍କା ଓ ଏକ ହୀରା ମୁଦିକୁ ଜ-ବ-ତ କରିଛି। ଏହି ଚୋ-ରିରେ ସଂପୃକ୍ତ ଥିବା ଅନ୍ୟ ଜଣେ ନାବାଳକ ବର୍ତ୍ତମାନ ଫେ-ରା-ର ଅଛି।

ପୋ-ଲି-ସର ସୂଚନା ଅନୁଯାୟୀ, ୟୁନିଟ-୪ ଶାସ୍ତ୍ରୀନଗର ପ୍ଲଟ ନଂ-୧/ଏ ରେ ଡାକ୍ତର ଜି.ବି ପତି ରୁହନ୍ତି। ଗତ ୨୭ ତାରିଖରେ ଡାକ୍ତରଙ୍କର ପୁଅ ଶିବାଶିଷ ପତି ତାଙ୍କ କଂପ୍ୟୁଟର ରୁମ୍‌କୁ ସକାଳେ ଯିବା ବେଳେ ତାଙ୍କ ଘରୁ ଏକ ଦାମୀ ଲାପଟପ ଓ ଟେବୁଲ ଡ୍ରୟାରରୁ ୫୮ ହଜାର ଟଙ୍କା ଚୋ-ରି ହୋଇଛି ବୋଲି ଜାଣିବାକୁ ପାଇଥିଲେ । ସେ ତାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯା-ଞ୍ଚ କରିଥିଲେ କିନ୍ତୁ ସେଥିରେ ଚିତ୍ର ସ୍ପଷ୍ଟ ଭାବରେ ଆସିନଥିଲା। ତେଣୁ ସେ ସମ୍ମୁଖ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲେକି ୨ ଜଣ ତାଙ୍କ ଘରେ ପଶି ଚୋ-ରି କରିଛନ୍ତି ବୋଲି ଜାଣିବାକୁ ପାଇଥିଲେ ।

ଶିବାଶିଷ ଏ ସମ୍ବନ୍ଧରେ ଖାରବେଳନଗର ଥା-ନାରେ ଅ-ଭିଯୋ-ଗ କରିଥିଲେ। ପୋ-ଲି-ସ ସିସିଟିଭି ଫୁଟେଜରୁ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ୧୭ବର୍ଷୀୟ ନାବାଳକକୁ ଚିହ୍ନଟ କରିଥିଲେ। ତାକୁ ଜେ-ରା କରିଥିବା ବେଳେ ଜଣାପଡିଥିଲାକି ସେ ଚୋ-ରି ଟଙ୍କାରୁ ୨୨ ହଜାର ଟଙ୍କା ଦେଇ ଏକ ଜୁଏଲାରୀ ଦୋକାନରୁ ହୀରା ମୁଦି କିଣିଥିଲା। ଉକ୍ତ ମୁଦିକୁ ସେ ତା’ ପ୍ରେମିକାକୁ ଦେଇଛନ୍ତି ବୋଲି କହିଥିଲେ। ପୋ-ଲି-ସ ନାବାଳକକୁ ଧରି ପ୍ରେମିକାଙ୍କ ଠାରୁ ହୀରା ମୁଦି ଜ-ବ-ତ କରିଥିଲା। ଏଥିସହ ନାବାଳକ ପାଖରୁ ୩୬ ହଜାର ଟଙ୍କା ଓ ଗୋଟିଏ ଲାପଟପ ମଧ୍ୟ ଜ-ବ-ତ କରିଥିଲା। ଆଜି ନାବାଳକକୁ କୋ-ର୍ଟ ଚା-ଲା-ଣ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଜଣେ ନାବାଳକଙ୍କୁ ଧ-ରି-ବା ପାଇଁ ପୋ-ଲି-ସ ଅନେକ ସ୍ଥାନରେ ଚ-ଢା-ଉ କରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *