ସୋସିଆଲ ଡି-ଷ୍ଟାନ-ସିଂ ପାଇଁ ସାହାଯ୍ୟ କରିବ ଏହି ‘ବ୍ରେସଲେଟ’, ପାଖକୁ ଆସିଲେ ମା-ରି-ବ କ-ରେ-ଣ୍ଟ,ଜାଣନ୍ତୁ ଏହି ବ୍ରେସଲେଟ ବିଷୟରେ

କରୋନାରୁ ବଞ୍ଚିବା ପାଇଁ କେତେ ମାତ୍ରାରେ ସୁ-ର-କ୍ଷା ବିଭାଗ ନି-ୟ-ମ କରୁ ନା କାହିଁକି, ସାଧାରଣତଃ ବଜାର ଭଳି ସ୍ଥାନ ମାନଙ୍କରେ ଗହଳି ଦେଖିବାକୁ ମିଳୁଛି । ଏଥିପାଇଁ କରୋନା ମା-ମ-ଲା ବହୁତ ସାମ୍ନାକୁ ଆସୁଛି ଓ ସରକାରଙ୍କୁ ଲକଡାଉନ ଭଳି ନିଷ୍ପତ୍ତି ନେବାକୁ ପଡୁଛି । ଏହି ଦିଗରୁ ସୁ-ରକ୍ଷି-ତ ରହିବାପାଇଁ ମେରଠ ର ଏକ ଚାଷୀଙ୍କ ପୁଅ ଏକ ବ୍ରେସଲେଟ ବନାଇଛନ୍ତି ।

Google

ବିଟେକ ର ଏହି ଛାତ୍ର ନିରାଜ ଉପାଧ୍ୟାୟ କହିଛନ୍ତି କି, ଏହି ବ୍ରେସଲେଟକୁ ପିନ୍ଧିବା ମାତ୍ରକେ ସାମାଜିକ ଦୂରତା ଅବଲମ୍ବନ କରାଇବାରେ ସାହାର୍ଯ୍ୟ ହେବ । ଏହାକୁ ପିନ୍ଧିଥିବା ଦୁଇ ଜଣ ଲୋକେ ଯେତେବେଳେ ପରସ୍ପରର ପାଖକୁ ଚାଲି ଆସିଥାନ୍ତି ସେତେବେଳେ ସେମାନଙ୍କୁ ଝ-ଟ-କା ଲାଗିଥାଏ । ଏହି ବ୍ରେସଲେଟ ସେତେବେଳେ ସଫଳତା ଛୁଇଁବ ଯେତେବେଳେ ଅଧିକରୁ ଅଧିକ ଲୋକ ଏହାର ବ୍ୟବହାର କରିବେ ।

ମେରାଠ ଇଂଜିନିୟରିଂ କଲେଜର ଶେଷ ବର୍ଷର ବି ଟେକ ଛାତ୍ର ନିରାଜ ନିଜ ସାଙ୍ଗ ପଙ୍କଜ ଚୌଧୁରୀଙ୍କ ସହିତ ଏହାର ଡେମୋ ଦେଖାଇଥିଲେ। ଏହି ବ୍ରେସଲେଟକୁ ଦୁଇଜଣ ପିନ୍ଧି ଯେତେବେଳେ ଡେମୋ କରିଥିଲେ ସେତେବେଳେ ତିନି ମିଟରରୁ ପାଖକୁ ସେମାନେ ଆସିପାରିନଥିଲେ । ଏହି ଦୂରତା ଠାରୁ ଅଧିକ ପାଖକୁ ଆସିଲେ ସେମାନଙ୍କୁ ଝ-ଟ-କା ଲାଗିବାକୁ ଲାଗିଥାଏ । ପୁନିତ କୁହନ୍ତି କି, ଏହି ଡିଭାଇସକୁ ବନାଇବାପାଇଁ 130 ଟଙ୍କା ଖର୍ଚ୍ଚ ହୋଇଥାଏ ।

Google

ପୁନିତ କୁହନ୍ତି କି, ସରକାରଙ୍କ ପୁନଃ ଚେଷ୍ଟା ପରେ ମଧ୍ୟ ଲୋକମାନେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି । ଏମିତିରେ ସାମାଜିକ ଦୂରତା ଅବଲମ୍ବନ କରାଇବାରେ ଏହି ଡିଭାଇସ ଉପଯୋଗୀ ହେବ । ଯଦି ପ୍ରତ୍ୟେକ ବ୍ୟକ୍ତି ଏହି ଡିଭାଇସ ହାତରେ ପିନ୍ଧିବେ ତାହେଲେ ସାମାଜିକ ଦୂରତାରୁ ନିଜକୁ ଅଟକାଇ ପାରିବେ ।

20 ବର୍ଷର ନିରାଜ ମେରଠ ବାଇପାସ ରୋଡ଼ ସ୍ଥିତ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିର ଛାତ୍ର ଅଟନ୍ତି । ସେ 2017ର ଏହି ଇନଷ୍ଟିଚ୍ୟୁଟରେ ଦା-ଖ-ଲ ହୋଇଥିଲେ । କୃଷକ ଓମପାଲ ସିଂହଙ୍କ ପୁଅ ନିରଜଙ୍କର ଦୁଇ ଭାଇ ଓ ଜଣେ ପୁଅ ରହିଛନ୍ତି ।ପରିବାରରେ ନିରଜ ସବୁଠାରୁ ଛୋଟ ଅଟନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *