ରାଜ୍ୟ ସରକାରଙ୍କ କୋଭିଡ୍‌ ଯୋ-ଦ୍ଧାଙ୍କ ପାଇଁ ଘୋ-ଷ-ଣା, ଡ୍ୟୁଟି ସମୟର ମୃ-ତ୍ୟୁ ହୋଇଗଲେ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ

କୋଭିଡ ଯୋ-ଦ୍ଧାମା-ନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଘୋ-ଷ-ଣା କରିଛନ୍ତି। କୋଭିଡ ଡ୍ୟୁଟି କରୁଥିବା ସମୟରେ ମୃ-ତ୍ୟୁ ହେଲେ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିବ। କାର୍ଯ୍ୟରତ ଯୋ-ଦ୍ଧାଙ୍କ-ର କରୋନାରେ ମୃ-ତ୍ୟୁ ହେଲେ କୋଭିଡ ଯୋ-ଦ୍ଧାଙ୍କ ପରିବାର ପକ୍ଷକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଦେବେ। ଏ ସମ୍ବନ୍ଧରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Google

ଦେଶରେ ବର୍ତ୍ତମାନ ସଂକ୍ରମଣ ବ୍ୟାପକ ହେବାରେ ବ୍ୟାପିବାରେ ଲାଗିଛି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟକର୍ମୀ ଏବଂ ଆଗ ଧାଡିର ଯୋ-ଦ୍ଧାମା-ନେ ନିଜ ନିଜର ଜୀବନକୁ ବାଜି ଲଗାଇ ଅ-ନବ-ରତ ସେବା ଯୋଗାଇ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଆର୍ଥିକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଡ୍ୟୁଟି ସମୟରେ ମୃ-ତ୍ୟୁ ହେଲେ କୋଭିଡ୍‌ ଯୋ-ଦ୍ଧାଙ୍କ-ର ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *