ଆଇପିଏଲ ୨୦୨୧ : ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଉପରେ ରା-ଗିଗ-ଲେ ବୀରେନ୍ଦ୍ର ସେହ୍ୱାଗ । କହିଲେ 10 ରୁ 5 ନମ୍ବର୍ ମଧ୍ୟ ମିଳିବନାହିଁ ,ଜାଣନ୍ତୁ କଣ କଣ କହିଲେ ବିରେନ୍ଦ୍ର

ଦିଲ୍ଲୀ କ୍ୟାପିଟାଲସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 1 ରନ୍ ରେ ହାରିବାପରେ ପୂର୍ବ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଉପରେ ଆଙ୍ଗୁଠି ଉଠାଇଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ ଦ୍ଵଲ ହାରିବାପରେ ସେ ଋଷଭ ପନ୍ତଙ୍କୁ ସ୍ମାର୍ଟ ଅଧିନାୟକ ମାନିବାକୁ ମନା କରିଦେଇଛନ୍ତି । ରୟାଲ ଚାଲେଞ୍ଜର୍ସ ପାଳିର ଶେଷ ଓଭରରେ ମାର୍କସ ଷ୍ଟୋଇନିସ 23 ରନ ଦେଇଥିଲେ । ତାଙ୍କ ଓଭରରେ ଏବି ଡିଭିଲିୟର୍ସ ବିଭିନ୍ନ ଆଡ଼କୁ ଛକା-ଚୌକା ମାରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାନ ଅଫ ଦ ମ୍ୟାଚ ରହିଥିବା ଅମିତ ମିଶ୍ର ନିଜର ଫର୍ମ ଦେଖାଇ ପାରିନଥିଲେ । ସେ ମାତ୍ର 3 ଓଭର ପକାଇଥିଲେ ଗ୍ଲେନ ମାକ୍ସୱେଲଙ୍କ ମହତ୍ୱପୂର୍ଣ୍ଣ ଉଇକେଟ ପାଇଥିଲେ । ସେହ୍ୱାଗ, ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଉପରେ ଆଳିଚନା କରି କେବଳ 10 ରୁ 3 ନମ୍ବର୍ ଦେଇଥିଲେ । ସେହ୍ୱାଗ ତାଙ୍କୁ ଉପଦେଶ ଦେଇଥିଲେ କି, ବିବେକ ପୂର୍ଣ୍ଣ ଭାବରେ ତାଙ୍କ ବୋଲିଂ ର ପରିବର୍ତ୍ତନ କରିବାକୁ ।

Google

ସେହ୍ୱାଗ ଋଷଭ ପନ୍ତଙ୍କୁ ସ୍ମାର୍ଟ କ୍ରିକେଟ ଖେଳିବାପାଇଁ। କହିଥିଲେ :-

ସେହ୍ୱାଗ କ୍ରିକବଜ ସହିତ ଆଲୋଚନା କରି କହିଥିଲେ, ସେ ଋଷଭ ପନ୍ତଙ୍କ ଅଧିନାୟକତ୍ବକୁ 10 ରୁ 5 ନମ୍ବର୍ ମଧ୍ୟ ଦେବେନାହିଁ । କାରଣ ମ୍ୟାଚରେ ଯଦି ତାଙ୍କର ମୁଖ୍ୟ ବୋଲର ବୋଲିଂ କରିବାରେ ବିଫଳ ହେଉଛି ତାହେଲେ ଗଣନା କେଉଁଠି ନା କେଉଁଠି ଭୁଲ ରହୁଛି । ଏମିତିରେ ତୁମ ଅଧିନାୟକର ଆଲୋଚନା ହେବାକୁ ଲାଗିଥାଏ, ତୁମକୁ ପରିସ୍ଥିତି ଅନୁଯାୟୀ ନିର୍ଣ୍ଣୟ ନେବାକୁ ହେବ ।

ସେ ଆଗକୁ କହିଲେ, ଆପଣଙ୍କୁ ଏହା ଶିଖିବାକୁ ଆବଶ୍ୟକ ହେବ କି, ଜଣେ ଅଧିନାୟକର କ୍ଷମତାକୁ ଏହିପରି ଅନୁମାନ କରାଯାଏ କି, ସେ ପରିସ୍ଥିତି ଅନୁସାରେ କେମିତି ନିଜର ଖେଳକୁ ପରିବର୍ତ୍ତନ କରୁଛି । ସେହ୍ୱାଗ କୁହନ୍ତି, ଯଦି ଋଷଭଙ୍କୁ ଏକ ଭଲ ଅଧିନାୟକ ହେବାକୁ ହେବ, ତାହେଲେ ଆପଣଙ୍କୁ ଛୋଟ ଛୋଟ କଥାର ଧ୍ୟାନ ରଖିବାକୁ ହେବ । ସ୍ମାର୍ଟ କ୍ରିକେଟ ଖେକିବାକୁ ହେବ ତାହେଲେ ଆପଣ ଏକ ସ୍ମାର୍ଟ ଅଧିନାୟକ ହୋଇପାରିବେ ।

Google

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମଙ୍ଗଳବାର ଦିନ ଦିଲ୍ଲୀ କୁ 172 ରନର ଲକ୍ଷ୍ୟ ହାସଲ କରିବାକୁ ଥିଲା । ଦିଲ୍ଲୀ ବ୍ୟାଟିଂ କରିବା ସମୟରେ ଭଲ ଆରମ୍ଭ କରିନଥିଲା । ଶେଷ ଆଡ଼କୁ ସିମରନ ହେଟମାୟର ଓ ଋଷଭ ପନ୍ତ ଅର୍ଧଶତକୀୟ ପାଳି ଖେଳିବା ସତ୍ତ୍ୱେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ।

ସେହିପରି 48 ବଲ ରୁ 58 ରନ କରିଥିଲେ । ଅନ୍ତିମ ଦୁଇ ବଲରେ ଦିଲ୍ଲୀକୁ 10 ରନର ଆବଶ୍ୟକତା ଥିବାବେଳେ ଦିଲ୍ଲୀ 9 ରନ କରିବାରେ ସକ୍ଷମ ହୋଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *