ସାଇକେଲରେ ନିଜ ସ୍ତ୍ରୀର ଶ-ବକୁ ବୋହି ବୁଲିବାକୁ ଲାଗିଲା ଏହି ବ୍ୟକ୍ତି,ଅ-ନ୍ତି-ମ ସଂ-ସ୍କା-ର କରିବାକୁ ଗ୍ରାମଲୋକ ଦେଲେ ନାହିଁ…

କରୋନା ଭାଇରସର ନୂଆ ଲହରୀ ଲୋକମାନଙ୍କୁ ବହୁତ ଡ଼ରାଇ ଦେଇଛି । ଉତ୍ତରପ୍ରଦେଶର ଯୌନପୁରରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ମାନବିକତା ଲ-ଜ୍ୟାଜ-ନକ ହୋଇଯାଇଛି । ଏଠାରେ ଗ୍ରାମଲୋକ ଏକ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ପତ୍ନୀର ଅ-ନ୍ତି-ମ ସଂ-ସ୍କା-ର କରାଇ ଦେଇନଥିଲେ । କାରଣ ପ୍ରତ୍ୟେକଙ୍କୁ କରୋନାକୁ ନେଇ ଭ-ୟ ଥିଲା । ବୃଦ୍ଧ ଲୋକ ସାଇକେଲରେ ନିଜ ପତ୍ନୀର ଶ-ବକୁ ନେଇ ବୁଲିଲା କିନ୍ତୁ ତାଙ୍କର କେହି ସାହାର୍ଯ୍ୟ କରିନଥିଲେ ।

ଏହି ଘ-ଟ-ଣା ଉତ୍ତରପ୍ରଦେଶର ଜୌନପୁରର ଅଟେ। ଏଠାରେ ମଡିୟାହୁ ଅଞ୍ଚଳରେ ତିଲକଧାରୀ ସିଂହଙ୍କ ପତ୍ନୀ ରାଜକୁମାରୀ ବହୁତ ଦିନ ହେବ ଅସୁସ୍ଥ ଥିଲେ । ସୋମବାର ଦିନ ତାଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲରୁ ଶ-ବକୁ ଘରକୁ ପଠାଯାଇଥିଲା ।

Google

ଏହାପରେ ଯାହା ହୋଇଥିଲା ତାହା ଏହାଠାରୁ ବହୁତ ଯ-ନ୍ତ୍ର-ଣାଦା-ୟକ ଥିଲା । କରୋନା ଡ଼-ର କାରଣରୁ କୌଣସି ବ୍ୟକ୍ତି ତିଲାକଧାରୀଙ୍କ ଘରକୁ ଯାଇନଥିଲେ କିମ୍ବା ତାଙ୍କୁ କୌଣସି ପ୍ରକାର ସାନ୍ତ୍ୱନା ଦେଇନଥିଲେ । ଏମିତିରେ ଯେପରି ଶ-ବ ନଷ୍ଟ ହୋଇନଯାଏ ସେଥିପାଇଁ ସେ ସାଇକେଲ ଦ୍ୱାରା ଏପ୍ରିଲ 27 ତାରିଖକୁ ନିଜ ପତ୍ନୀଙ୍କ ଶ-ବଦା-ହ ପାଇଁ ନଦୀ କୂଳକୁ ଯାଇଥିଲେ ।

ପୋ-ଲି-ସ ଦ୍ୱାରା କରାଗଲା ଅ-ନ୍ତି-ମ ସଂ-ସ୍କା-ର :-

ଗ୍ରାମାଲୋକେ ଶ-ବକୁ ମଧ୍ୟ ସେଠାରେ ଅ-ନ୍ତି-ମ ସଂ-ସ୍କା-ର ପାଇଁ ମନାକରିଦେଲେ କିନ୍ତୁ ଯେତେବେଳେ ସେଠାରେ ପୋ-ଲି-ସ ପହଞ୍ଚିଥିଲା ଶ-ବକୁ ନେଇ ରାମଘାଟ ଠାରେ ଅ-ନ୍ତି-ମ ସଂ-ସ୍କା-ର କରିଥିଲେ । ପୋ-ଲି-ସ ବହୁତ ଦେଖାରେଖା ସହ ଏହାକୁ ସମ୍ପାଦନ କରିଥିଲା ।

ଆପଣଙ୍କୁ ଜଣାଇଦେଉଛୁ କି, କରୋନା ସଙ୍କଟ କାଳରେ ଭୟ ଏମିତି ଅଟେ କି, ବ୍ୟକ୍ତି କୌଣସି ବି ରୋଗୀ ଓ ମୃତ ବ୍ୟକ୍ତିଙ୍କ ପାଖକୁ ଯିବାକୁ ବାରଣ କରିଦେଲେ । ସେଥିପାଇଁ ପ୍ରଶାସନ ଏହାର ଦାୟିତ୍ୱ ନେଇ ମୃତ ବ୍ୟକ୍ତିଙ୍କ ଶବକୁ ଦାହ କରୁଛି ।

Leave a Reply

Your email address will not be published. Required fields are marked *